ମତେ ମାରିଦିଅ, ରିଙ୍କି ର ଭୂତ ମତେ ଡରାଉଚି ,ମୁ ଶୋଇ ପାରୁନି

ରିଙ୍କି ମତେ ଆସି ସବୁ ଦିନ ରାତି ରେ ଡରାଉଛି, ମୁ ଆଉ ବଞ୍ଚିବାକୁ ଚାହୁନି, ମତେ ମାରିଦିଅ, ମୁଁ ଆଉ ବଞ୍ଚିବାକୁ ଚାହୁଁ ନାହିଁ , ଆଖି ବନ୍ଦ କଲେ ରିଙ୍କି ର ମୁଁହ ମୋ ଆଖି ଆଗକୁ ଆସି ଯାଉଛି ମୁ ଶାନ୍ତି ରେ ଶୋଇ ପାରୁନି, ଏଇ ଡର ରେ ମୁଁ ଆଉ ବଞ୍ଚିବାକୁ ଚାହୁଁନି

ଏମିତି କିଛି କଥା କହୁଚି ଏବେ ଜଗନ୍ନାଥ, ଜଗନ୍ନାଥ ଆଉ ରିଙ୍କି ର ସମ୍ପର୍କ ଦୀର୍ଘ ୧୬ ବର୍ଷ ପୁରୁଣା, ଏପରିକି ସେମାନେ ବହୁତ୍ ଥର ଦେଖା ହେଇଛନ୍ତି, ବିବାହ ପରେ ମଧ୍ୟ ରିଙ୍କି ର ସ୍ବାମୀ କାମ କୁ ଗଲାପରେ ଏମାନେ ଘଣ୍ଟା ଘଣ୍ଟା ଧରି ମୋବାଇଲ ରେ କଥା ହୁଅନ୍ତି, ଦିନକୁ 5 ରୁ 7 ଘଣ୍ଟା ଏମାନେ କଥା ହୁଅନ୍ତି, ଏଇପରିକି ଜଗନ୍ନାଥ ର ଅଭ୍ୟାସ ହେଇ ଯାଇଥିଲା ସେ ଗୋଟେ ଦିନ ଛାଡ଼ି ରହିପାରୁ ନଥିଲା

ଅଚାନକ ରିଙ୍କି ନିଜ ମୋବାଇଲ ନମ୍ବର ଚେଞ୍ଜ କରିଦେଇ ଜଗନ୍ନାଥ କୁ ଅଣଦେଖା କରିବାକୁ ଲାଗିଲା, ଏହା ଜଗନ୍ନାଥ ର ଦେହ ରେ ଗଲାନି ,ଧୋକା ଆଉ ରାଗ ରେ ଜଳି ଜଳି ସେ ରହୁଥିଲା , ଦିନ ସେ ନିଷ୍ପତି ନେଲା ମୁ ରିଙ୍କି କୁ ସବୁ ଦିନ ପାଇ ନେଇ ଆସିବି ଯଦି ସେ ନା ଆସିବ ତାକୁ ଶେଷ କରି ମୁ ବି ଶେଷ ହେଇଯିବି

ସେ ଅଚାନକ ରିଙ୍କି ର ଘରେ ପହଞ୍ଚିଲା ଆଉ କବାଟ ବାଡେଇଲା ଆଉ ଯେତେବେଳେ ରିଙ୍କି କବାଟ ଖୋଲି ଦେଖିଲା ଜଗନ୍ନାଥ ସେ ଆଶ୍ଚର୍ଯ୍ୟ ହେଇଗଲା, ସେଇ ସମୟ ରେ ଘର ମାଲିକ ଦହିବରା ନେଇ ରିଙ୍କି ଘରକୁ ଆସିଲେ ଆଉ ଅଚାନକ ରିଙ୍କି ଜଗନ୍ନାଥ କୁ ବାଥରୁମ ରେ ଲୁଚି ଯାଓ କହିଲା ଆଉ ଘର ମାଲିକ ରିଙ୍କି ର ପୁଅ କୁ ଧରି ଉପର ଘରେ ଦହିବରା ଖାଇବାକୁ ଦେବାକୁ ନେଇଗଲେ,

ଏହା ପରେ ରିଙ୍କି ଆଉ ଜଗନ୍ନାଥ ଗୋଟେ ରୁମ୍ ରେ ଥିଲେ, ଜଗନ୍ନାଥ କହିଲା ଚାଲ ରିଙ୍କି ମୋ ସହ, ମୁ ତୋ ବିନା ବଞ୍ଚି ପାରିବିନି, ରିଙ୍କି ମନା କଲା ଆଉ ତାପରେ ବେଶ୍ କିଛି ସମୟ ଯୁକ୍ତି ଚାଲିଲା ,ଯେତେବେଳେ ଲାଗିଲା ରିଙ୍କି ମତେ ଆଉ ଭଲ ପାଉନି ସେତେବେଳେ ଜଗନ୍ନାଥ ରିଙ୍କି ର ବେ-କ କା-ଟି-ଦେ-ଲା ଆଉ ଛଟ ପଟ ହଉଥିବା ରିଙ୍କି ମୁଣ୍ଡ ରେ ସିନ୍ଦୂର ଦେଇ ସେଲ୍ଫି ନେଲା ଆଉ ତାପରେ ନିଜ ଦୁଇ ହାତ ଶିରା କାଟି ବି-ଷ ପି ମ-ରି-ବା-କୁ ଚେଷ୍ଟା କଲା

ହେଲେ ସେ ବଞ୍ଚିଗଲା ଆଉ ପୋଲିସ ତାକୁ ଗି-ର-ଫ କରିନେଲା, ଏବେ ସେ ପାଗଳ ହେଇ  ସାରିଛି, କିମ୍ବା ପାଗଳ ର ଅଭିନୟ କରୁଚି ତାହା ବି ସନ୍ଦେହ ଜଣକ, ଅନୈତିକ ପ୍ରେ-ମ ସବୁ ବେଳେ କଷ୍ଟ ଦେଇଥାଏ ଏହା ର ଜ୍ୱଳନ୍ତ ପ୍ରମାଣ ଜଗନ୍ନାଥ ଆଉ ରିଙ୍କି

Leave a Reply

Your email address will not be published. Required fields are marked *