Movie prime

ଜଳିଗଲା ଚକାଡୋଳା ..ଅଚାନକ ନିଆଁ ରୁ ପାଉଁଶ ହେଇ ଉଡ଼ିଲା ଲୋକ ଙ୍କ ଦେହ ପୋଡ଼ା ମାଉଁସ

 
Vg
ଛତିଆର ଛେନା କାକରା ନେଇଗଲା ମୁଣ୍ଡ। ଠିଆ ଠିଆ ଜଳିଗଲା ଚକାଡୋଳା ବସ୍ ଆଉ ଝରକା ପଟୁ ପଡ଼ୁଥିଲା ବସ୍ ଭିତରେ ବସିଥିବା ଅଧା ଜଳା ଲୋକ। ଲୋକ ଚିତ୍କାର କରୁଥିଲେ, ବସ୍ ଭିତରେ ସେମାନଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଆଉ କେଇଟା ସେକେଣ୍ଡରେ ଯାଜପୁର ଛତିଆ ପାଖରେ ଚକାଡୋଳା ବସ୍ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା। 
  Hh
ହଁ ଦର୍ଶକ ବନ୍ଧୁ ଆଜି କୁଆଡ଼େ ଲୋକ କହୁଛନ୍ତି ଯାଜପୁରର ସେଇ ପ୍ରସିଦ୍ଧ ଛେନା କାକରା ଲୋକଙ୍କ ମୁଣ୍ଡ ଗଡ଼େଇ ଦେଇଛି। ଆଉ ଦେଖୁ ଦେଖୁ ମଝି ରାସ୍ତାରେ ଲୋକଙ୍କୁ ଏମିତି ଠିଆ ଠିଆ ଜାଳି ପୋଡ଼ି ପାଉଁଶ କରି ଦେଇଛି। ଏ ବସ୍ କେମିତି ହୁତୁ ହୁତୁ ହେଇ ଜଳି ଯାଉଛି ଏହି ଚକାଡୋଳା ବସ୍। ଆଉ ବସ୍ ଭିତରେ ଜଳି ଯାଉଛନ୍ତି ବସିଥିବା ଅନେକ ଯାତ୍ରୀ। ଦେଖୁ ଦେଖୁ ବସରେ ନିଆଁ ଲାଗିଥିଲା। ଆଉ ବସ୍ ଭିତରେ ବସିଥିବା ଲୋକଙ୍କ ଦେହରେ ମଧ୍ୟ ନିଆଁ ଲାଗିଥିଲା। ଆଉ ସେହି ବସ୍ ସହିତ ଅନେକ ଲୋକ ସେମିତି ଆଖି ଆଗରେ ଜଳି ଯାଇଥିଲେ।
ସୂଚନା ଅନୁସାରେ ଦୁଇ ଜଣ ବାଇକ୍ ଆରୋହୀ ଯାଜପୁର ଛତିଆ ପାଖରେ ସେଠାକାର ପ୍ରସିଦ୍ଧ ଛେନା କାକରା କିଣିବା ପାଇଁ ମଝି ରାସ୍ତାରେ ତଥା ବେଆଇନ୍ ପାର୍କିଂ ଜାଗାରେ ଗାଡ଼ି ରଖିଥିଲେ। କିନ୍ତୁ ସେତିକି ବେଳେ ଅନ୍ୟପଟୁ ଆସିଥିବା ଚକାଡୋଳା ବସଟି ଉକ୍ତ ବାଇକକୁ ଧକ୍କା ଦେଇଥିଲା। ଆଉ ଚଳନ୍ତା ବସଟି ଧକ୍କା ଦେବା ଫଳରେ ସେଇଠି ସେମିତି ହୁତୁ ହୁତୁ ହେଇ ଜଳି ଯାଇଥିଲା। ହଁ ଦର୍ଶକ ବନ୍ଧୁ ସେଇଠି ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ବସରେ ବସିଥିବା ଯାତ୍ରୀ ମଧ୍ୟ ନିଆଁରେ ଜଳି ଯାଇଥିଲେ।
    Hh
ଯେଉଁ ଘଟଣା ଆଜି ସକାଳୁ ସକାଳୁ ସାରା ଓଡ଼ିଶାକୁ ଯେମିତି ଦୋହରାଇ ଦେଇଛି। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଏହାକୁ ଆୟତ୍ତ କରା ଯାଇଥିବା ବେଳେ ଆହତକୁ ମେଡ଼ିକାଲରେ ଭର୍ତ୍ତି କରା ଯାଇଛି। ଆଉ ବର୍ତ୍ତମାନ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବସ୍ଟିକୁ ମଧ୍ୟ ରାସ୍ତାରୁ ହଟେଇ ଦିଆ ଯାଇଛି।
ତେବେ ସକାଳୁ କିଛି ଘଣ୍ଟା ପାଇଁ ଗାଡ଼ି ଯିବା ଆସିବା ବନ୍ଦ ଥିବା ବେଳେ ଏବେ ଧୀରେ ଧୀରେ ଯାତାୟାତ ବ୍ୟବସ୍ଥା ମଧ୍ୟ ସୁଧୁରିବାରେ ଲାଗିଛି। କିନ୍ତୁ ଆଜି ସକାଳର ଏହି ଘଟଣା ସମସ୍ତଙ୍କୁ ଯେମିତି ଚକିତ କରି ଦେଇଛି। କାରଣ ସାମାନ୍ୟ ଗୋଟେ ଭୁଲ୍ ପାଇଁ ଆଜି ଅନେକଙ୍କ ଜୀବନ ଚାଲି ଯାଇଛି। ଆଉ ଏତେ ବଡ ବସଟି ଦେଖୁ ଦେଖୁ ମଝି ରାସ୍ତାରେ ଜଳି ପୋଡ଼ି ପାଉଁଶ ହେଇ ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.