Movie prime

ଏହି ବୟସରେ ଝିଅ ମାନେ ପୁଅ ଙ୍କୁ ଦେଖିଲେ ହୁଅନ୍ତି ଉତ୍ତେଜିତ, ଆଉ କରନ୍ତି ଏମିତିକା କାମ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବୟସ ବଢିବା ସାଙ୍ଗେ ସାଙ୍ଗେ ଲୋକ ମାନଙ୍କ ପ୍ରେମ କରିବାର ତରିକା ମଧ୍ୟ ବଦଳି ଯାଇଥାଏ। ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ସମସ୍ତେ ପ୍ରେମ ସମ୍ପର୍କରେ ବାନ୍ଧି ହୋଇ ଯାଆନ୍ତି।
ଯୁବାବସ୍ଥାରେ ଥିବା ପ୍ରେମ ଠାରୁ ପରିପକ୍ଵ ଅବସ୍ଥାରେ ହେଉଥିବା ପ୍ରେମ ମଧ୍ୟ ସମ୍ପୁର୍ଣ୍ଣ ଭାବରେ ଭିନ୍ନ ଅଟେ। କାରଣ ଏକ ସ୍ଵତନ୍ତ୍ର ପରିପକ୍ୱ ବୟସରେ ତାଙ୍କର ବୁଦ୍ଧିର ବିକାଶ ମଧ୍ୟ ଘଟି ଥାଏ।
Special Report
ଗୋଟେ ସାଧାରଣ ମହିଳା ଯାହାକୁ କି ୪୦ ବର୍ଷ ହୋଇଥିବ ସେ ସର୍ବଦା ଚାହିଁ ଥାଏ କି ସେ ଯାହାକୁ ମନ ଓ ହୃଦୟ ଦେଇ ଭଲ ପାଇବ ବା ବିବାହ କରିବ ସେ ନିଶ୍ଚିତ ଭାବରେ ସଚ୍ଚୋଟ ହୋଇଥିବା ସହ ନିଜ ପ୍ରତିଶ୍ରୁତି ଓ ପ୍ରତିଜ୍ଞା କୁ ମଧ୍ୟ ରକ୍ଷା କରିପାରୁ ଥିବ।
କାରଣ ସେହି ମହିଳା ନିକଟରେ ଆଉ ବୟସ ବର୍ବାଦ କରିବାକୁ ସମୟ ନଥାଏ। ସେଥିପାଇଁ ସେମାନେ ସବୁ ବେଳେ ଚାହାଁନ୍ତି କି ଯେଉଁ ପୁରୁଷ କୁ ସେ ଭଲ ପାଉଛନ୍ତି ସେ ସର୍ବଦା ସତ କୁହନ୍ତୁ ଓ ତାଙ୍କ ସମୟ ନଷ୍ଟ ନକରନ୍ତୁ।
Special Report
ମହିଳା ମାନେ ସର୍ବଦା ସେହି ପୁରୁଷ ଙ୍କୁ ଅଧିକ ମହତ୍ତ୍ଵ ଦେଇଥାନ୍ତି ଯେଉଁମାନେ କି ଠିକ ତାଙ୍କ ଭଳି ଚିନ୍ତାଧାରା ରଖନ୍ତି। ଏବଂ ମହିଳା ଜଣକ ଯେପରି ତାଙ୍କ ଆଗାମୀ ଭବିଷ୍ୟତ କୁ ଦେଖୁଛନ୍ତି ସେହି ପୁରୁଷ ଜଣକ ମଧ୍ୟ ତାଙ୍କ ଆଗାମୀ ଭବିଷ୍ୟତ କୁ ଦେଖୁ।
ଏଭଳି ଚିନ୍ତାଧାରା ରଖିବା ଦ୍ବାରା ସେମାନେ ଖୁବ ସହଜରେ ଗୋଟେ ନାରୀ ର ମନ କୁ ଜିତି ପାରନ୍ତି। କିଛି ମହିଳା ଏଭଳି ମଧ୍ୟ ଅଛନ୍ତି କି ତାଙ୍କ ବୟସ ସହ ସମାନ ପୂରୁଷ ଙ୍କୁ ସେମାନେ ଭଲ ପାଇଥାନ୍ତି।
Special Report
ମହିଳା ମାନେ ନିର୍ଦ୍ଧିଷ୍ଟ ପତିପକ୍ଵ ବୟସରେ ସେମାନେ ପ୍ରେମ ପ୍ରତି ସର୍ବଦା ଯତ୍ନଶୀଳ ହୋଇ ଥାଆନ୍ତି। ସେମାନେ ଆଉ ଚାହାଁନ୍ତି ନାହିଁ କି ତାଙ୍କ ଆଉ ଏହି ବୟସରେ କେହି ଧୋକା ଦେଉ।
ସେଥିପାଇଁ ସେମାନେ ସର୍ବଦା ସଚେତନ ରହିଥାନ୍ତି। ଯାହା ଉପରେ ତାଙ୍କୁ ବିଶ୍ବାସ ଆସେ ନାହିଁ ତାଙ୍କ ସହ ସେମାନେ କିଛି ସମ୍ପର୍କ ରଖନ୍ତି ନାହିଁ। କେତେକ କ୍ଷେତ୍ରରେ ପୁରୁଷ ମାନେ ମଧ୍ୟ କିଛି ଏଭଳି ଚିନ୍ତା ଧାରା ରଖନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.