Movie prime

ଝିଅ ପାଇଁ ମିଠା ନେଇ ଯାଉଥିଲା ରାସ୍ତାରେ ଚାଲିଗଲା ବାପାର ଜୀବନ

 
Vv
ଝିଅ ମିଠା ଖାଈବାକୁ ଆଶା କରିଥିଲା। ଦୋକାନ ରୁ ମିଠା କିଣି ବାଇକ୍ ରେ ଯାଉଥିଲା ବାପା। ଏହାପରେ ଟ୍ରକ୍ ଦୁର୍ଘଟଣାରେ ଚାଲି ଯାଇଥିଲା ବାପାର ଜୀବନ। ଶବ ପାଖରେ ପଡ଼ି ରହିଛି ରସଗୋଲା। ମୁଣ୍ଡ ପିଟି ପିଟି ଏବେ କାନ୍ଦୁଛି ଝିଅ। ଟ୍ରେକ୍ ଚକା ତଳେ ପଡ଼ି ରହିଛି ବାପାର ଶବ। ମୁଣ୍ଡରୁ ଦେହ ଅଲଗା ହୋଇ ଯାଇଥିବା ବେଳେ ସେହି ମୃ-ତ-ଦେହ ପାଖରେ ପଡ଼ିଛି ବାଇକ୍। ତାହାର ଦୂରକୁ ଛିଟିକି ପଡ଼ିଛି ମିଠା ପ୍ୟାକେଟ ରୁ ରସଗୋଲା।
Yy
ଝିଅ ଖାଇବ ବୋଲି ଝିଅର ଅତିପ୍ରିୟ ରସଗୋଲା ଦୋକାନ ରୁ କିଣି ବାଇକ୍ ଯୋଗେ ଘରକୁ ଯାଉଥିଲା ବାପା। ସାମ୍ନା ପଟୁ ଆସୁଥିବା ଟ୍ରକ୍ ଧକ୍କାରେ ଚାଲି ଯାଇଛି ନିରୀହ ବାପାର ଜୀବନ। ସେପଟେ ମିଠା ଖାଇବାକୁ ଜଗି ବସିଥିବା ଝିଅକୁ ଫୋନ ଯୋଗେ ଜଣା ଗଲା କି ତାଙ୍କର ବାପା ଆଉ ଏବେ ଏହି ଦୁନିଆଁରେ ନାହାଁନ୍ତି ବୋଲି। ବାପାର ଏହି ଖବର ଶୁଣିବା ପରେ ଧାଇଁ ଆସିଛି ଯୁବତୀ ଆଉ ସେଠାରେ ବସି ବାରମ୍ବାର ଏହା କାନ୍ଦି କାନ୍ଦି କହୁଛି,
Vv
ବାପା ତମେ ମତେ ଛାଡ଼ି କୁଆଡେ଼ ଚାଲିଗଲ ବୋଲି। ଅନୁଗୁଳ ଜିଲ୍ଲାର, ନୁଆହତା ଗ୍ରାମ ୫୫ ନମ୍ୱର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ରେ ଜଣେ ବାଇକ ଆରୋହୀଙ୍କ ମୃ-ତ୍ୟୁ ହୋଇଛି। ଫକୀର ମୋହନ ମାଝି ନିଜର ଘରକୁ ଏକ ବାଇକ ମାଧ୍ୟମରେ ଆସୁଥିବା ବେଳେ ଏକ ଟ୍ରକ୍ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣା ସ୍ଥଳରେ ପଡ଼ି ଫକୀର ଙ୍କ ଜୀବନ ଚାଲି ଯାଇଥିବା କଥା ଜଣା ପଡ଼ିଛି।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରିଥିଲା। ଆଉ ଏବେ ଏହି ଘଟଣାର ମଧ୍ଯ ଅଧିକ ତଦନ୍ତ କରୁଛି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭଲ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.