Movie prime

ଝିଅ ଶୋଇଛି ଥାନା ରେ...ବାପା ବସିଚି ଥାନା ଆଗରେ !!

 
Vb
ଆଜି କାହା ଆଖିରୁ ଆଉ ଲୁହ ସୁଖୁନି। କାରଣ ବଢିଲା ଝିଅ ଏବେ ଦୁନିଆ ଛାଡ଼ି ଆରପାରି କୁ ଚାଲି ଯାଇଛି। ଏବେ ସେ ଆଫେରା ରାଇଜର ରାଜକୁମାରୀ ହୋଇ ଯାଇଛି। ଏହି ଝିଅଟି ହେଉଛି ବ୍ରହ୍ମପୁର କୁକୁଡ଼ାଖଣ୍ଡି ର। ଦେଖିବାକୁ ସେ ଯେମିତି ତାର ଗୁଣ ମଧ୍ୟ ଠିକ ସେମିତି ଥିଲା। ହେଲେ ହଠାତ କଣ ହେଲା କେଜାଣି ଯୁବତୀ ଜଣକ ତାଙ୍କର ଜୀବନ ହାରୀ ଦେଇଥିଲେ। ବାପା ଝିଅଙ୍କ ମଧ୍ୟରେ କଣ ଟିକେ କଥା କଟାକଟି ହେଲା,
Hb
ଆଉ ଏହାପରେ ସେଥିରେ ଉତ୍କ୍ଷିପ୍ତ ହୋଇ ଉଠିଲେ ଯୁବତୀ ଜଣକ। ଆଉ ତାପରେ ଯାହା ହେଲା ସେ ଘଟଣା ଆପଣ ଆଦୌ ହେଲେ ମଧ୍ୟ ଦେଖି ପାରିବେ ନାହିଁ। ଝିଅ ଜଣକ ଜଳୁଥିବା ଅବସ୍ଥାରେ ଚିତ୍କାର କରିବାକୁ ଲାଗିଥିଲେ। କେହି କିଛି ବୁଝି ପାରୁ ନଥିଲେ। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା କୁ ନିଆ ହୋଇଥିଲା। ଆଉ ସେତେବେଳକୁ ସେ ପ୍ରାୟତଃ ୯୦ ପ୍ରତିଶତ ପୋଡି ଯାଇ ଥାଆନ୍ତି। ଆଉ ତାଙ୍କର ଚିକିତ୍ସା ମଧ୍ଯ ଚାଲିଥାଏ।
Yg
ମାତ୍ର ଆଜି ସକାଳୁ ସକାଳୁ ତାଙ୍କର MKCG ଡାକ୍ତରଖାନାରେ ମୃ-ତ୍ୟୁ ହୋଇ ଯାଇଛି। ଗୁରୁତର ଅବସ୍ଥାରେ MKCG ରେ ଭର୍ତ୍ତି ଓ ତାପରେ ଆଜି ସକାଳୁ ସକାଳୁ ଏଭଳି କିଛି ଖବର ଆସି ପହଞ୍ଚିଲା। ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ପରିବାର ଲୋକେ। ଆଉ ସେପଟେ ମଧ୍ୟ ବାପା କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ। କିଏ କେତେ କଥା କହୁଛି ହେଲେ ଦର୍ଶକ ବନ୍ଧୁ ଯିଏ ଯେତେ କଥା କହୁନା କାହିଁକି,
ଯାହାର ହଜିଛି ସେ ହିଁ ଜାଣିଛି ଯେ ସେ କେତେ କଷ୍ଟରେ ଅଛି। ଯୋଉ ମାଆ ର ଝିଅ ଯାଇଛି ତାର ଦୁଃଖ ସେ ହିଁ ଜାଣିଛି। ବାପା ଏବେ ଥାନାରେ। ଘରେ ବସି ଝିଅକୁ ଝୁରି ଝୁରି ବାହୁନି ବାହୁନି କାନ୍ଦିବାରେ ଲାଗିଛି ମାଆ। ଆଉ ମାଆ ଆଖିର ଲୁହ ଏବେ ଦୁଇ ଜଣକ ପାଇଁ। ଆଉ ଥାନାରେ ବାପା ଏପଟେ ଜୁଇ ରେ ଝିଅ ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା ବେଳେ ଏହା ଏବେ ସମସ୍ତଙ୍କ ହୃଦୟ ଦୋହଲାଇ ଦେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.