Movie prime

ଝିଅର ସୁନ୍ଦରତା ପାଇଁ କାନ୍ଦିଲେ ବାପା-ମାଆ ଘରକୁ ପଠାଇ ଦେଲେ ଆଉ ତାପରେ

 
Hg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ନିକଟରେ ପ୍ରୟାଗରାଜ ଠାରେ ହେଉଥିବା ମହା କୁମ୍ଭମେଳାକୁ ନେଇ ଆସୁଥିବା ଖବର ବିଷୟରେ ଆପଣମାନେ ଜାଣି ପାରୁଥିବେ । ମହା କୁମ୍ଭମେଳାରେ ଜଣେ ଯୁବତୀଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିଲା ।ଏହି ଯୁବତୀ ଜଣକ ବହୁତ ସୁନ୍ଦରୀ ଅଟନ୍ତି । ତାଙ୍କ ନାମ ହେଉଛି ମୋନାଲିସା । ଏହି ମୋନାଲିସା ନାମକ ଯୁବତୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ।
Gg
ଏବେ ତାଙ୍କୁ ନେଇ ଆସିଛି କିଛି ଖବର । ମୋନାଲିସାଙ୍କୁ ତାଙ୍କ ବାପା ମାଆ ଘରକୁ ପଠାଇ ଦେଇଛନ୍ତି । କୁମ୍ଭମେଳାରେ ଲୋକଙ୍କ ଖରାପ ନଜର ତାଙ୍କ ଉପରେ ପଡ଼ିଲା । ସୁନ୍ଦରୀ ମୋନାଲିସାଙ୍କ ପାଇଁ ଆସିଲା ମାଳ ମାଳ ଅଫର । ତାଙ୍କୁ ଅନେକ ଫିଲ୍ମ ପାଇଁ ମଧ୍ୟ ଅଫର ଆସିଲା ଆଉ ଏହି ସବୁ ଦେଖି ମୋନାଲିସା ଚିନ୍ତାରେ ପଡ଼ି ଯାଇଛନ୍ତି । ଏହି ମୋନାଲିସାଙ୍କ ବୟସ କମ । ଯେଉଁ ପରିଚୟ ପାଇବାକୁ ଲୋକମାନେ ପାଗଳ ହୋଇଯାନ୍ତି ଆଉ ରାତିଦିନ ଏକାଠି କରି ପାଠ ପଢନ୍ତି । 
Bb
ଯେଉଁ ପରିଚୟ ପାଇବା ପାଇଁ ମଣିଷ ନିଜ ଜୀବନ ହାରି ଦିଏ ଆଉ କେହି କେହି କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି ଆଉ ତାଙ୍କୁ ପରିଚୟ ମିଳି ନଥାଏ । ଆଜି କିଛି ନକରି ମୋନାଲିସାଙ୍କୁ ରାତାରାତି ଏହି ପରିଚୟ ମିଳିଛି । ମୋନାଲିସାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ସାରା ଦେଶରେ ତାଙ୍କୁ ନେଇ ଚର୍ଚ୍ଚା ହେଉଛି । ଏବେ ଏହି ଯୁବତୀ ଜଣଙ୍କୁ ନେଇ ପୁରା କୁମ୍ଭମେଳା ସହ ସାରା ରାଜ୍ୟରେ ଚର୍ଚ୍ଚା । ମୋନାଲିସାଙ୍କ ଆଖି ବହୁତ ସୁନ୍ଦର ଆଉ ତାଙ୍କର ହସ ବହୁତ ସୁନ୍ଦର ଆଉ ସେ ଶାନ୍ତ ସ୍ୱଭାବର ଅଟନ୍ତି । ଏଥିରେ ତାଙ୍କର କିଛି ଦୋଷ ନାହିଁ । 
ତାଙ୍କ ମନ ବହୁତ ନିର୍ମଳ ଅଟେ । ମୋନାଲିସାଙ୍କ ସୁନ୍ଦରତା ପଛରେ ସମସ୍ତେ ପଡ଼ି ଯାଇଛନ୍ତି । ଆଉ ତାଙ୍କୁ ଅନେକ ଫିଲ୍ମ ପାଇଁ ପ୍ରସ୍ତାବ ବି ଆସିଲାଣି । ମୋନାଲିସାଙ୍କ ପାଇଁ ଏତେ ସବୁ ପ୍ରସ୍ତାବ ଆସୁଥିବା ବେଳେ ମୋନାଲିସାଙ୍କ ବାପା ମା ତାଙ୍କୁ ତାଙ୍କ ଘରକୁ ପଠାଇ ଦେଇଛନ୍ତି । ତାଙ୍କ ଘର ମଧ୍ୟପ୍ରଦେଶ ରାଜ୍ୟର ଏକ ଛୋଟ ଗାଁରେ । ସେ ଏକ ଛୋଟ ଗାଁ ରୁ ଆସିଛନ୍ତି । ସେ କୁମ୍ଭମେଳାକୁ ଆସି ରୁଦ୍ରାକ୍ଷ ମାଳ ବିକ୍ରି କରୁଥିଲେ । ଆଉ ତାଙ୍କୁ ନେଇ ଏତେ ଚର୍ଚ୍ଚା ହୋଇଗଲା ଯେ କିଛି ଖରାପ ଲୋକ ତାଙ୍କ ଉପରେ ଖରାପ ନଜର ପକାଇଲେ ଆଉ ଅଲଗା ଉଦ୍ଦେଶ୍ୟ ନେଇ ତାଙ୍କ ପାଖକୁ ଆସିଲେ । ଏହି ଯୁବତୀ ଜଣଙ୍କୁ ସେଥିପାଇଁ ତାଙ୍କ ବାପା ମା ତାଙ୍କ ଘରକୁ ପଠାଇ ଦେଲେ ବୋଲି ଜଣାପଡିଛି । ମୋନାଲିସାଙ୍କ ଚର୍ଚ୍ଚା ପାଇଁ ସେ ଅସୁରକ୍ଷିତ ଅବସ୍ଥାରେ ଥିବା ମନେ କରି ତାଙ୍କ ବାପା ମାଆ ତାଙ୍କୁ ଘରକୁ ପଠାଇ ଦେଇଛନ୍ତି ।

Around The Web