Movie prime

ଦୁ-ଷ୍କ-ର୍ମ କରି ଝିଆରୀ ଜୀବନ ନେଇଗଲା ଦାଦା ଦେଖନ୍ତୁ ସାମ୍ନାକୁ ଆସିଲା ଲଜ୍ୟା ଜନକ ଖବର

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gg
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ୫ ବର୍ଷର ନାବାଳିକା ଝିଆରୀର ଜୀବନ ନେଇଯାଇଛି ସମ୍ପର୍କୀୟ ଦାଦା। ଆଉ ଦାଦା ଝିଆରୀ ସମ୍ପର୍କରେ କଳଙ୍କ ଲଗେଇ ଦେଇଛି ସେହି ଦାଦା। 
Hh
ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳରେ। ଗତକାଲି ମୟୂରଭଞ୍ଜ ଜିଲ୍ଲାରେ ଶେଷ ମତଦାନ ଥିଲା। ଆଉ ଏତିକି ବେଳେ ପରିବାର ଲୋକେ ଭୋଟ ଦେବାକୁ ଯାଇଥିବାବେଳେ ସମ୍ପର୍କୀୟ ଦାଦା ଝିଅକୁ ବୁଲେଇବା ପାଇଁ ନେଇଥିଲା। କିନ୍ତୁ ଝିଅ ଘରକୁ ନଫେରିବାରୁ ସମସ୍ତେ ଖୋଜା ଖୋଜି କରିଥିଲେ। ତା'ପରେ ଅସଂଜିତ ଅବସ୍ଥାରେ ପାଖ ଜଙ୍ଗଲରେ ଝିଅ ପଢିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ। 
ଗ୍ରାମର କିଛି ମହିଳା ସମ୍ପର୍କୀୟ ଦାଦା ସହିତ ଝିଅଟି ଯାଇଥିବା ଦେଖିବାକୁ ପାଇଥିଲେ। ସେପଟେ ମାମଲା ଯାଇ ଥାନାରେ ପହଞ୍ଚିବା ପରେ କୁଳିଅଣା ପୋଲିସ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି। ଏପଟେ ନାବାଳିକାଙ୍କ ସମ୍ପର୍କୀୟ କାନ୍ଧୁଥୁବା ଦେଖିବାକୁ ମିଳିଛି। ଏଭଳି ସଂଘାତିକ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନାବାଳିକା ଝିଅର ମୃ-ତ-ଦେ-ହକୁ ବାରିପଦା ଡାକ୍ତରଖାନାକୁ ନିଆଯାଇଛି। ଶବବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.