Movie prime

ଯିଏ ଛାଡିକି ଯାଇଥିଲା ଏବେ ସେ କାନ୍ଦି କାନ୍ଦି ଫେରି ଆସିବ ଦେଖନ୍ତୁ କେମିତି ଅପଣାନ୍ତୁ ଏହି ସହଜ ଉପାୟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆପଣମାନେ ପାଇପାରିବେ ଯାହା ଆପଣଙ୍କ କାମରେ ଆସିପାରେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଜାଣିପାରିବେ । ଯଦି ଆପଣଙ୍କ ପ୍ରେମିକ କିମ୍ବା ପ୍ରେମିକା ଆପଣଙ୍କୁ ଛାଡ଼ି ଚାଲିଯାଇଛି ତାହେଲେ ଏହି ଉପାୟ କରନ୍ତୁ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ଜାଣିପାରିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ନିଜ ପ୍ରେମକୁ ନେଇ କିଛି କଥା ।
Special Report
ଯଦି ଆପଣଙ୍କ ପାର୍ଟନର ଆପଣଙ୍କ କଥା ଶୁଣୁ ନାହିଁ । ଆଉ କିଛି ଖବର ହେଉଛି ଯେଉଁଠାରେ ସ୍ଵାମୀ ଆଉ ସ୍ତ୍ରୀ ଝଗଡ଼ା ଲାଗୁଥିବେ । ଆଉ କିଛି ସ୍ଥାନରେ ସ୍ତ୍ରୀ ଜଣକ ସ୍ବାମୀଙ୍କୁ ପସନ୍ଦ କରୁ ନଥିବ । ଆଉ କିଛି ଜାଗାରେ ବିନା କାରଣରେ ବା ଅନ୍ୟ କାହାକୁ ନେଇ ସ୍ବାମୀ ଆଉ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥାଏ ।
ଯଦି ଆପଣଙ୍କ ସହିତ ଏଭଳି ଘଟିଥାଏ । ଆପଣଙ୍କ ସ୍ତ୍ରୀ ଆପଣଙ୍କ କଥା ମାନି ନଥାଏ ବା ଆପଣଙ୍କ ସ୍ବାମୀ ଆପଣଙ୍କ କଥା ରଖି ନଥାଏ । ତାହେଲେ ଆପଣ ଏହା କରିପାରିବେ । ଆପଣ ଏକ ଲେମ୍ବୁ ନିଅନ୍ତୁ ।
ଆପଣଙ୍କ ସ୍ବାମୀ ବା ସ୍ତ୍ରୀ ଯେତେବେଳେ ଶୋଇଥିବେ ସେତେବେଳେ ତାଙ୍କ ପାଦ ପାଖରେ ଏହି ଲେମ୍ବୁକୁ ରଖି "ୟା ମୁମି ତୁ ଅଲ୍" କହିବାକୁ ପଡ଼ିବ । ଏହା ଚାରି ଥର କହିବା ପରେ ଏହାକୁ ଆଉ ଏକ ଘରକୁ ଆଣନ୍ତୁ । ଆଉ ସେହି ଘରେ ଲେମ୍ବୁକୁ ରଖି "ୟା ମୁମି ତୁ ଅଲ୍" କୁହନ୍ତୁ । 
ଏହାପରେ ଏହି ଲେମ୍ବୁକୁ ନେଇ ଘରର ବାହାର ଦୁଆରବନ୍ଧରେ ରଖି ଦିଅନ୍ତୁ । ଏହାପରେ ସେଠାରୁ ପଳାଇ ଆସନ୍ତୁ । ଆଉ ପଛକୁ ଅନାନ୍ତୁ ନାହିଁ । ଏହି କାମ ସେତେବେଳେ କରନ୍ତୁ ଯେତେବେଳେ ଆପଣଙ୍କ ପାର୍ଟନର ନିଦରେ ଶୋଇଥିବେ ।
ଆଉ ଏହି ଉପାୟ କରିବା ମାତ୍ରକେ ଆପଣଙ୍କ ପାର୍ଟନର ଆପଣଙ୍କୁ ବହୁତ ଭଲପାଇବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଖବରକୁ ନେଇ ଏବେ ବହୁତ ଚର୍ଚ୍ଚା ହେଉଛି । ଏବେ ଏହି ଭିଡିଓ ଚର୍ଚ୍ଚାକୁ ଆସିଛି ।