କାନ୍ଦି କାନ୍ଦି ଶାଳୀ କହୁଚି ଭେଣ୍ଡିଆ ଭିଣେଇ ମୋ ସହ କରିଦେଲା..
Oct 7, 2024, 14:25 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ଅନେକ କିଛି ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଏବେ ଏହି ଖବର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଏଭଳି ନିନ୍ଦନୀୟ କାମ କରନ୍ତି । ଗୋଟିଏ ଶାଳୀ ସହିତ ଏଭଳି କିଛି କରିଲା ଭେଣେଇ । ଭଉଣୀ ଘରକୁ ବୁଲି ଯାଇଥିଲା ସାନ ଭଉଣୀ ଆଉ ସେ ସମୟ ବିତାଇବାକୁ ଯାଇଥିଲା ।
ସାନ ଭଉଣୀ ବଡ ଭଉଣୀ ଏବଂ ଭେଣେଇ ସହିତ ସମୟ ବିତାଇବାକୁ ଚାହିଁଥିଲା ସେଥିପାଇଁ ସେ ଭଉଣୀ ଘରକୁ ଯାଇଥିଲା । କିନ୍ତୁ ତାର ଭେଣେଇ ଯାହାକୁ ସେ ଭାଇ ବୋଲି ଭାବୁଥିଲା ସେ ଏଭଳି କରିବ ବୋଲି ସେ ଭାବି ନଥିଲା । ଏପଟେ ଭେଣେଇ ଜଣକ ଶାଳୀକୁ ମନେ ମନେ ଭଲ ପାଉଥିଲା । ଆଉ ତାସହ ଏଭଳି କିଛି କରି ଦେଇଥିଲା । ଦିନେ ଖାଇପିଇ ସବୁ ଶୋଇ ପଡ଼ିଥିଲେ । ଆଉ ଶାଳୀ ଜଣକ ଭେଣେଇ ଖଟରେ ଶୋଇ ପଡ଼ିଥିଲେ । ଆଉ ସେଦିନ ଖଟରେ ଶୋଇବା ତାଙ୍କର କାଳ ହୋଇଯିବ ବୋଲି ସେ ଜାଣି ନଥିଲେ ।
ଏହି ରାତିରେ ଭେଣେଇ ଜଣକ ସବୁକିଛି ଲୁଟି ନେଇଥିଲା । ଏହି ଶାଳୀ ଜଣଙ୍କର ନାମ ହେଉଛି ଆଇସା । ଆଇଶା ବଡ ଭଉଣୀ ତରଫା ଅଞ୍ଚଳକୁ ଯାଇଥିଲେ । ଆଉ ସେ ଘରେ ଶୋଇବା ବେଳେ ତାଙ୍କ ବ୍ୟାଗରୁ ଟଙ୍କା ଚୋରି ହୋଇଥିଲା । ଆଉ ଏହି ବିଷୟରେ ସେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ସେ ତରଫା ଥାନାକୁ ଟଙ୍କା ଚୋରି କରିବା ଅଭିଯୋଗ କରି ଯାଇଥିବା ବେଳେ ପୋଲିସ ତାଙ୍କ ଅଭିଯୋଗ ଗ୍ରହଣ କରିନଥିଲା । ଆଉ ପରେ ଆଇସା ସୋନପୁର ଜିଲ୍ଲା ଥାନାକୁ ଯାଇଥିଲେ ।
କିନ୍ତୁ ସେଠାରେ ମଧ୍ୟ ତାଙ୍କର ଅଭିଯୋଗ ରଖା ଯାଇ ନଥିଲା ଆଉ ଏହାପରେ ସେ ପୋଲିସ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ କହିଛନ୍ତି । ଗତ ୨୯ ତାରିଖରେ ସେ ବଡ ଭଉଣୀ ଘରକୁ ଯାଇଥିଲେ । ଆଉ ରାତି ହୋଇଯିବାରୁ ବଡ ଭଉଣୀ ରହିବାକୁ କହିଥିଲେ । ଆଉ ଏହାପରେ ସେହି ରାତିରେ ଆଇସାଙ୍କ ବ୍ୟାଗରୁ ୧୭ ହଜାର ଟଙ୍କା ଚୋରି କରି ତାଙ୍କ ଭେଣେଇ ନେଇ ଯାଇଥିଲେ । ଆଉ ଏହି କଥା ସେ ଘରକୁ ଆସିବା ପରେ ଜାଣି ପାରିଥିଲେ । ଏହାପରେ ସେ ଏହି ଘଟଣାକୁ ନେଇ ଦୁଇ ଦୁଇଟି ଥାନାରେ ଅଭିଯୋଗ କରିବା ପରେ ତାଙ୍କର ଅଭିଯୋଗ ଗ୍ରହଣ କରି ନଥିଲେ । ଆଉ ଏବେ ଏହି ଘଟଣାକୁ ନେଇ ସେ ଆରକ୍ଷୀ ଅଧିକାରୀଙ୍କ ପାଖକୁ ଯିବା ପରେ ଏହାର ସମାଧାନ ହେବ ବୋଲି ସେ ଭାବୁଛନ୍ତି ।