Movie prime

ଜୋର୍...ରେ ଚିତ୍କାର କରୁଥିଲା ଦଶମ ଛାତ୍ରୀ ମୋତେ ଛାଡ଼ିଦିଅ ହେଲେ କେହି ଛାଡ଼ିଲେନି

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସବୁଦିନ ପରି ଆଦିତ୍ୟ ସେଦିନ ମଧ୍ୟ ସ୍କୁଲ ଯିବା ପାଇଁ ବାହାରି ପଡିଥିଲା। ଆଉ ମାଆ କୁ ଟିଫିନ୍ ଦେବାକୁ କହିଥିଲା। ହେଲେ ହଠାତ୍ ସ୍କୁଲ ଯିବନି ବୋଲି କହି ମାଆ ପାଖରେ ଅଝଟ କରିଥିଲା। ହେଲେ ମାଆ ଜଣକ ଆଦିତ୍ୟ କୁ ଗାଳି ଦେବା ସହ ଜବରଦସ୍ତି ସ୍କୁଲ୍ ପଠାଇ ଥିଲେ। ହେଲେ ଜାଣି ନଥିଲେ କି ପୁଅକୁ ସ୍କୁଲ ପଠାଇବା ତାଙ୍କ ପାଇଁ କାଳ ହେବ ବୋଲି। ଯେତେବେଳେ ଆଦିତ୍ୟ ସ୍କୁଲ୍ ଗାଡ଼ିକୁ ଅପେକ୍ଷା କରିଥିଲା,
Ffff
ସେତେବେଳ ଆଦିତ୍ୟ ସାମ୍ନା ରେ ଏକ ଧଳା ରଙ୍ଗର କାର ଆସି ଲାଗିଥିଲା। ଏହାପରେ ଆଦିତ୍ୟ କୁ କାର ଭିତରୁ ଜଣେ ମହିଳା ପାଣି ପିଇବା କୁ ମାଗିଥିଲା ଆଉ ଆଦିତ୍ୟ ମଧ୍ୟ ନିଜ ବୋତଲ ରୁ ପାଣି ବାହାର କରି ମହିଳାଙ୍କୁ ଦେଇଥିଲା। ଏହାପରେ ଆଦିତ୍ୟ କୁ ମହିଳା ଜଣକ କାର ଭିତରକୁ ଘୋଷାଡି ନେଇଥିଲେ। କାର ଭିତରେ ଆଦିତ୍ୟ ବଞ୍ଚାଅ ବଞ୍ଚାଅ କହିଥିବା ବେଳେ ତାଙ୍କର ଚିତ୍କାର କାହାରିକୁ ଶୁଣାଯାଇ ନଥିଲା।
Vc
ଏହାପରେ ଦୁଇ ସାଥୀ ଯେତେବେଳେ ବାହାରକୁ ଯାଇଥିଲେ ମହିଳା ଜଣକ ଏକା କାର ଭିତରେ ଥିଲା ସେତେବେଳେ ମହିଳାଙ୍କୁ ମାଡ଼ ମାରି ଆଦିତ୍ୟ ଖସି ଯାଇଥିଲା। ଏହାପରେ ଜଣେ ବ୍ୟକ୍ତିକୁ କୁଣ୍ଢାଇ ତାଙ୍କୁ ତାଙ୍କର ବାପା ଙ୍କୁ ଫୋନ କରିବାକୁ କହିଥିଲେ। ଏହାପରେ ବାପା ଦୌଡ଼ି ଆସିଥିଲେ ଆଉ ପୋଲ ତଳେ ପୁଅକୁ ସେ ଉଲଗ୍ନ ଅବସ୍ଥାରେ ପାଇଥିଲେ। ଏଭଳି କିଛି କାନ୍ଦି କାନ୍ଦି କହିଛନ୍ତି ଆଦିତ୍ୟ ଙ୍କ ମାଆ ଓ ବଡ଼ ବାପା।
ଏହି ଘଟଣା ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଏଭଳି ଘଟଣା କୁଜଙ୍ଗ ଥାନା ଅଧୀନରେ ଘଟି ଯାଇଛି। ସେହି ଗ୍ରାମର ଆଦିତ୍ୟ ନାଥ ପାରାଦୀପ ଡିଏଭି ସ୍କୁଲ୍ ରେ ପାଠ ପଢ଼ୁଥିବା ବେଳେ ତାଙ୍କୁ ଫିଲ୍ମ ଷ୍ଟାଇଲ ରେ ଅପହରଣ କରିଥିବା ନେଇ ସେ ତାଙ୍କର ବାପା ମାଆ ଙ୍କୁ କହିଥିଲେ। ଏନେଇ ସେମାନେ ଥାନା ର ଦ୍ବାରସ୍ଥ ହୋଇଥିବା ବେଳେ ଦେଖିବା ବାକି ରହିଲା କେବେ ପୋଲିସ ଅପହରଣକାରୀ ଙ୍କୁ ଗିରଫ କରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.