Movie prime

ଯୌତୁକ ଦେଲାନି ବୋଲି ଦୁ-ଷ୍କ-ର୍ମ କରି କରି ସ୍ତ୍ରୀକୁ ମା-ରିଦେଲା ସ୍ବାମୀ

 
Gv
ଆଜିକାଲି ଦୁନିଆରେ ଅନେକ ଘଟଣା ଯୌତୁକ ନିର୍ଯ୍ୟାତନା ପାଇଁ ଘଟୁଛି । ଯୌତୁକ ନିର୍ଯ୍ୟାତନା ଦେଇ ଅନେକ ବାପାମାଙ୍କର କୋଳ ଖାଲି କରି ଦେଉଛନ୍ତି କିଛି ପରିବାର । ଏବେ ପୁଣି ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଯୌତୁକ ନିର୍ଯ୍ୟାତନା ଦେଇ ପୁଣି ଜଣେ ଝିଅକୁ ମାରି ଦେଇଛି ତାର ସ୍ଵାମୀ । ଘରର ସାନ ଝିଅକୁ ବାପାମାଆ ଅନଲାଇନ୍ ଦ୍ଵାରା ପୁଅ ଦେଖି ବିବାହ କରାଇଥିଲେ । ଆଉ ପୁଅ ବଡ ଚାକିରୀ କରୁଥିଲା । ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା । 
Gg
ଆଉ ସେଥିପାଇଁ ବାପା ମା କିଛି ନଭାବି ସେହି ପୁଅ ସହ ଝିଅର ବିବାହ କରି ଦେଇଥିଲେ । ଏହି ଘରର ସାନ ଝିଅ ହର୍ଶିତା ବହୁତ ଗେଲ ବସରରେ ବଢିଥିଲା । ଆଉ ଦେଖିବାକୁ ବହୁତ ସୁନ୍ଦରୀ ଥିଲା । ତାର ବିବାହ ପଙ୍କଜ ନାମକ ପୁଅ ସହିତ କରି ଦେଇଥିଲେ ବାପା ଜଣକ । ପୁଅ ଲଣ୍ଡନରେ ଚାକିରି କରୁଥିଲା ବୋଲି କହିଥିଲା । କିନ୍ତୁ ପୁଅର ଗାଡ଼ିର ଡିକି ଭିତରୁ ହର୍ଶିତାର କଟା ମୁଣ୍ଡ ମିଳିଥିଲା । ଏହି ପୁଅ ଲଣ୍ଡନରେ ଚାକିରୀ କରୁଥିଲା କିନ୍ତୁ ଏହା ମିଥ୍ୟା ଥିଲା ।
Hh
ଆଉ ଏହି ପୁଅ ଜଣକ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲା । ଝିଅ ସୁନ୍ଦର ଥିବାରୁ ଝିଅ ପାଇଁ ଭଲ ଘର ଆଉ ଭଲ ପିଲା ଖୋଜୁଥିଲା ବାପା । ଆଉ ମ୍ୟାଟ୍ରୋମୋନି ସାଇଡ଼ରେ ଏହି ବିବାହ ହୋଇଥିଲା । ପ୍ରଥମେ ହର୍ଶିତା ଆଉ ପଙ୍କଜ ଅନଲାଇନରେ ନମ୍ବର ଦିଆନିଆ ହୋଇଥିଲେ । ଆଉ ତାଙ୍କ ଭିତରେ କଥା ହେବା ଆରମ୍ଭ ହୋଇଥିଲା । ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୨୪ ମସିହା ମାର୍ଚ୍ଚ ୨୨ ତାରିଖରେ ହର୍ଶିତା ଆଉ ପଙ୍କଜର ବିବାହ ହୋଇଥିଲା । ଆଉ ବିବାହ ପରେ ସେମାନେ ଲଣ୍ଡନ ଚାଲି ଯାଇଥିଲେ ।
ଆଉ ସେଠାରେ କିଛି ଦିନ ସେମାନେ ଭଲରେ ରହିଥିଲେ ଆଉ ତାପରେ ପଙ୍କଜ ଯୌତୁକ ପାଇଁ ଦାବି କରିଥିଲା । ଯୌତୁକ ନିର୍ଯ୍ୟାତନା ଦେଉଥିଲା । ଯୌତୁକ ନିର୍ଯ୍ୟାତନା ଦେଇ ଏହି ଯୁବକ ଜଣକ ଅନେକ କିଛି ମାଡ ମାରିବା ସହ ଅନେକ କିଛି କରିଥିଲେ । ହର୍ଶିତା ସହ ଶେଷରେ ଏହି ପଙ୍କଜ ଏଭଳି କାମ କରିଥିଲା । ତାକୁ ମାରି ଦେଇ ତାର କଟା ମୁଣ୍ଡ ଗାଡ଼ି ଡିକିରେ ରଖି ଦେଇଥିଲା । ଏବେ ଏହି ଘଟଣାକୁ ନେଇ ପୋଲିସ ଯାଞ୍ଚ କରୁଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଅନଲାଇନ୍ ବିବାହ ଏଭଳି ହୋଇପାରେ ବୋଲି ଏବେ ଚର୍ଚ୍ଚା ହେଉଛି ।

Around The Web