Movie prime

ଯୁବକ କହୁଛନ୍ତି ଏମିତି ମୋ ବାପାଙ୍କୁ ମା-ରିଦେଲେ ଏବେ ମୋ ଭାଇକୁ ସୁରକ୍ଷା କିଏ ଦେବ...?

 
Vv
ବର୍ତ୍ତମାନ୍ ସମୟରେ ପୂର୍ବତନ ବିଧାୟିକା ଦିପାଳୀ ଦାସ ଏକ ପ୍ରେସ କନଫରେନ୍ସ କରି କହିଥିଲେ କି ତାଙ୍କର ଭାଇଙ୍କ ସୁରକ୍ଷା ଦାୟିତ୍ବ ଏବେ କିଏ ନେବ। କାହାର ୱାରେଣ୍ଟ ରେ ଆଉ କାହାର ପ୍ରେସର୍ ରେ ଏଭଳି ହୋଇଛି। ଆଉ ଗଣତନ୍ତ୍ରର ହ-ତ୍ୟା ଆଉ କେତେଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସେ ଏନେଇ ପ୍ରଶ୍ନ କରିଥିଲେ। ଆଉ ସେ କହିଥିଲେ ରାତ୍ରୀ ସମୟରେ ସେଠାକାର ସ୍ଥାନୀୟ ପୋଲିସ୍ ସେମାନେ ଛତିଶଗଡ଼ ବର୍ଡର୍ କୁ ଯାଇକି ,
Bb
ସେମାନେ ସେଠାରେ ବିନା କିଛି ୱାରେଣ୍ଟ ରେ ତାଙ୍କୁ ଡିଟେନ୍ କରା ଯାଇଥିଲା। ସେମାନେ ମଧ୍ୟ ପୋଲିସ ଙ୍କୁ କହିଥିଲେ କି ତାଙ୍କର ଭୋଟିଂ ଅଛି ବୋଲି ସେଥିପାଇଁ ତାଙ୍କର ଯିବା ନିହାତି ଜରୁରୀ ଆଉ ଯଦି ସେମାନେ ଚାହିଁବେ ତେବେ ତାଙ୍କୁ ଲିଖିତ ଆକାରରେ ମଧ୍ୟ ଦେଇ ପାରିବେ ବୋଲି କହିଥିଲେ। ଯେତେବେଳେ ସେମାନେ ଲିଖିତ କାଗଜ ଦେଇ ଦେଇଥିଲେ ସେତେବେଳେ ପୋଲିସ ସେହି କାଗଜ ନେଇ ଖାଇକି ଆସୁଛନ୍ତି ବୋଲି କହିଥିଲେ।
Gg
ଏହାପରେ ଆଉ ଆସି ନଥିଲେ ବିନା କିଛି ୱାରେଣ୍ଟ ରେ ସେ ସେହି କେସ ରୁ ଛତିଶଗଡ଼ ପୋଲିସ ଙ୍କୁ ହ୍ୟାଣ୍ଡ ଓଭର କରି ଦେଇଥିଲେ। ଏହାପରେ ଦିପାଳୀ ଦାସ ଙ୍କ ଭାଇ ବିଶାଲ ଦାସ ଘଟଣା ସ୍ଥଳରେ ସହକର୍ମୀ ଓ ସହଯୋଗୀ ମାନଙ୍କ ସହ ଯାଇ ପହଞ୍ଚି ଥିଲା। ଏହାପରେ ସେଠାରେ ଛତିଶଗଡ଼ ର ପୋଲିସ ଓଡ଼ିଶା ପୋଲିସ ସହ ମିଶି ସେଠାରେ ତାଙ୍କୁ ଡିଟେନ୍ କରି ଦେଇଥିଲେ। ଅନେକ ସମୟ ପର୍ଯ୍ୟନ୍ତ ତାଙ୍କୁ ସେଠାରେ ରଖା ଯାଇଛି ବୋଲି କହିଥିଲେ।
ଯାହାକୁ ନେଇ ଦିପାଳୀ ଦାସ ଏକ ପ୍ରେସମିଟ୍ କରି ଏସବୁ କଥା ଗୋଟି ଗୋଟି କରି କହିଥିଲେ। ଆଉ କହିଥିଲେ କି ଥରେ ପୋଲିସ ତାଙ୍କଠାରୁ ତାଙ୍କ ପରିବାର ମୁଖିଆ କୁ ନେଇ ସାରିଛନ୍ତି। ଆଉ ଏବେ ତାଙ୍କର ଭାଇଙ୍କୁ ଅଟକ ରଖିଛନ୍ତି ସେଥିପାଇଁ ସେ ପ୍ରଶ୍ନ କରିଥିଲେ କି ତାଙ୍କର ଭାଇଙ୍କ ସୁରକ୍ଷା ର ଦାୟିତ୍ଵ କିଏ ନେବ ବୋଲି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।ଦିପାଳୀ ଦାସ ମଧ୍ୟ ତାଙ୍କ ପ୍ରଶ୍ନର ଉତ୍ତର ମାଗିଛନ୍ତି।

Around The Web