Movie prime

ଯୁବତୀ କହିଲେ ଏମିତି ମୁଁ ସୁନ୍ଦରୀ ସ୍ତ୍ରୀକୁ ଛାଡ଼ି ଏହି ଟୋକାକୁ ପ୍ରେମ କରୁଥିଲି ଆଉ ତାପରେ

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଘରେ ସୁନ୍ଦରୀ ସ୍ତ୍ରୀ ଥାଉ ଥାଉ ଗୋଟିଏ ପୁଅକୁ ପ୍ରେମ କରୁଥିଲା ସୌମ୍ୟମୟୀଙ୍କ ସ୍ଵାମୀ । ସ୍ତ୍ରୀ ଜଣକ ଗର୍ଭବତୀ ଥିଲେ କିନ୍ତୁ ସ୍ଵାମୀ ଜଣକ ପର ପୁରୁଷ ପ୍ରେମରେ ପଡ଼ିଥିଲେ । ଘରେ ଥିଲା ସ୍ତ୍ରୀ କିନ୍ତୁ ସ୍ଵାମୀ ଦେବେନ୍ କରୁଥିଲା ଏଭଳି ନିର୍ଲଜ୍ଜ କାମ ।
Vv
ଗୋଟିଏ ପୁଅକୁ ସେ ଭଲ ପାଉଥିଲା । ଆଉ ସେ ପୁଅକୁ ଭଲପାଇବା ପାଇଁ ନିଜ ସ୍ତ୍ରୀକୁ ମାରି ଦେଇଥିଲା । ନିଜ ସ୍ତ୍ରୀର ଛାତିକୁ ଗୁଳି କରି ତାଙ୍କୁ ସବୁଦିନ ପାଇଁ ମାରି ଦେଇଛି ଏହି ନୃଶଂସ ସ୍ଵାମୀ । ଜଣେ ପୁଅ ହୋଇ ପୁଅକୁ ଭଲ ପାଉଥିଲା ଆଉ ତାର ଭଲପାଇବା ପାଇଁ ଏଭଳି କରିଥିଲା ଦେବେନ । ଆପଣମାନେ ଶୁଣିଥିବେ ପୁଅ ଝିଅକୁ ପ୍ରେମ କରୁଛନ୍ତି ଆଉ ଝିଅକୁ ପୁଅ ପ୍ରେମ କରୁଛନ୍ତି । କିନ୍ତୁ ଏବେ ଏହି ଯେଉଁ ଖବର ଆସିଛି ସୌମ୍ୟମୟୀଙ୍କ ସ୍ଵାମୀ ପୁଅ ହୋଇ ଗୋଟିଏ ପୁଅକୁ ପ୍ରେମ କରୁଥିଲେ । 
Bb
ଏହି ଖବର ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ ଅଟେ । ଗତ କିଛିଦିନ ତଳେ ଯେଉଁ ଖବର ଆସିଥିଲା କି ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ କେହି ଗୁଳି କରି ମାରିଦେଇଛି । ଏହି ଘଟଣା ଆଉ କେହି ନୁହେଁ ବରଂ ତାଙ୍କ ସ୍ବାମୀ ଘଟାଇଥିଲେ । ସେହି ସ୍ତ୍ରୀ ସହ ଏଭଳି କରିଥିଲା ନୃଶଂସ ସ୍ଵାମୀ ଦେବେନ । ସୌମ୍ୟମୟୀଙ୍କ ସ୍ଵାମୀ ଗୋଟିଏ ପୁଅ ପାଇଁ ଏଭଳି କରିଛନ୍ତି ବୋଲି ଏବେ ଖବର ଆସିଛି । ଏବେ ଏହି ପୁଅକୁ ଗିରଫ କରିଛି ପୋଲିସ । ସ୍ତ୍ରୀ ପେଟରେ ଛୁଆ ବଢୁଥିଲା କିନ୍ତୁ ଏହି ସ୍ଵାମୀ ଜଣକ ଏଭଳି କାମ କରିଥିଲେ ।
ରାତି ପାହିଲେ ମାଣବସା ଗୁରୁବାର ହୋଇଥାନ୍ତା । ଆଉ ସ୍ଵାମୀ ଜଣକ ବୁଧବାର ଦିନ ରାତିରେ ନିଜ ସ୍ତ୍ରୀକୁ ଗୁଳି କରି ଦେଇଥିଲା ଆଉ ସବୁଦିନ ପାଇଁ ନିଜ ସ୍ତ୍ରୀ ଆଉ ଜନ୍ମ ହୋଇନଥିବା ଶିଶୁକୁ ମାରି ଦେଇଥିଲା । ଏହାପରେ ଦେବେନ ଗୁଳି କରି ଭାଟ ହାଣ୍ଡି ଭିତରେ ବନ୍ଧୁକ ରଖିଥିଲା । ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ସତ୍ୟ ମାନିଥିଲା ସ୍ଵାମୀ ଜଣକ । ଆଉ ସ୍ଵାମୀ ଜଣକ କାହିଁକି ଏଭଳି କରିଲା ତାର କାରଣ ଖୋଜିଥିଲା ପୋଲିସ । ଆଉ ଏବେ ଜଣାପଡିଛି କି ଦେବେନ ଗୋଟିଏ ପୁଅକୁ ଭଲ ପାଉଥିଲା ଆଉ ସେଥିପାଇଁ ସେ ଏଭଳି କାମ କରିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

Around The Web