କାହାର ସେ ଉଲଗ୍ନ ଫଟୋ..ସତ କହିଦେଲେ ଭାଇରାଲ୍ ଗାର୍ଲ୍ ଇଶ୍ବରୀ ପଣ୍ଡା
Dec 28, 2024, 11:11 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ଭାଇରାଲ ଗାର୍ଲଙ୍କ ବିଷୟରେ ଜାଣିପାରିବେ । ଏବେ ଏହି ଖବର ହେଉଛି ଆପଣମାନେ ସମସ୍ତେ ତ ଅନେକ ଭିଡିଓ କରି ଚର୍ଚ୍ଚାରେ। ଥିବା ଯୁବତୀ ଇଶ୍ୱରୀ ପଣ୍ଡାଙ୍କୁ ଜାଣିଥିବେ । ଏବେ ତାଙ୍କୁ ନେଇ ଆସିଛି କିଛି ଖବର । ଏବେ ନିକଟରେ ତାଙ୍କର ଉଲଗ୍ନ ଫଟୋ ଭାଇରାଲ ହେଉଥିଲା ବୋଲି ସୂଚନା ମିଳିଥିଲା । ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଇଶ୍ଵରୀ ପଣ୍ଡା ।
ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ୟୁଟ୍ୟୁବରେ ଈଶ୍ୱରୀ ନାଚ କରି କରି ଭିଡିଓ ପୋଷ୍ଟ କରୁଥିଲେ । କିନ୍ତୁ ମଝିରେ ଏହି ଇଶ୍ଵରୀ ପଣ୍ଡାଙ୍କ ଏକ ଖରାପ ଭିଡିଓ ଭାଇରାଲ ହେଉଛି ବୋଲି ଚର୍ଚ୍ଚା ହେଉଥିଲା । ଲୋକମାନେ ସମସ୍ତେ କହୁଥିଲେ କି ସେ ଇଶ୍ଵରୀ ପଣ୍ଡାଙ୍କ ଭିଡିଓ ଦେଖିଛନ୍ତି । ଆଉ ତାଙ୍କର ଭିଡିଓ ଭାଇରାଲ ହେଉଛି । ଏବେ ଏନେଇ ଈଶ୍ଵରୀ ପଣ୍ଡା କହିଛନ୍ତି କି ଯେଉଁ ଭିଡିଓ ଭାଇରାଲ ହେଉଛି ସେ ଭିଡିଓରେ ଯେଉଁ ଝିଅ ଆସୁଛି ସେ ହେଉଛନ୍ତି ଆଉ ଜଣେ ଝିଅ । ସେ ଭିଡିଓରେ ଇଶ୍ଵରୀ ପଣ୍ଡା ନଥିଲେ ବୋଲି କହିଛନ୍ତି ।
ଯେଉଁ ମାନଙ୍କର ସନ୍ଦେହ ହେଉଛି କି ସେହି ଉଲଗ୍ନ ଭିଡିଓ ବା ଭାଇରାଲ ଭିଡିଓ ଇଶ୍ଵରୀ ପଣ୍ଡାଙ୍କର ସେ ତାଙ୍କ ଆଇଡିକୁ ଯାଇ ଚେକ୍ କରି ନିଅନ୍ତୁ । ଆପଣମାନେ ସମସ୍ତେ ତ ଇଶ୍ଵରୀଙ୍କ ଅନେକ ଭିଡିଓ ଦେଖିଥିବେ । ସେ ସବୁବେଳେ ନାଚ କରି ଭିଡିଓ କରନ୍ତି ଆଉ ଲୋକମାନେ ତାଙ୍କୁ ଅନେକ ଭଲପାଇ ଥାଆନ୍ତି । ଏବେ ତାଙ୍କ ଭିଡିଓରେ କେହି ଜଣେ ଏଭଳି କରିଛି । ଇଶ୍ଵରୀଙ୍କ ମୁହଁ ନେଇ ଏଭଳି କେହି ଭିଡିଓ କରିଛି । ଆଉ ତାଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଓଡ଼ିଆ ଝିଅଙ୍କୁ ଏବେ ବଦନାମ କରାଯାଉଛି ।
ଏହି ଯୁବତୀ ଜଣକ ଇଶ୍ୱରୀ ପଣ୍ଡା ନୁହଁନ୍ତି ତାଙ୍କ ଭଳି ଦେଖା ଯାଉଥିବା କେହି ଜଣେ ଯୁବତୀ । ଆଉ ତାଙ୍କର ଉଲଗ୍ନ ଫଟୋ ନେଇ ଏଭଳି କେହି କରିଛନ୍ତି ଆଉ ଏହି ଆଧାରରେ ଏବେ ସେ ସବୁ କଥା କହିଛନ୍ତି । ଏହି ଘଟଣାର ବା ଭିଡିଓର ସତ୍ୟ ଏବେ ସାମ୍ନାକୁ।ଆସିଛି । ଏହାକୁ ନେଇ ଲୋକମାନେ ଅନେକ କଥା ବାହାର କରୁଥିବା ବେଳେ ଏବେ ଏନେଇ କିଛି ମୁହଁ ଖୋଲି କହିଛନ୍ତି ଇଶ୍ଵରୀ । ଏବେ ଏହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଓଡ଼ିଆ ଝିଅଙ୍କ ନାଁ ବଦନାମ କରିବାକୁ କେହି ଜଣେ ଉଦ୍ୟମ କରୁଥିଲା ବୋଲି ସୂଚନା ମିଳିଛି ।