Movie prime

କାହିଁକି ଜଗନ୍ନାଥଙ୍କୁ କଲବଲ କରି ମାରିଲା ହାପି ଖୋଲିଲା ବଡ଼ ରହସ୍ୟ

 
Ee
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ଗ୍ରାମରେ ସଂଘବଦ୍ଧ ଆ-କ୍ର-ମ-ଣର ଶିକାର ହେଇ ଜଗନ୍ନାଥଙ୍କ ମୃ-ତ୍ୟୁ ଘଟଣାରେ ଜେଲ ହାଜତରେ ଥିବା ହାପି ଦାସକୁ ପୋଲିସ ରିମାଣ୍ଡରେ ଆଣି ତଦନ୍ତ କରୁଥିବା ଜଣାପଡିଛି। 
Fd
ଗତ ଜୁନ ୮ ତାରିଖରେ ସୁକିନ୍ଦା ଥାନା ଅନ୍ତର୍ଗତ ଗୋଡିସାହି ଗ୍ରାମ ହରିହର ମହାନ୍ତିଙ୍କ ୩୮ ବର୍ଷୀୟ ପୁଅ ଜଗନ୍ନାଥ ଏବଂ ତାଙ୍କର ଦୁଇଜଣ ସହଯୋଗୀ ସୁକିନ୍ଦା ହାଟରୁ ଘରକୁ ଫେରୁଥିବା ସମୟରେ ସଂସାଇଲୋ ଛକରେ ସ୍ଥାନୀୟ ଯୁବକଙ୍କ ସହ ଯୁକ୍ତିତର୍କ ହେଇଥିଲା। ଏହି ଘଟଣାକୁ ନେଇ ସଂପୃକ୍ତ ଯୁବକ ଜଗନ୍ନାଥଙ୍କୁ ସଂଘବଦ୍ଧ ଆ-କ୍ର-ମ-ଣ କରିଥିଲେ। ଏହି ଆ-କ୍ର-ମ-ଣରେ ଜଗନ୍ନାଥ ଗୁରୁତର ଆହତ ହେଇ ଚିକିତ୍ସିତ ହେଉଥିଲେ। 
Dd
ଏହି ଘଟଣାକୁ ନେଇ ଜଗନ୍ନାଥଙ୍କ ପରିବାର ଲୋକେ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ହେଇଥିଲା। ଗିରଫ ଦାବିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ସଂସାଇଲୋ ଗ୍ରାମର ମୁଖ୍ୟ ରାସ୍ତାରେ ଜଗନ୍ନାଥଙ୍କ ଶବକୁ ରଖି ବିକ୍ଷୋପ ପ୍ରଦର୍ଶନ କରିଥିଲେ। ପରେ ଜଗନ୍ନାଥଙ୍କ ମୃ-ତ୍ୟୁର ୬ ଦିନ ପରେ କଳିଙ୍ଗ ନଗର ଅତିରିକ୍ତ ଆରୋଗ୍ୟ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଧାରଣ ମଧ୍ୟ ଦେଇଥିଲେ। 
ଏଭଳି ସମ୍ବେଦନଶୀଳ ଘଟଣାର ଦୀର୍ଘଦିନ ପରେ ମଧ୍ୟ ପୋଲିସ କାହାକୁ ଗିରଫ କରିପାରିନଥିବା ବେଳେ ଗତ କିଛିଦିନ ପୂର୍ବରୁ ଏହି ଘଟଣାରେ ସଂପୃକ୍ତ ସଂସାଇଲୋ ଗ୍ରାମର ଗୋପୀନାଥ ଦାସଙ୍କ ପୁଅ ହାପି ଦାସ ମାନ୍ୟବର କୋର୍ଟରେ ନିଜର ଭୁଲ ଆତ୍ମସମର୍ପଣ କରିଥିଲା। ଘଟଣାର ତଦନ୍ତ ପାଇଁ ସୁକିନ୍ଦା ପୋଲିସ ଅଭିଯୁକ୍ତ ହାପି ଦାସକୁ ଆଜି ରିମାଣ୍ଡରେ ଆଣିଥିବା ଜଣାପଡିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.