Movie prime

କାନ୍ଦିକାନ୍ଦି ମହିଳା କହିଲେ ଏମିତି ପୁରୀ ପଣ୍ତା ମୋ ଠୁ ସବୁ ନେଇଗଲେ ଶେଷରେ ଏମିତି କଲେ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆମ ଓଡ଼ିଶାରେ ଅନେକ ତୀର୍ଥ ସ୍ଥାନ ରହିଛି । ଆଉ ଓଡ଼ିଶାକୁ ବୁଲି ଆସିବାକୁ ଅନେକ ପ୍ରବାସୀ ଭାରତୀୟ ପସନ୍ଦ କରିଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ପ୍ରବାସୀ ଭାରତୀୟ ଓଡ଼ିଶାର ଅନେକ ସ୍ଥାନ ବୁଲିବାକୁ ଆସିଥିଲେ । ଆଉ ଏହି ଭିଡିଓ ମାଧ୍ୟମରେ ସେ ନିଜର ବାଇଟ ଦେଇ କିଛି କଥା କହିଛନ୍ତି । ଓଡ଼ିଶାର ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଏହି ତୀର୍ଥ ସ୍ଥାନ ଭିତରୁ ଅନ୍ୟତମ ଅଟେ । 
Vh
ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଅନେକ ପ୍ରବାସୀ ଭାରତୀୟ ଆସିଥାନ୍ତି । ଏହି ମହିଳା ଜଣକ କହିଛନ୍ତି ସେ ଅନେକ ସ୍ଥାନ ବୁଲିଛନ୍ତି । ଏହି ମହିଳା ଜଣକ ଲିଙ୍ଗରାଜ ମନ୍ଦିର ଯାଇଥିଲେ । ଆଉ ସେଠାରେ ପଣ୍ଡିତ ଏହି ମନ୍ଦିର ବିଷୟରେ ବୁଝାଇଥିଲେ । ଏହି ପଣ୍ଡିତ ଜଣକ କେଉଁ କେଉଁ ଭଗବାନ ଅଛନ୍ତି ଆଉ ମନ୍ଦିରର ରହସ୍ୟ ଏବଂ ବୁଲି ବୁଲି ସବୁକିଛି ଜଣାଇଥିଲେ । ଏଥିପାଇଁ ସେ ବହୁତ ଖୁସି ଥିଲେ । ଆଉ ସେମାନେ ତାଙ୍କ ଛୁଆଙ୍କୁ ଏହି ବିଷୟରେ କହିବେ ବୋଲି କହିଛନ୍ତି । ଏବେ ସେ ପୁରୀର ଜଗନ୍ନାଥ ମହାପ୍ରଭୁଙ୍କ ବିଷୟରେ କହିଛନ୍ତି ।
Vb
ତାଙ୍କ ବାପା ମାଆ ତାଙ୍କୁ ପୁରୀ ଶ୍ରୀମନ୍ଦିର ବିଷୟରେ କହିଥିଲେ । ଆଉ ପ୍ରଥମେ ୧୦୦ ଜଣ ଏହି ମନ୍ଦିରକୁ ଯାଇଥିଲେ ଆଉ ତା ପରଦିନ ଆଉ ୧୦୦ ଲୋକ ଯାଇଥିଲେ । ସକାଳ ୪ଟା ସମୟରେ ସେମାନେ ଏହି ଭିତରକୁ ଯାଇଥିଲେ । ଆଉ ମନ୍ଦିର ଭିତରେ ପଶି ସେମାନେ ବହୁତ ଖୁସି ଥିଲେ । ଭଗବାନଙ୍କ ବିଷୟରେ ଅନେକ କଥା ସେଠାରେ ଥିବା ଅନ୍ୟ ମହିଳାମାନେ କହିଥିଲେ । ଆଉ ଏହି ସବୁ ବିଷୟରେ ଏବଂ ମନ୍ଦିର ବିଷୟରେ ସେ କହିଥିଲେ । ଏହି ପ୍ରବାସୀମାନେ ଆଳତି ନେଲେ ଟଙ୍କା ନେଇଥିଲେ । 
ଭୋଗ ଖାଇଲେ ଟଙ୍କା ମାଗୁଥିଲେ । ଏଭଳି ସବୁ କାମ ପାଇଁ ପୁରୀ ପଣ୍ଡା ଟଙ୍କା ନେଇଥିଲେ । ଆଉ ଏହି ଘଟଣା ପାଇଁ ସେମାନେ ଦୁଃଖିତ ଥିଲେ ବୋଲି କହିଛନ୍ତି । ପୂଜା କରିବା ସମୟରେ ପଣ୍ଡା ଏଭଳି ହେବା କଥା ନୁହେଁ ବୋଲି ଏହି ପ୍ରବାସୀ ମହିଳା କହିଛନ୍ତି । ଏହାସହ ଓଡ଼ିଶାର ସବୁ ଜିନିଷ ତାଙ୍କୁ ଭଲ ଲାଗେ । ଓଡ଼ିଶାର ଖାଇବା ମଧ୍ଯ ତାଙ୍କୁ ମଧ୍ୟ ବହୁତ ଭଲ ଲାଗିଥିଲା । ସେ ପ୍ରଥମ ଥର ଓଡ଼ିଶା ଆସିଥିଲେ ଆଉ ଆଗକୁ ମଧ୍ଯ ଓଡ଼ିଶା ଆସିବାକୁ ପସନ୍ଦ କରିବେ ବୋଲି କହିଛନ୍ତି । ଏହି ମହିଳା ଜଣକ ଦୁବାଇରୁ ଆସିଥିଲେ । ସେ ତାଙ୍କ ଘରକୁ ଯାଇ ସବୁକିଛି ଓଡ଼ିଶା ବିଷୟରେ ଲୋକଙ୍କୁ କହିବେ ବୋଲି କହିଛନ୍ତି ।

Around The Web