Movie prime

କାନ୍ଦିକାନ୍ଦି ରଡ଼ି ଛାଡୁଥିଲା ଷଷ୍ଠ ଶ୍ରେଣୀର ପୁଅ ଛାଡ଼ ମୋତେ ଛାଡ଼ ଏମିତି କରନି ଆଉ ତାପରେ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ହେଉଛି ଗୋଟିଏ ହଷ୍ଟେଲର । ହଷ୍ଟେଲରେ ରହୁଥିଲେ ଏହି ଷଷ୍ଠ ଶ୍ରେଣୀର ପୁଅ । ଆଉ ଏହି ପୁଅ ସହ ହଷ୍ଟେଲରେ ଏଭଳି କିଛି ଘଟଣା ଘଟିଥିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।
Hh
ଏହି ଷଷ୍ଠ ଶ୍ରେଣୀ ନାବାଳକ ଜଣକ ହେଉଛନ୍ତି ଦିପଙ୍କର ଆଉ ଦୀପଙ୍କର ହଷ୍ଟେଲରେ ରହିବା ପରେ ଗୋଟିଏ ଦିନ ଏଭଳି ଘଟଣା ଘଟିଥିଲା । ହଠାତ୍ ପୁଅ ଜଣକ ଖାଇବା ପରେ ଶୌଚ ହେବାକୁ ଯାଇଥିଲେ ଆଉ ସେ ହଠାତ୍ ହଷ୍ଟେଲ ଛାତରେ ଏଭଳି କିଛି ଶବ୍ଦ ଶୁଣିଥିଲେ । ଆଉ ସେ ଶବ୍ଦ ଶୁଣିବା ମାତ୍ରକେ ଛାତ ଉପରକୁ ଯାଇଥିଲେ । ଆଉ ସେଠାରେ ସେ ଯାହା ଦେଖିଥିଲେ ତାହା ବିଶ୍ୱାସ କରିପାରି ନଥିଲେ । ଏହି ଛାତ୍ର ଜଣକ ଛାତ ଉପରକୁ ଯାଇ ଦେଖିଥିଲେ ଯେ ଛାତ ଉପରେ ମଦ ପିଉଛନ୍ତି ସେହି ସ୍କୁଲର ବଡ ପିଲାମାନେ । 
Hh
ଆଉ ଏହି ବଡ ପିଲାମାନେ ମଦ ପିଉଥିବାର ଦେଖିବା ପରେ ସେ ଛୋଟ ପିଲା କିଛି ବୁଝି ପାରି ନଥିଲେ । ଆଉ ସେ ହଷ୍ଟେଲର ଅଧିକାରୀ ଙ୍କୁ ଏହି ବିଷୟରେ ଜଣାଇ ଦେଇଥିଲେ । ତାପରେ ଏହି ଛାତ୍ର ଜଣକ ଏଭଳି କହିଥିବାର ଜାଣିବା ପରେ ଯୁବକ ମାନେ ତାଙ୍କ ସହ ଏଭଳି କିଛି କରିଥିଲେ । ଏହି ଛାତ୍ର ଜଣଙ୍କୁ ଏହି ବଡ ପିଲାମାନେ ତାଙ୍କ ରୁମକୁ ଡ଼ାକି ତାଙ୍କ ସହ ଏଭଳି କିଛି କରିଥିଲେ । ଯାହା ଯେ କେହିବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବଡ ପିଲାମାନେ ଏହି ଷଷ୍ଠ ଶ୍ରେଣୀର ଛାତ୍ର ଜଣଙ୍କୁ ରୁମକୁ ଡ଼ାକି ତାଙ୍କୁ ମାଡ ମାରିଥିଲେ ।
ତାଙ୍କ ହାତ ଗୋଡ ବାନ୍ଧି ଦେଇଥିଲେ । ଆଉ ଏହାପରେ ଯେତେବେଳେ ଏଭଳି କିଛି ଘଟଣା ଘଟିଲା ତାପରେ ଏହି ଛାତ୍ର ଜଣକ ଘରକୁ ଆସିଥିଲେ । ଆଉ ଘରକୁ ଆସିବା ପରେ ସେ ହଷ୍ଟେଲ ଯିବାକୁ ତାର ବାପା ମାଙ୍କୁ ମନା କରିଥିଲେ । ମନା କରିବାର କାରଣ କହି ନଥିଲେ । ଆଉ ବାପା ମା ବାଧ୍ୟ କରି ପଚାରିବାରୁ କାରଣ କଣ ଦିପଙ୍କର କହିଥିଲେ । ଆଉ ଏହି କଥା କହିବା ପରେ ଏବେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ବାପା ମା । ଏବେ ଏହି ଘଟଣାକୁ ନେଇ ମୟୁରଭଞ୍ଜ ଖୁଣ୍ଟା ଥାନାରେ ଅଭିଯୋଗ କରାଯାଇଛି । ଏବେ ତାଙ୍କ ପୁଅକୁ ହୋଇଥିବା ନିର୍ଯ୍ୟାତନାର ନ୍ୟାୟ ପାଇଁ ସେମାନେ ଦାବି କରିଛନ୍ତି ।

Around The Web