Movie prime

କାନ୍ଦୁଥିଲା ସ୍ତ୍ରୀ ରାଜେଶ୍ବରୀ ମୋତେ ଏମିତି କରନି ଛାଡ଼ିଦିଅ ଭାସ୍କର ମୁଁ ମ-ରିଯିବି ଆଉ ତାପରେ

 
Vg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପୁଣି ଜଣେ ନବବଧୂର ଜୀବନ ଚାଲି ଯାଇଥିବା ଘଟଣା ବିଷୟରେ ଜାଣିପାରିବେ । ଏବେ ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ସହ ଅନେକ କିଛି ଖବର ଆସୁଛି । ବାହାଘରକୁ ମାତ୍ର ୨ ମାସ ହୋଇଥିଲା ଆଉ ୨ ମାସ ନ ହେଉନୁ ତାର ସ୍ଵାମୀ ତାକୁ ମାରିଦେଇଛି । ପ୍ରେମ ବିବାହ କରି ଏଭଳି କିଛି ଘଟିଛି ରାଜେଶ୍ଵରୀଙ୍କ ସହିତ । 
Gg
ଟିଭି ଫ୍ରିଜ୍ ଆଉ ଗାଡ଼ି ପାଇଁ ଦୁଇମାସର ସ୍ତ୍ରୀକୁ ମାରିଦେଲା ସ୍ଵାମୀ । ୨ ମାସ ତଳେ ଘରୁ ପ୍ରେମିକ ସହ ଫେରାର ହୋଇ ଯାଇଥିଲା ଏହି ବଢିଲା ଝିଅ । ଘରଲୋକ ଶୋଇଥିଲେ ଆଉ କାହାକୁ କିଛି ନ କହି ପ୍ରେମିକ ସହିତ ରାତିରେ ଚାଲି ଯାଇଥିଲା ପ୍ରେମିକା । କିନ୍ତୁ ଆଜି ସେହି ପ୍ରେମିକ ପ୍ରେମିକା ଜଣଙ୍କୁ ଜୀବନରୁ ମାରି ଦେଇଛି । ପ୍ରେମିକ ଜଣକ ତାର ଘର ଭିତରେ ପ୍ରେମିକା ଜଣଙ୍କୁ ମାରିଦେଲା । ଏହି ଭିଡିଓ ମାଧ୍ୟମରେ ଆପଣମାନେ ପ୍ରେମିକ ଆଉ ପ୍ରେମିକା ଜଣଙ୍କୁ ଦେଖିପାରିବେ । 
Yy
ଝିଅ ରଜେଶ୍ଵରିି ଏବଂ ପୁଅ ଭାସ୍କର ପରସ୍ପରକୁ ଭଲ ପାଉଥିଲେ । ଆଉ ଝିଅ ଘରଲୋକ ଏହି ବିବାହ ପାଇଁ ରାଜି ନଥିଲେ । ସେଥିପାଇଁ ସେ ଝିଅକୁ ଅନେକ ଥର ବାରଣ କରିଥିଲେ । ଆଉ ଏବେ ଏହି ଝିଅ ଜଣକ ପ୍ରେମିକ ସହିତ ଫେରାର ହୋଇ ଯାଇଥିଲା । ଆଉ ଏବେ ଏହି ପ୍ରେମିକ ଜଣକ ଯାହାକୁ ଏତେ ଭଲ ପାଉଥିଲା ସାରା ଜୀବନ ଏକାଠି ରହିବ ବୋଲି ଭାବିଥିଲା ତାକୁ ଜୀବନରୁ ମାରିଦେଲା । ଏହି ପ୍ରେମିକ ଜଣକ ଯୌତୁକ ନିର୍ଯ୍ୟାତନା ଦେଇ ପ୍ରେମିକା ଜଣଙ୍କୁ ମାରି ଦେଇଥିଲା । କିଛି ଦିନ ଭଲରେ ବିବାହ ଚାଲିଥିଲା । ତାପରେ ଯୌତୁକ ନିର୍ଯ୍ୟାତନା ଆରମ୍ଭ ହୋଇ ଯାଇଥିଲା ।
ଯୌତୁକ ପାଇଁ ସବୁବେଳେ ଶାଶୁ, ଶଶୁର, ନଣନ୍ଦ ଏବଂ ସ୍ଵାମୀ ଝିଅକୁ ଅର୍ଥାତ୍ ୨ ମାସର ନବ ବଧୂକୁ ମାରିଦେଲେ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଝିଅର ଘରଲୋକେ । ଆଉ ଏବେ ଏହି ଘଟଣାର ତଦନ୍ତ କରୁଛି ପୋଲିସ । ପୋଲିସ ତଦନ୍ତ କରିବା ପରେ ଅନେକ କିଛି କଥା ସାମ୍ନାକୁ ଆସିବ । ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି । ଏବେ ଏହି ପ୍ରେମିକ ଜଣକୁ କଠିନ ରୁ କଠିନ ଦଣ୍ଡ ମିଳିବ ବୋଲି ଦାବି କରାଯାଇଛି ।

Around The Web