Movie prime

ମାଙ୍କ ଆଶ୍ରିବାଦ ନେଇ ଜିତିଲେ କଙ୍ଗନା ରଣାୱତ ଦେଖନ୍ତୁ ପାଳିଲେ ବିଜୟ ଉତ୍ସବ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଯାହା ରାଜନୀତିକୁ ନେଇ ଆସୁଛି ତାହା ତ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ବଲିଉଡ ଜଗତର ହିରୋଇନମାନଙ୍କୁ ଜାଣିଥିବେ ।
Hh
ଆପଣମାନେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ସେ ବଲିଉଡ଼ର ରାଣୀ ଅଟନ୍ତି । ଆଉ ଏବେ ସେ ରାଜନୀତିର ରାଣୀ ପାଲଟି ଯାଇଛନ୍ତି । ଲୋକସଭା ୨୦୨୪ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ଭିତରେ ଏହି ଅଭିନେତ୍ରୀ ଜଣକ ଥିଲେ । ଏହି ଅଭିନେତ୍ରୀ ଜଣକ ବିଧାନସଭା ପ୍ରାର୍ଥୀ ଭାବରେ ବିଜେପି ଦଳ ତରଫରୁ ଛିଡ଼ା ହୋଇଥିଲେ । ଆଉ ଏବେ ସେ ବିଜୟ ଲାଭ କରିଛନ୍ତି । ସେ ମଣ୍ଡି ବିଧାନସଭା ଆସନରୁ ବିଜୟ ଲାଭ କରିଛନ୍ତି । 
Gh
ସେ କଂଗ୍ରେସ ନେତାଙ୍କୁ ପଛରେ ପକାଇ ବିଜୟ ଲାଭ କରିଛନ୍ତି । ଭୋଟ ଗଣତି ପରେ ଅନେକ କିଛି ସାମ୍ନାକୁ ଆସିଥିଲା । ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଥିଲେ ଅଭିନେତ୍ରୀ କଙ୍ଗନା । ସେ ବିଜେପି ଦଳ ପକ୍ଷରୁ ପ୍ରତିଦ୍ବନ୍ଦିତା ଆରମ୍ଭ କରିଥିଲେ । ନିର୍ବାଚନ ମଣ୍ଡି ବିଧାନସଭା ଆସନରେ ଅଭିନେତ୍ରୀ କଙ୍ଗନା ରଣାୱତ ଆଗରେ ରହିଛନ୍ତି ।
ସେ କଂଗ୍ରେସ ପ୍ରାର୍ଥୀ ବିକ୍ରମ ଆଦିତ୍ୟନାଥଙ୍କ ଠାରୁ ସେ ଅନେକ ଭୋଟରେ ଜିତିଛନ୍ତି । ସେ ୪ ଲକ୍ଷ ଭିତରେ ବିଜୟ ଲାଭ କରିଛନ୍ତି । ଲୋକସଭା ନିର୍ବାଚନରେ କମାଲ ହୋଇଯାଇଛି ।ଏହି ନିର୍ବାଚନରେ ଜିତିବା ପରେ କଙ୍ଗନା ବହୁତ ଖୁସି ଅଛନ୍ତି । ଏକ ଛୋଟ ସହରରୁ ଆସି ସେ ଏଭଳି ନାମ କରିବା ବହୁତ ଖୁସିର କଥା ଅଟେ । ତାଙ୍କର କାମ ସତରେ ବହୁତ ପ୍ରଂଶସନୀୟ ଅଟେ ।
ଆନ୍ତରିକତା ଆଉ ନିଷ୍ଠାର ସହିତ କଠିନ ପରିଶ୍ରମ କରିଲେ ସବୁ ଇଚ୍ଛା ପୂରଣ ହେବ । କଙ୍ଗନାଙ୍କ ଏହି କାମ ପାଇଁ ସବୁ କଳାକାର ଏବଂ ତାଙ୍କର ପ୍ରଂଶସକ ବହୁତ ଖୁସି ଅଛନ୍ତି । କଙ୍ଗନା ଏହି ଭୋଟ ପାଇବା ପରେ ଖୁସି ଥିବା ସହିତ ତାଙ୍କର ପ୍ରଂଶସକ ବହୁତ ଖୁସି ଥିବା ବେଳେ ତାଙ୍କର ଏହି କାମ ପାଇଁ ସାବାସି ପାଇବା ଉଚିତ୍ । ଏବେ ସେ ସବୁ ଝିଅଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ।