Movie prime

କଣ ପାଇଁ ବାପାର ଡେଡ୍ ବଡିକୁ ପୋଷ୍ଟମର୍ଟମ୍ ପାଇଁ ଅନୁମତି ଦେଉନି ପୁଅ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାବା ସିଦ୍ଦିକି ଙ୍କ ମୃ-ତ୍ୟୁ ପରେ ପୁଅ ନେଉଛନ୍ତି ଏଭଳି ନିଷ୍ପତ୍ତି। ତାଙ୍କର ମୃ-ତ୍ୟୁ ପରେ ପୋଷ୍ଟ ମୋର୍ଟନ ପାଇଁ ପୁଅ ଦେଉ ନାହାଁନ୍ତି ଅନୁମତି। କହୁଛନ୍ତି ବାପା ଙ୍କ ପୋଷ୍ଟ ମୋର୍ଟନ ହେବ ନାହିଁ। ହେଲେ ଏହାର କାରଣ କଣ ତାହା ଏଯାଏଁ ମଧ୍ୟ ସ୍ପଷ୍ଟ ହୋଇ ପାରି ନାହିଁ। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ଙ୍କ ମୃ-ତ ଦେହ ପୋଷ୍ଟ ମୋର୍ଟନ ପାଇଁ ମୁମ୍ବାଇ ମୁନ୍ସିପାଲ୍ କର୍ପୋରେସନ ପାଇଁ ,
Hh
କପୁର ହସ୍ପିଟାଲ କୁ ନିଆ ଯାଇଛି। ଘଟଣାର କାରଣ ସ୍ପଷ୍ଟ ହେବା ପର୍ଯ୍ୟନ୍ତ ତାଙ୍କ ପୁଅ ତଥା ବାନ୍ଦ୍ରା ର ପୂର୍ବ ବିଧାୟକ ଜିସନ୍ ସିଦ୍ଦିକି ପୋଷ୍ଟ ମୋର୍ଟନ କରିବାକୁ ଅନୁମତି ଦେଉ ନାହାଁନ୍ତି। ସେ କହିଛନ୍ତି କି ଯେ ପର୍ଯ୍ୟନ୍ତ ଏହି ଘଟଣାର ସ୍ପଷ୍ଟୀକରଣ ନ ଆସିଛି ସେ ଯାଏଁ ତାଙ୍କର ବାପା ଙ୍କ ପୋଷ୍ଟ ମୋର୍ଟନ ହେବ ନାହିଁ। ତେବେ ସୁଚନା ରହିଛି କି ମୁମ୍ବାଇ ପୋଲିସ ସହିତ ନିଜେ ଜିସନ୍ ସିଦ୍ଦିକି ତାଙ୍କର ପିତାଙ୍କ ମୃ-ତ ଦେହ ବ୍ୟବଚ୍ଛେଦ କରିବାକୁ ଅନୁମତି ଦେଉ ନାହାଁନ୍ତି।
Hh
ସେ କହିଛନ୍ତି କି ଯେ ପର୍ଯ୍ୟନ୍ତ ଏହି ହ-ତ୍ୟା-କା-ଣ୍ଡ କାରଣ ଜଣାପଡି ନାହିଁ ସେ ପର୍ଯ୍ୟନ୍ତ ପୋଷ୍ଟ ମୋର୍ଟନ ହେବ ନାହିଁ। ସେହିଭଳି ଭାବରେ ମୁମ୍ବାଇର ଜଣେ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଲରେନ୍ସ ବିଶ୍ରୋଇ ତା ସହ ଜଡ଼ିତ ଥାଇ ପାରେ। ତାହାର ମଧ୍ୟ ଅନୁସନ୍ଧାନ ହେବା ନିହାତି ଭାବରେ ଦରକାର। ହ-ତ୍ୟା-କା-ଣ୍ଡର ୧୫ ଦିନ ପୁର୍ବରୁ ତାଙ୍କୁ ଧମକ ମିଳିଥିଲା। ଯାହାକୁ ଆଖି ଆଗରେ ରଖି ତାଙ୍କୁ ସୁରକ୍ଷା ପ୍ରଦାନ ମଧ୍ୟ କରାଯାଇ ଥିଲା।
ଏବେ ଏତେ କଡ଼ା ସୁରକ୍ଷା ପରେ ମଧ୍ୟ ତାହାକୁ ଭେଦ କରି ବାବା ସିଦ୍ଦିକି ଉପରକୁ ହୋଇଥିବା ଗୁଳିକାଣ୍ଡ ର ପ୍ରକୃତ କାରଣ କଣ ତାହା ଏବେ ପୋଲିସ ଖୋଜିବାରେ ଲାଗିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ଏହି ଘଟଣା ପଛରେ ବାସ୍ତବରେ କାହାର ହାତ ଥିବ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ। ଆପଣଙ୍କ ମତାମତ ନିଶ୍ଚିତ ଭାବରେ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.