Movie prime

କଷ୍ଟରେ ଛଟପଟ ହେଇ ରଡ଼ି ଛାଡୁଥିଲା ପ୍ରେମିକ..ନୃଶଂସ ଭଳିଆ ସେ କାଟିଚାଲିଥିଲା...

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
Gg
ପ୍ରଥମେ ଯୁବକର ପାପୁଲି କାଟିଦେଲେ ପରେ ସେହି ପାପୁଲି ର କଟା ଜାଗାରେ ଲଙ୍କାଗୁଣ୍ଡ ବୋଳିଦେଲେ। ଛଟପଟ ହେଉଥିଲା ଯୁବକ ମୋତେ ଛାଡ଼ିଦିଅ କହି ନେହୁରା ହେଉଥିଲା।କିନ୍ତୁ ହାତରେ ଛୁରୀ ଧରି ଯୁବକର ପାପୁଲି କୁ କାଟି ଚାଲିଥିଲା। ଆଉ କଟା ଯାଇଥିଲା ପାପୁଲି ଉପରେ ଶେଷରେ ଲଙ୍କାଗୁଣ୍ଡ ବୋଲି ଦେଇଥିଲେ। ତେବେ ଯୁବକ ଜଣକ ହେଉଛନ୍ତି ଅଜିତ ନାୟକ,ଯାହାର ହାତ ଅଛି କିନ୍ତୁ ପାପୁଲି କୁ କାଟି ଦିଆ ଯାଇଛି। 
Vv
ତେବେ ଏହି ଘଟଣା କୁ ନେଇ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ଆଉ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କ ନାଁ ମଧ୍ୟ କହିଛନ୍ତି । ଏକାବେଳକେ ୪ ରୁ ୫ ଜଣ ଦୃର୍ବୁତ୍ତ ଯୁବକ ଜଣଙ୍କୁ ଆକ୍ରମଣ କରିଥିଲେ।ତେବେ ରାତି ପ୍ରାୟ ୮ ଟା ବେଳେ ଅଜିତ ଙ୍କୁ ସଙ୍ଗବଦ୍ଧ ଭାବରେ ଆକ୍ରମଣ କରିଥିଲେ। ଆଉ ଆକ୍ରମଣ ରେ ତାଙ୍କ ବାମ ହାତ ର ପାପୁଲି କୁ କାଟି ଦେଇଥିଲେ। ପରେ ଦୃର୍ବୁତ୍ତ ମାନେ ପାପୁଲି ରେ ସେହି କଟା ହେଇଥିବା ଜାଗାରେ ଲଙ୍କା ଗୁଣ୍ଡ ବୋଳି ଦେଇଥିଲେ।
ଶେଷରେ ଏତିକି ରେ ମନ ବୁଝିଲାନି ଅଜିତ କୁ ଖଣ୍ଡାରେ ହାଣି ରକ୍ତ ଯୁଡୁବୁଡୁ ହୋଇଥିବା ସେ ଛୁରୀ କୁ ଅଜିତ ଙ୍କ ମା ଓ ସ୍ତ୍ରୀ କୁ ଦେଖାଇ ଥିଲେ।ଏହାକୁ ନେଇ ବଡ଼ବଜାର ଥାନା ରେ ମାମଲା ରୁଜ୍ଜୁ ହୋଇଛି। ପୋଲିସ ଏହି ଘଟଣାରେ ସଂପୃକ୍ତ ରାଜେଶ ଓ ଅନ୍ୟ ଦୁଇ ଯୁବକ ଙ୍କୁ ଅଟକ ରଖି ପଚରା ଉଚରା କରିଛି।ତେବେ ଆହତ ଥିବା ଅଜିତ ଙ୍କୁ ଚିକିତ୍ସା ପାଇଁ MKCG ମେଡିକାଲ ରେ ଭର୍ତ୍ତି କରା ଯାଇଛି।ତେବେ ପୂର୍ବରୁ ଏହି ଅଜିତ ନାମରେ ଅନେକ ଅପରାଧିକ ମାମଲା ରହିଥିବା ଜଣା ଯାଇଛି।ପୂର୍ବ ଶତ୍ରୁତା କୁ ନେଇ ଏଭଳି ଘଟଣା ଘଟିଛି ବୋଲି ପୋଲିସ ସନ୍ଦେହ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.