ଖଟ ଉପରେ ଚଢି ଷଷ୍ଠ ଶ୍ରେଣୀର ପୁଅ କରିଦେଲା ଛାନିଆ ହେଇଗଲା ମାଆ ଆଉ ତାପରେ
Mar 23, 2025, 17:45 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ପୁଅ ଏଭଳି କାମ କରିବ ଏକଥା କିଏ ବା ଜାଣିଥିଲା । ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ପୁଅ କରିଦେଲା ଏଭଳି କାମ ଯାହାକୁ ନେଇ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ବାପା ମାଆ । ଘରେ କେହି ନଥିବା ବେଳେ ଏଭଳି କାମ କରିଥିଲା ପୁଅ ଜଣକ । ପୁଅ ଜଣକ ବେଡ଼ରୁମରେ ଏହି କାମ କରିଥିଲା ।

ମାତ୍ର ୧୩ ବର୍ଷ ବୟସର ପିଲା ଏଭଳି କିଛି କରିଦେଲା କେହି କେବେ ଭାବି ନଥିଲେ । ୧୩ ବର୍ଷର ଏହି କୁନି ପୁଅ ଯିଏ ଦୁନିଆ ବିଷୟରେ କିଛି ଜାଣି ନାହିଁ ସେ ଏଭଳି କାମ କରିଥିଲା । ଏହି କୁନି ପୁଅ ଏବେ ମେଡ଼ିକାଲରେ ଭର୍ତ୍ତି ହୋଇଛି । ଆଉ ତାକୁ ଧରି ପରିବାରର ସମସ୍ତେ କାନ୍ଦୁଛନ୍ତି । ଏହି ଷଷ୍ଠ ଶ୍ରେଣୀର ପୁଅ ଜଣକ ଘରେ କେହି ନଥିବା ବେଳେ ବେଡ଼ରୁମରେ ନିଜେ ବେକରେ ରସି ଦେଇ ଦେଇଛି । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।

ଏହି ଘଟଣା ଯେ କେହିବି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ । ଏହି ଘଟଣା ଯେ କେହି ଶୁଣିବ ବିଶ୍ୱାସ କରିବ ନାହିଁ କିନ୍ତୁ ଏହି ଘଟଣା ସତ୍ୟ ଅଟେ । ୧୩ ବର୍ଷର ପୁଅ ନାମ ହେଉଛି ସନ୍ଦୀପ ପାଲକା । ସେ ବେକରେ ରସି ଲଗେଇ ନିଜ ଜୀବନ ନେଇଯାଇଛି । ଏବେ ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି ପିଲାଟି ଗୁଣୁପୁର କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢୁଥିଲା । ଆଉ ତାର ବାପା ଜଣେ ଶିକ୍ଷକ । ଘର କାମ ଚାଲିଥିଲା । ସେଥିପାଇଁ ବାପା ଆଉ ମାଆ ଘର କାମ ପାଇଁ ବାହାରକୁ ଯାଇଥିଲେ ।
ଏହି ପୁଅ ଜଣକ ଘରେ ପାଠ ପଢୁଥିଲେ କିନ୍ତୁ ହଠାତ୍ ଏଭଳି କଣ ହେଲା ଆଉ ଏହି ୧୩ ବର୍ଷର ପୁଅ ବେକରେ ରସି ଲଗାଇ ଦେଲା । ଏହି ଛୁଆ ଜଣକ ଏଭଳି କରିବାର କାରଣ କଣ ତାହା ଜଣାପଡ଼ି ନାହିଁ । ସଙ୍ଗେସଙ୍ଗେ ପୁଅକୁ ଏଭଳି ଅବସ୍ଥାରେ ଦେଖି ତାର ବାପା ମାଆ ଗୁଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଆଉ ସେଠାରେ ତାଙ୍କୁ ଡାକ୍ତର ମୃ-ତ ବୋଲି ଘୋଷଣା କରିଥିଲେ । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଆଉ ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ । ଆଉ ପିଲାଟି ଏଭଳି କାମ କାହିଁକି କରିଲା ଆଉ ମୃ-ତ୍ୟୁର ରହସ୍ୟ କଣ ତାହା ଜଣାପଡ଼ିବ ।