ଖଟରେ ଜିମ୍ ଟ୍ରେନରକୁ ଧରି ସେ-କ୍ସ କରୁଥିଲା ସ୍ତ୍ରୀ ହଠାତ୍ ସବୁ ଦେଖିଦେଲା ସ୍ବାମୀ ଆଉ ତାପରେ
Feb 15, 2025, 14:01 IST

ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଆଜିକାଲି ଯୁଗରେ ମହିଳାମାନେ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ମହିଳାମାନେ ଆଜିକାଲି ନଷ୍ଟ ହୋଇଗଲେଣି । ନିଜ ସ୍ଵାମୀ ଆଉ ଛୁଆ ଥାଉ ଥାଉ ଅନ୍ୟ ଜଣଙ୍କୁ ପ୍ରେମ କରି ବସୁଛନ୍ତି । ଆଉ ପ୍ରେମ କରି ନିଜ ସ୍ଵାମୀଙ୍କ ଜୀବନ ନେବାକୁ ବି ପଛାଉ ନାହାନ୍ତି ।

ଏବେ ଏଭଳି କିଛି ଖବର ଆସିଛି । ଏହି ଘଟଣା ହେଉଛି ଜଣେ ମହିଳା ବିବାହ କରିଥିଲେ ଆଉ ରଙ୍ଗର ସନ୍ତାନ ମଧ୍ୟ ଥିଲେ । ଏହି ମହିଳା ଜଣକ ଜଣେ କୋଟିପତିଙ୍କୁ ବିବାହ କରିଥିଲେ । ଏହି ମହିଳା ଜଣକ ପତଳା ହେବାକୁ ଜିମ ଯାଉଥିଲେ । ଆଉ ସେ ଜିମ ଯିବା ପରେ ସେହି ଜିମ ଟ୍ରେନରଙ୍କୁ ଭଲପାଇ ବସିଲେ । ଆଉ ଶେଷରେ ଏହି ମହିଳା ଜଣକ ପ୍ରେମ ପାଇଁ ଏଭଳି କିଛି କରିଥିଲେ । ଏହି ମହିଳା ଜଣକ ହେଉଛନ୍ତି ନିଧି । ନିଧି ଆଉ ବିନୋଦ ବିବାହ କରିଥିଲେ । ସେମାନେ ୨୦୧୪ ମସିହାରେ ବିବାହ କରିଥିଲେ । ଏହାପରେ ସେମାନେ ବହୁତ ଖୁସିରେ ରହିଥିଲେ । ଖୁସିରେ ଥିବା ପରେ ଏଭଳି କିଛି ହୋଇଥିଲା ।

ଏହି ମହିଳା ଜଣକ ବହୁତ ଖୁସିରେ ତାଙ୍କ ସ୍ବାମୀଙ୍କ ସହ ଥିଲେ । ସ୍ଵାମୀ ଜଣକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ଏହି ସ୍ଵାମୀ ଜଣକ ଏବେ ଆଉ ଏହି ଦୁନିଆରେ ନାହାଁନ୍ତି । ଯିଏ ନିଜ ସ୍ତ୍ରୀକୁ ବହୁତ ଭଲ ପାଉଥିଲେ ସେ ଆଜି ଆଉ ଏହି ଦୁନିଆରେ ନାହାଁନ୍ତି । ଦେଖୁ ଦେଖୁ ନିଧି ଆଉ ବିନୋଦଙ୍କ ସମ୍ପର୍କରେ ପର ପୁରୁଷ ଆସିଥିଲା । ନିଧି ଘର ପାଖ ଏକ ଜିମରେ ଜଏନ କରିଥିଲେ । ଆଉ ଧିରେ ଧିରେ ଜିମ ଟ୍ରେନରଙ୍କୁ ଭଲ ପାଇଥିଲେ ମହିଳା ଜଣକ । ନିଧି ଏତେ ଭଲପାଇଲେ ଯେ ଶେଷରେ ସ୍ଵାମୀ ଜଣଙ୍କୁ ମାରିବାକୁ ପଛାଇଲା ନାହିଁ । ବିନୋଦର ଦୁର୍ଘଟଣା ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ବିନୋଦର ଦୁଇ ଗୋଡ କଟି ଯାଇଥିଲା ।
ଏହି ଘଟଣାର ପୋଲିସ ତଦନ୍ତ କରିବା ପରେ ଟ୍ରକ ବ୍ରେକଫେଲ ହୋଇ ଯାଇଥିବା ଘଟଣା ବିଷୟରେ ଜଣା ପଡିଥିଲା । ଏହାପରେ ସେ ଘଟଣାରେ ଯୁବକ ବେଲରେ ଆସିଥିଲେ । ଆଉ ଏହାପରେ କିଛି ଦିନ ପରେ ଏହି ଯୁବକ ଜଣକ ବିନୋଦକୁ ଗୁଳି ମାରି ଦେଇଥିଲା । ଏହି ଘଟଣା ତଦନ୍ତ ପରେ ମଧ୍ୟ ଏହା ରଫାଦଫା ହୋଇ ଯାଇଥିଲା । ଆଉ ଏହି ଘଟଣାରେ ବିନୋଦର ଭାଇ କିଛି କଥା ଜାଣି ପାରିଲା । ବିନୋଦ ସ୍ତ୍ରୀ ଆଉ ତାଙ୍କ ପ୍ରେମିକ ଭାଇଙ୍କୁ ମାରି ଦେଇଛି ବୋଲି ପୋଲିସ ତଦନ୍ତ ରୁ ଜଣା ପଡିଥିଲା । ଏବେ ଏହି ଘଟଣାକୁ ନେଇ ହରିୟାଣାରେ ଚର୍ଚ୍ଚା ହେଉଛି ।