Movie prime

କିସ୍ତି ଟଙ୍କା ପାଇଁ ମୋ ସ୍ବାମୀ ଉପରେ..ବାହର କରି ଗରମ କ୍ଷୀର ଢ଼ାଳି ଦେଲେ

 
Tg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।  
Hh
ବନ୍ଧୁଗଣ ଜଣେ ମହିଳା କିସ୍ତି ଟଙ୍କା ଦେଇନପାରିବାରୁ ବ୍ୟାଙ୍କ କର୍ମଚାରୀ ମହିଳାଙ୍କ ଘରେ ପଶି ସ୍ବାମୀଙ୍କ ଉପରେ ଗରମ କ୍ଷୀର ଢ଼ାଳି ଦେଇଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଥାନା ଭାଗବତପୂର୍ ଗାଁର। ସେହି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପଶି ଘରୋଇ ବ୍ୟାଙ୍କ କର୍ମଚାରୀ ମାନେ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି। ନ୍ୟାୟ ପାଇଁ ଯାଜପୁର ଏସପିଙ୍କ ଦ୍ବାରସ୍ଥ ହେଇଛନ୍ତି ପୀଡ଼ିତ ଜଣଙ୍କ। ସୂଚନା ଅନୁସାରେ, ଭାଗବତପୂର୍ ଗାଁ'ର ରବୀନ୍ଦ୍ର ଜେନା ପତ୍ନୀଙ୍କ ସତ୍ୟଭାମା ଏକ ଘରୋଇ ବ୍ୟାଙ୍କରୁ ଋଣ ନେଇଥିଲେ। 
Hh
ତେବେ ଗୋଟିଏ କିସ୍ତି ଟଙ୍କା ଦେଇନପାରିବାରୁ ବ୍ୟାଙ୍କର କର୍ମଚାରୀ ତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହିତ ମାଡ ମାରିଥିବା ନେଇ ଯାଜପୁର ଥାନାରେ ଅଭିଯୋଗ କରିଥିଲେ। ଘରେ ପଶି ଗରମ କ୍ଷୀରକୁ ଢ଼ାଳୀବା ସହ ତାଙ୍କ ସ୍ବାମୀଙ୍କ ଉପକୁ ଫୋପାଡ଼ିବା ଥିବା କହିଛନ୍ତି ପତ୍ନୀ ଜଣଙ୍କ। ତେବେ ଏହି ଘଟଣା ଘଟିବାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ନ୍ୟାୟ ନମିଳିପାରିବାରୁ। ଶେଷରେ ଆଜି ରବୀନ୍ଦ୍ର ଓ ତାଙ୍କ ପରିବାର ଏସପିଙ୍କ ଦ୍ବାରସ୍ଥ ହେଇଥିଲେ। 
ସେପଟେ ଅତିରିକ୍ତ ପୋଲିସ ଏସପି ଅଭିଯୋଗ ଶୁଣିବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହୁଥିବା ସୂଚନା ଦେଇଛନ୍ତି ରବିନ୍ଦ୍ର। ଯାଜପୁର ପୋଲିସ ଖାଲି କେସ କରି ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କୌଣସି ପଦେକ୍ଷପ ନନେବାରୁ ନିରାଶ ହେଇ ପରିବାର ଲୋକେ ନ୍ୟାୟ ପାଇଁ ଚାହିଁ ବସିଛନ୍ତି। ତେବେ ଏବେ ଦେଖିବାକୁ ବାକି ରହିଲା ଅତିରିକ୍ତ ଏସପି ରବୀନ୍ଦ୍ରଙ୍କୁ କେବେ ନ୍ୟାୟ ଦେଉଛନ୍ତି।