Movie prime

ଭୁଲରେ ଅନ୍ୟ ନମ୍ବରକୁ ଟଙ୍କା ପଠାଇଲେ କେମିତି ପାଇବେ ଫେରସ୍ତ ଜାଣନ୍ତୁ ଏହି ସମ୍ପୂର୍ଣ୍ଣ ତଥ୍ୟ

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଲୋକ ମାନଙ୍କ ଦ୍ଵାରା ବେଳେ ବେଳେ ଆକାଉଣ୍ଟ ନମ୍ବର ଟାଇପ କଲାବେଳେ ଭୁଲ ହୋଇଯାଇଥାଏ, ଆଉ ଆପଣ ଭୁଲ ବ୍ୟାଙ୍କ ଖାତାରେ ପଇସା ପଠାଇ ଦେଇଥାନ୍ତି ହେଲେ ପରେ ଆପଣଙ୍କୁ ଜଣା ପଡିଯାଏ କି ଆପଣ ଯେଁଉ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଟାଇପ କରିଛନ୍ତି ତାହା ଭୁଲ ଅଟେ । ଯଦି ଆକାଉଣ୍ଟ ନମ୍ବର ବ୍ୟାଙ୍କରେ ଉପଲବ୍ଧ ନଥାଏ, ତାହେଲେ ସବୁ ପଇସା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରି ଆସିବ । କିନ୍ତୁ ଯଦି ଆକାଉଣ୍ଟ ନମ୍ବର ବ୍ୟାଙ୍କ ଖାତାରେ ଉପଲବ୍ଧ ତେବେ ସେ ପଇସା ସେ ବ୍ୟକ୍ତିଙ୍କ ଖାତା ରେ ପହଞ୍ଚିଯିବ । 
Gg
ଯାହାକୁ ଆପଣ ଭୁଲରେ ପଠେଇ ଥିବେ । ଏହି ସମୟରେ ଆପଣ ପ୍ରଥମେ ଆପଣଙ୍କ ବ୍ୟାଙ୍କକୁ ମେଲ୍ କରି ସୂଚନା ଦିଅନ୍ତୁ । ନହେଲେ ଆପଣ ଶୀଘ୍ର ଫୋନ କରି ଜଣେଇ ଦିଅନ୍ତୁ । ଯଦି କୋଣସି ସମୟରେ ଆପଣଙ୍କ ପଇସା ଅନ୍ୟ ବ୍ୟାଙ୍କ କି ଶାଖାରେ ଅଜଣା ବ୍ୟକ୍ତିଙ୍କ ଆକାଉଣ୍ଟ କୁ ପହଞ୍ଚିଯାଇଛି । ଏହି ସମୟରେ କେବଳ ସେହି ବ୍ୟାଙ୍କ ଏ ସମସ୍ୟାର ସମାଧାନ କରିପାରିବ । ଆପଣ ସର୍ବ ପ୍ରଥମେ ଆପଣଙ୍କ ବ୍ୟାଙ୍କ ବ୍ରାଞ୍ଚକୁ ତଥ୍ୟ ଦିଅନ୍ତୁ । ଆପଣ ନିଜେ ଯାଇ ବ୍ୟାଙ୍କ ମ୍ୟାନେଜରକୁ ଭେଟନ୍ତୁ । 
Hh
ଆପଣ ବ୍ୟାଙ୍କକୁ ପଇସା ପଠାଇଥିବା (ତାରିଖ) ପଠାଇଥିବା ସମୟ, ଆପଣଙ୍କ ଆକାଉଣ୍ଟ ନମ୍ବର ଏବଂ ପଇସା ଯାହାକୁ ପଠାଇଛନ୍ତି ତାଙ୍କ ଆକାଉଣ୍ଟ ନମ୍ବର ସବୁ ଜଣାଇବା ଦରକାର । ଯେତେବେଳେ ଆପଣ ଭୁଲ ବ୍ୟାଙ୍କ ଖାତାରେ ପଇସା ପଠାଇ ଦେଇଛନ୍ତି, ଏହି ସମୟରେ ଶୀଘ୍ର ସେଇ ବ୍ରାଞ୍ଚ ରେ ଅଭିଯୋଗ କରନ୍ତୁ । ଯେଉଁଠି ପଇସା ପାଇଥିବା ଅଜଣା ବ୍ୟକ୍ତିଙ୍କ ଆକାଉଣ୍ଟ ରହିଛି । କୌଣସି ବ୍ୟାଙ୍କ ତାଙ୍କ ଗ୍ରାହକ ମାନଙ୍କ ଖାତାରୁ ସେପର୍ଯ୍ୟନ୍ତ ପଇସା ଉଠାଇ ପାରିବେନି ଯେପର୍ଯ୍ୟନ୍ତ ତାଙ୍କ ଗ୍ରାହକ ଅନୁମତି ନ ଦେଇଛନ୍ତି । 
ବ୍ୟାଙ୍କ ତାଙ୍କ ଗ୍ରାହକଙ୍କର ରେକର୍ଡ କୁହନ୍ତି ନାହିଁ । ଏଥିପାଇଁ ଯଦି ଆପଣ ସମାନ ବ୍ୟାଙ୍କ କି ବ୍ରାଞ୍ଚରେ ଅଭିଯୋଗ କରନ୍ତି, ଏହି ସମୟରେ ବ୍ୟାଙ୍କ ତା ଗ୍ରାହକଙ୍କ ପରିଚୟ ଜାଣି ତାଙ୍କୁ ତାଙ୍କ ପାଖକୁ ପଠାଯାଇଥିବା ପଇସା ଫେରେଇ ଦେବାକୁ କହିବେ ଯାହାକୁ ଭୁଲରେ ତାଙ୍କ ପାଖକୁ ପଠାଇ ଦେଇଥିଲେ । କିଛି ପରିସ୍ଥିତିରେ ବ୍ୟାଙ୍କ ତରଫରୁ କହିଲା ପରେ ଭୁଲ ରେ ପଇସା ପାଇଥିବା ବ୍ୟକ୍ତି ପଇସା ପଠାଇବା ପାଇଁ ମନା କରିଦିଏ । ତାହେଲେ ବ୍ୟାଙ୍କ ଆଇନର ସାହାଯ୍ୟ ନେଇ ଆକାଉଣ୍ଟ ହୋଲଡର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.