Movie prime

କୋଚିଙ୍ଗ ସେଣ୍ଟର୍ ଭିତରେ ପିଲାଙ୍କୁ ଲ-ଙ୍ଗଳା କରି ଏମିତି ପିଟିଲେ ସାର୍

 
Gg
କୋଚିଂ ସେଣ୍ଟର୍ ଭିତରୁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଧାଏଁ ଧାଏଁ ବାଜୁଛି ବେତ ମାଡ଼। ଏମିତି ହାଇ ଭୋଲ୍ଟେଜ୍ ଡ୍ରାମା ର କାରଣ କଣ ହେଇପାରେ? କାହିଁକି ସେମାନେ ଏଭଳି ମାଡ଼ ଖାଉଛନ୍ତି? ଏହାର କାରଣ ଜାଣି ଆପଣଙ୍କ ପାଦ ତଳୁ ମଧ୍ୟ ମାଟି ଖସିଯିବ। ସିସିଟିଭି ର ଏହି ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ଛାନିଆ ହେଇ ଯିବେ।
Hh
କାହିଁକି ଜଣେ ବ୍ୟକ୍ତି ଏଭଳି ଭାବରେ ନିର୍ଦ୍ଧୁମ ଛେଚୁ ଛନ୍ତି ପିଲା ମାନଙ୍କୁ। ଜଣକ ପରେ ଜଣକୁ ସେ ମାଡ଼ ମାରିବାରେ ଲାଗିଛନ୍ତି। ଗୋଟେ ପରେ ଗୋଟେ ବେତ ପାହର ପକେଇ ଚାଲିଛନ୍ତି। ଏଭଳି ପାହାର ଯାହାକୁ ଖାଇଲେ ବୁଦ୍ଧି ହଜିଯିବ। ନିଜର ଯେତିକି ବଳ ଅଛି ତାହା ସବୁ ସେ ଲଗାଇ ଦେଉଛନ୍ତି ପିଲାଙ୍କୁ ମାରିବା ରେ। ଏମିତି ସେ ଭୁଲ୍ କରିଛନ୍ତି ଯେଉଁଥି ପାଇଁ ତାଙ୍କୁ ଏତେ ନିର୍ଦ୍ଦୟ ଭାବରେ ମାଡ଼ ମରା ଯାଉଛି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ।
Hh
ବ୍ୟକ୍ତି ଜଣକ ହେଉଛନ୍ତି ପିଲା ମାନଙ୍କର ଶିକ୍ଷକ। ଶିକ୍ଷକ ହିସାବରେ ପିଲାଙ୍କୁ ତାଗିଦ୍ କରିବା ଭଲ ହେଲେ ଏଭଳି ଭୟଙ୍କର ମାଡ଼ ଦେବା ଆଦୌ ହେଲେ ମଧ୍ୟ ଉଚିତ ନୁହେଁ। ଏହା ତାମିଲନାଡୁ ର ତିରୁନାଭେଲି କୋଚିଂ ସେଣ୍ଟର୍ ର ଅଟେ। ଏହି ବେତ ପାହାର ପାଠ ନ ପଢିବା ପାଇଁ ନୁହେଁ। ବରଂ ଫାଙ୍କା ସମୟରେ ପିଲାମାନେ ସୋଇ ପଡ଼ିଥିଲେ ସେଥିପାଇଁ ଅଟେ। ପିଲାଙ୍କୁ ନିଦ ଆସିବାରୁ ସେମାନେ କ୍ଲାସ ସାରି ବିଶ୍ରାମ ନେଉଥିଲେ।
ଆଉ ଏହାପରେ ଯେତେବେଳେ ସାର ଏହା ଦେଖିଥିଲେ ତାଙ୍କର ମୁଣ୍ଡ କୁ ପିତ ଚଢ଼ି ଯାଇଥିଲା। ଆଉ ଗୋଟେ ପରେ ଗୋଟେ ପିଲା ମାନଙ୍କୁ ଏଭଳି ଭାବରେ ବାଡେଇ ଚାଲିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଅନେକ ଲୋକମାନେ ଦେଖି ସାରିଥିବା ବେଳେ ସାର ଙ୍କ ଏଭଳି ବ୍ଯବହାର କୁ ବିରୋଧ କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.