Movie prime

କୁନି ଝିଅ କହିଦେଲା ସେଦିନ ର ଘଟଣା...ମୋ ମାଆ କୁ ଧରି ଏମିତି କରି ଦେଲେ ସେମାନେ..

 
Hh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଙ୍କୁ ପିଟି ପିଟି ମାରି ଦେଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି।ମହିଳା ଙ୍କ ନାମ ହେଉଛି ଆରତୀ।ଆରତୀ ଦେଖିବା ପାଇଁ ଖୁବ୍ ସୁନ୍ଦର।କଥା,ଭାଷା ଓ ବ୍ୟବହାର ଠାରୁ ଆରମ୍ଭ କରି ଆରତୀ ଙ୍କୁ ରୂପରେ ଗୁଣରେ ସମସ୍ତେ ପ୍ରଶଂସା କରୁଥିଲେ।ଗତ ୯ ବର୍ଷ ତଳେ ଆରତୀ ରାଜୁ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ।
Gf
ଆରତୀ,ତାଙ୍କ ସ୍ଵାମୀ ଏବଂ କୁନି କୁନି ପିଲାଙ୍କୁ ନେଇ ହସଖୁଷି ର ସଂସାର ଥିଲା।କିନ୍ତୁ ଏହାରି ଭିତରେ ଆରତୀ ଏବଂ ତାଙ୍କ ସ୍ଵାମୀ ଙ୍କ ଭିତରେ କେମିତି କେଜାଣି ଝଗଡ଼ା ମଧ୍ୟ ହେଉଥିଲା। କିନ୍ତୁ ଗତକାଲି ରାତିର ଝଗଡ଼ା କିଛି ଅଲଗା ଥିଲା।କାରଣ ସେ ଝଗଡ଼ା ପରେ ପରେ ସକାଳ ହେଲା ବେଳକୁ ଆରତୀ ଙ୍କ ମୃ-ତ-ଦେ-ହ ଶାଶୁଘର ଭିତରୁ ବାହାରି ଥିଲା।
Vh
ଆରତୀ ଙ୍କ ଝିଅ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ବାପା ମା କୁ ପିଟି ପିଟି ମାରି ନାହାଁନ୍ତି,ବରଂ ବାପାଙ୍କ ସହିତ ତାଙ୍କ ଦାଦା ଓ ଜେଜେମା ମଧ୍ୟ ଆରତୀ ଙ୍କୁ ରାତିରେ ପିଟି ପିଟି ହ-ତ୍ୟା କରିଛନ୍ତି।ରାତିରେ ଘର ଭିତରେ ଆରତୀ ଛଟପଟ ହେଉଥିଲେ।ହେଲେ ସ୍ବାମୀ କିଛି ଶୁଣି ନଥିଲେ।ଆରତୀ ବହୁତ ଜୋରେ ଚିତ୍କାର ମଧ୍ୟ କରୁଥିଲେ,ଆଉ ଛାଡି ଦେବା ପାଇଁ କହିଥିଲେ। ହାତ ଧରି ନେହୁରା ହେଇଥିଲେ।
କିନ୍ତୁ ଦିଅର ଶାଶୁ ସ୍ବାମୀ କେହି କିଛି ଶୁଣୁ ନଥିଲେ।ଶେଷରେ ସମସ୍ତେ ମିଶି ଆରତୀ ଙ୍କୁ ଘର ଭିତରେ ଛଟପଟ କରି ମାରିଦେଲେ।ଗଞ୍ଜାମ ଜିଲ୍ଲାର ପାଇକ ସାହି ରେ ସ୍ତ୍ରୀ ଙ୍କୁ ଠେଙ୍ଗା ରେ ପିଟି ପିଟି ହ-ତ୍ୟା କରିଥିବା ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଗତକାଲି ରାତି ରେ ସ୍ବାମୀ ମାର ପିଟ କରୁଥିବା ଫୋନ କରି ନିଜ ମା ଙ୍କୁ ଜଣାଇଥିଲେ ଆରତୀ।ପରେ ଆରତୀ ଙ୍କ ବାପା ଓ ଘର ଲୋକ ବାରମ୍ବାର ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଫୋନ ସୁଇଚ ଅଫ ଥିଲା।କିନ୍ତୁ ସକାଳେ ଆରତୀ ଙ୍କ ମୃ-ତ୍ୟୁ ହୋଇଥିବା ସ୍ବାମୀ ଘରକୁ ଫୋନ କରି ଜଣାଇଥିଲେ।