Movie prime

୧୨ ଥର ପରୀକ୍ଷା ତଥାପି ବିଫଳ ଆଉ ଏବେ ହେଲା କିଛି ଏମିତି ଦେଖନ୍ତୁ

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିପାରିବେ ଯିଏ କି ଅନେକ ଥର ପରୀକ୍ଷା ଦେଉଛନ୍ତି ଆଉ କିଛି ଥର ଇଣ୍ଟର୍ଭ୍ୟୁ ବି ଦେଇଛନ୍ତି କିନ୍ତୁ ସେ ବିଫଳ ହୋଇଛନ୍ତି । ଲଗାତାର ପ୍ରୟାସ ପରେ ତାଙ୍କୁ ସଫଳତା ମିଳିଲା ନାହିଁ । 
Hh
ଏହି ବ୍ୟକ୍ତି ଜଣଙ୍କ ୧୨ ଥର ପରୀକ୍ଷା ଦେଇଛନ୍ତି ଆଉ ପାଞ୍ଚ ଥର ଇଣ୍ଟର୍ଭ୍ୟୁ ଦେଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ସେ ସଫଳ ହୋଇପାରି ନାହାନ୍ତି । ଏତେ ସବୁ ପରେ ମଧ୍ୟ ତାଙ୍କର ସିଲେକ୍ସନ୍ ହୋଇପାରି ନଥିଲା ।
UPSC ପରୀକ୍ଷା ରେଜଲ୍ଟ ବାହାରିଥିଲା ଯେଉଁଥିରେ ୧୦୧୬ ଜଣଙ୍କର ସିଲେକ୍ସନ ହୋଇଥିଲା । ଆଉ ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିପାରିବେ ଯିଏ କି ୧୨ ଥର UPSC ପରୀକ୍ଷା ଦେଇ ସାରିଲେଣି କିନ୍ତୁ ବିଫଳ ହୋଇଛନ୍ତି । 
ଏହାମଧ୍ୟରେ ସେ ୭ ଥର ମେନ୍ ପରୀକ୍ଷା ଲେଖିଥିବା ବେଳେ ୫ ଥର ଇଣ୍ଟର୍ଭ୍ୟୁରେ ମଧ୍ୟ ବସିଛନ୍ତି । ଏହି ବ୍ୟକ୍ତି ଜଣଙ୍କର ଭାଗ୍ୟ ଏଭଳି ଯେ ତାଙ୍କର ହୋଇ ପାରୁନାହିଁ ସିଲେକ୍ସନ । ଏହି ବ୍ୟକ୍ତି ଜଣକ ହେଉଛନ୍ତି କୋଲାର ।
Hh
ଏବେ ଏହି ବ୍ୟକ୍ତି ଜଣକ ଫାଇନାଲରେ ସିଲେକ୍ସନ ନହୋଇ ପାରିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କର ହସହସ ମୁହଁ ଆଉ ମନ ଭାବନାକୁ ନେଇ ଏବେ ଚର୍ଚ୍ଚା ହେଉଛି । ସେ ତାଙ୍କ ପ୍ରୟାସର ଏକ ପୋଷ୍ଟ ମଧ୍ୟ କରିଛନ୍ତି । ସେ ପୋଷ୍ଟ କରି ଲେଖିଛନ୍ତି ୧୨ ଥର ପରୀକ୍ଷା, ୫ ଥର ଇଣ୍ଟର୍ଭ୍ୟୁ ତଥାପି ନୋ ସିଲେକ୍ସନ । 
ଏହି ପୋଷ୍ଟରେ ସେ ତାହା ଲେଖି UPSC ଫାଟକ ବାହାରେ ଛିଡ଼ା ହୋଇଛନ୍ତି । ଏହାସହ ସେ ଲେଖିଛନ୍ତି ଜୀବନର ଅନ୍ୟନାମ ହେଉଛି ସଂଘର୍ଷ । ୨୦୨୨ ମସିହାରେ ମଧ୍ୟ ତାଙ୍କର ସିଲେକ୍ସନ ହୋଇ ନଥିଲା ।
ତାଙ୍କର ଏହି ପୋଷ୍ଟକୁ ନେଇ ଏବେ ଅନେକ ଚର୍ଚ୍ଚା ହେବା ସହ ଏହି କଥାକୁ ନେଇ ଅନେକ ଲୋକ ଅନେକ ପ୍ରକାରର କମେଣ୍ଟ ଦେଇଛନ୍ତି । କେହି କେହି ତାଙ୍କୁ ଦେଶର ଗର୍ବ ଆଉ ଗୌରବ ବୋଲି କହିବା ସହ କେହି କେହି ତାଙ୍କୁ ଚେଷ୍ଟା କର ବୋଲି କହିଛନ୍ତି । ଏବେ ଏହି ଭିଡିଓ ଆସିବା ପରେ ଅନେକ କିଛି ଶୁଣିବାକୁ ମିଳୁଛି ।