Movie prime

ପାଣି ଟାଙ୍କି ଭିତରେ ମ-ରି ପଡ଼ିଥିଲେ ୩୦ ମାଙ୍କଡ ଦେଖନ୍ତୁ ସେହି ପାଣିକୁ ପିଉଥିଲେ ୨୦୦ ପରିବାର ଯେତେବେଳେ ଜଣା ପଡ଼ିଲା ...

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ କିଛି ଅଞ୍ଚଳର ଖବର ଜାଣିପାରିବେ । ଏବେ ତ ସବୁଆଡେ ସପ୍ଲାଇ ପାଣି ଚାଲୁଛି । ଆଉ ଲୋକମାନେ ଏହାକୁ ପିଉଛନ୍ତି ।
କିନ୍ତୁ ଯେଉଁ ଟାଙ୍କିରୁ ପାଣି ଆସିଥାଏ ତାହା କେତେ ଯେ ସୁରକ୍ଷିତ ସେହି କଥା ସାଧାରଣ ଲୋକମାନେ ଜାଣି ନଥାନ୍ତି । ଏବେ ଏହି ପାଣିଟାଙ୍କିକୁ ନେଇ କିଛି ଖବର ଆସିଛି । ପାଣିଟାଙ୍କି ଭିତରେ ମରି ଯାଇଥିଲେ ୩୦ ମାଙ୍କଡ ।
Yy
ଏହାପରେ ଏକ ମାସ ପରେ ଏହି ଟାଙ୍କି ଭିତରୁ ବାହାରିଲା ପଚାସଢ଼ା ମୃ-ତଦେହ । କିନ୍ତୁ ଏହି ଟାଙ୍କି ଭିତରେ ମାଙ୍କଡ ମରିଛନ୍ତି ବୋଲି କେହି ଜାଣି ନଥିଲେ । ସେହି ଟାଙ୍କି ପାଣିକୁ ପିଉଥିଲେ ୨୦୦ ପରିବାର ।
ଦିନ ପରେ ଦିନ ବିତି ଯାଉଥିଲେ ମଧ୍ୟ କେହି ଜାଣି ପାରିନଥିଲେ କି ଏହି ପାଣିଟାଙ୍କି ଭିତରେ ମାଙ୍କଡ ମରିଯାଇଛି ବୋଲି । ଗୋଟିଏ କି ଦୁଇଟି ନୁହେଁ ବରଂ ୩୦ଟି ମାଙ୍କଡ ଏହି ପାଣିଟାଙ୍କି ଭିତରେ ମାରିଯାଇ ଭାସୁଥିଲେ । ଏହି ୩୦ଟି ମାଙ୍କଡ ପଚି ସଢି ଯାଇଥିଲେ ।
ଏବେ ଏହି ୩୦ ମାଙ୍କଡଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ପାଣିଟାଙ୍କିରୁ ପିଉଥିବା ୨୦୦ ପରିବାରର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ପାଇଁ ଏବେ ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।
Yhu
ଏଭଳି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା ନନ୍ଦିକୋଣ୍ଡା ମୁନିସପାଲଟି ଅଞ୍ଚଳରେ । ଏବେ ତାତି ଅସହ୍ୟ ହେଉଛି । ଆଉ ପାଣି ପିଇବା ପାଇଁ ଏହି ମାଙ୍କଡମାନେ ପାଣିଟାଙ୍କି ପାଖକୁ ଯାଇଥିଲେ । ଆଉ ସେଠାରେ ସେମାନେ ପାଣି ପିଇ ଫସି ଯାଇଥିଲେ ।
ଟାଙ୍କି ଉପରେ ଟିଣ ବାଟ ଦେଇ ଏହି ମାଙ୍କଡମାନେ ଯାଇଥିଲେ କିନ୍ତୁ ସେମାନେ ବାହାରି ପାରିନଥିଲେ ଆଉ ସେଠାରେ ତାଙ୍କର ମୃ-ତ୍ୟୁ ହୋଇଯାଇଛି ବୋଲି ସନ୍ଦେହ କରାଯାଉଛି । ନାଗାର୍ଜୁନ ପାଖରେ ଏହି ପାଣିଟାଙ୍କି ରହିଛି । ପାଣି ଗନ୍ଧ ହେବାରୁ ଲୋକମାନେ ଅଭିଯୋଗ କରିଥିଲେ ।
ଏହାପରେ ସେଠାକୁ ଯାଇ କର୍ମଚାରୀ ଦେଖିବାରୁ ମାଙ୍କଡ ମରି ପଡିଛନ୍ତି । ଏବେ ଏହି ମୁନିସପାଲଟି ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି ଲୋକମାନେ । ଏବେ ପୋଲିସ ଏହାର ତଦନ୍ତ କରୁଛି ।