Movie prime

ପ୍ରେମିକାକୁ ମାରିବାକୁ ୩୫୦୦୦/- ଟଙ୍କାର ବନ୍ଧୁକ କିଣିଲା ପ୍ରେମିକ ଧରା ପଡ଼ିଲା ସବୁ ପୋଲ ଖୋଲିଲା ଡେମୋ ଦେଖାଇଲା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରେମକୁ ନେଇ ଅନେକ ଭୟଙ୍କର ଘଟଣା ସମାଜରେ ଘଟୁଛି। ଅନେକ ଦୋଷୀ ଦଣ୍ଡ ମଧ୍ୟ ପାଉଛନ୍ତି। ହେଲେ ଏଭଳି ଘଟଣା କିନ୍ତୁ ଥମିବାର ନାଁ ଧରୁନାହିଁ।
ଏହି ଦିଗରେ ନିଜେ ସଚେତନ ହୋଇ ନିଜ ମାନସିକତାକୁ ପରିବର୍ତ୍ତନ କରିବା ଆବଶ୍ୟକ। ପ୍ରେମ ହେଉଛି ଶାଶ୍ଵତ, ଚିରନ୍ତନ ଓ ପବିତ୍ର। ଯେଉଁ ପ୍ରେମରେ ଅପରାଧ ଘଟୁଛି ସେହି ପ୍ରେମକୁ ପ୍ରେମ କୁହାଯାଏ ନାହିଁ। 
ତେବେ ବନ୍ଧୁଗଣ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ପ୍ରେମକୁ ନେଇ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ରାଇରଙ୍ଗପୁର ଥାନା ଅଁଳାଡୁବା ଗାଁର ଅର୍ଜୁନ ପଣ୍ଡାଙ୍କର ବିଶୋଇ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିଲା।
କିନ୍ତୁ କୌଣସି କାରଣରୁ ଅର୍ଜୁନଙ୍କର ଅନ୍ୟ ସ୍ଥାନରେ ବିବାହ ହୋଇଯାଇଥିଲା। ତେବେ ବାହାଘର ପରେ ଅର୍ଜୁନଙ୍କ ସହିତ ସମ୍ପର୍କ ରଖିବାକୁ ମନା କରିଦେଲେ ପୂର୍ବ ପ୍ରେମିକା। ବାରମ୍ବାର ମନା କରିବା ପରେ ମଧ୍ୟ ଅର୍ଜୁନ ପୁରୁଣା ପ୍ରେମିକାଙ୍କୁ ଦେଖା କରିବାପାଇଁ ଯାଉଥିଲେ। 
ଯୁବତୀ ଜଣକ ମାନେ କରିବାରୁ ଗତ ୯ ତାରିଖ ଦିନ ଅ-ଭି-ଯୁ-କ୍ତ ପ୍ରେମିକ ତାଙ୍କୁ ଅ-ପ-ହ-ର-ଣ କରି ଖଡ଼ଖାଇ ନଦୀ ପାଖକୁ ଆଣିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।
ଯାହା ଫଳରେ ଅ-ଭି-ଯୁ-କ୍ତ ଅର୍ଜୁନ ଗୁ-ଳି ମାଡ଼ କରିଥିଲା ପ୍ରେମିକାକୁ। ଏହାପରେ ଗୁଳି ମାଡ କରି ପ୍ରେମିକା ଏକ ସ୍ଥାନରେ ଲୁଚେଇ ରଖିଥିଲା ଅ-ଭି-ଯୁ-କ୍ତ ଅର୍ଜୁନ। ତେବେ ଗତକାଲି ଯୁବତୀ ଜଣକ ନିଜ ମାମୁଁଙ୍କୁ ଫୋନରେ ଘଟଣା ସମ୍ପର୍କରେ କହିଥିଲେ। 
ପରେ ପୋଲିସ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏବଂ ଅ-ଭି-ଯୁ-କ୍ତଙ୍କୁ ଅର୍ଜୁନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କୁ ନିକଟରୁ ଦେଶୀ ବ-ନ୍ଧୁ-କ, ତିନୋଟି ଅଫୁଟା ଗୁ-ଳି, ସ୍କୁଟି ଓ ଟାଟାମ୍ୟାଜିକ ଜବତ ହୋଇଛି।
ବନ୍ଧୁଗଣ ଅ-ଭି-ଯୁ-କ୍ତ ଅର୍ଜୁନ ପ୍ରେମିକାକୁ ଗୁଳି ମାଡ କରିବା ପାଇଁ ଝାଡ଼ଖଣ୍ଡରୁ ୩୫ ହାଜର ଟଙ୍କା ଦେଇ ବ-ନ୍ଧୁ-କ କିଣିଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।