Movie prime

୪୦ ପରିବାର ଗୋଟିଏ ହାଣ୍ଡି ଦେଖନ୍ତୁ କେମିତି ଗୋଟିଏ ପରିବାର ରେ ଏତେ ଜଣ କେମିତି ରୁହନ୍ତି କେମିତି ଚଳନ୍ତି ଦେଖନ୍ତୁ ଏହି ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ ଖବର ଦେଖିପାରିବେ । ଏହି ଭିଡିଓ ଏବେ ବହୁତ ପରିମାଣରେ ଭାଇରାଲ ହେଉଛି । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ଖବର ଜାଣିପାରିବେ । 
Special report
ଆଜିକା ସମାଜରେ ଲୋକମାନେ ସବୁବେଳେ ଅଲଗା ରହିବାକୁ ପସନ୍ଦ କରିଥାନ୍ତି । ଯେତେ ପରିବାରରେ ଲୋକ ରହୁଛନ୍ତି ସେମାନେ ସବୁବେଳେ ଅଲଗା ରୋଷେଇ କରି ଖାଇବାକୁ ଭଲ ପାଇଥାନ୍ତି । ଯେତେ ଭାଇ ସବୁ ଅଲଗା ଅଲଗା କରି ଖାଇଥାନ୍ତି ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଏମିତି କିଛି ପରିବାର ଅଛି ଯେଉଁଠାରେ ସେମାନେ ପରିବାରରେ ଅଧିକ ଲୋକ ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରୋଷେଇ କରାଯାଉଛି ।
ଟିକେ ମନ ମାଲିନ୍ୟ ହେଲେ ପରିବାର ଏକ ଥାଇ ମଧ୍ୟ ରୋଷ ଘର ଅଲଗା ଅଲଗା ହୋଇଯାଇଥାଏ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ରାୟଗଡା ଜିଲ୍ଲା ବିଷମ କଟକ ଅଞ୍ଚଳର ଆଇନଜିବୀ ଏସ ବାବୁ ରାଓଙ୍କ ପରିବାର ବିଷୟରେ ।
Special report
ପରିବାରର ବିଶେଷତ୍ଵ ହେଲା ସେମାନଙ୍କର ଗୋଟିଏ ରୋଷ ଘର ଅଛି । ଆଉ ସମସ୍ତେ ଏକାଠି ଖାଉଛନ୍ତି । ଏହି ପରିବାରର ସଦସ୍ୟଙ୍କ ସଂଖ୍ୟା ହେଉଛି ୪୦ ଜଣ । ସାତ ପୁଅ, ସାତ ବୋହୂ ଏବଂ ନାତି ନାତୁଣୀ ମିଶି ଏକାଠି ରହୁଛନ୍ତି ।
ଆଉ ଏହାସହ କଟକ ଜିଲ୍ଲାର ହରି ପ୍ରସାଦ ଗୁପ୍ତାଙ୍କ ପରିବାର ସଦସ୍ୟ ମଧ୍ୟ ଏକାଠି ଗୋଟେ ସ୍ଥାନରେ ରୋଷେଇ କରି ଖାଇଥାନ୍ତି । ଗୁପ୍ତାଙ୍କ ପରିବାରରେ ୨୬ ଜଣ ସଦସ୍ୟ ରହୁଛନ୍ତି । ଆଉ ସେମାନେ ଗୋଟିଏ ଘରେ ରହିଥାନ୍ତି । ଆଉ ଏହାସହ ସେମାନେ ଏକାଠି ରୋଷେଇ କରି ଖାଇଥାନ୍ତି ।
ସେମାନଙ୍କ ପରିବାରରେ ମନ ମାଳିନ୍ୟ ହୋଇଥାଏ କିନ୍ତୁ ସେମାନେ ସବୁବେଳେ ଏକାଠି ରହିଥାନ୍ତି । ଏହିଭଳି ପରିବାର ବହୁତ କମ୍ ଦେଖିବାକୁ ମିଳିଥାଏ । ଆଜିକା ସମାଜରେ ଏହିଭଳି ଲୋକ ବହୁତ କମ୍ ପରିବାର ରହିଛନ୍ତି । ଏବେ ଏହି ଭିଡିଓରେ ଆପଣମାନେ ଆଉ କିଛି ପରିବାର କଥା ଜାଣିପାରିବେ ।