Movie prime

ବୟସ ୪୧ ହେଲେ କାମ ପୁରା ଧୁରନ୍ଧର ଦେଖନ୍ତୁ କେମିତି ୫୫୦ ପିଲାଙ୍କ ...

 
Special Report
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ବ୍ୟକ୍ତିଙ୍କୁ ବୟସ ମାତ୍ର ୪୧ ବର୍ଷ ଅଟେ।କିନ୍ତୁ ସେ ୫୫୦ ଜଣ ପିଲାଙ୍କ ବାପା ଅଟନ୍ତି।
ଏହାଶୁଣି ଆପଣମାନେ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ।ସେ ହେଉଛନ୍ତି ନେଦର ଲ୍ୟାଣ୍ଡ ର ଯୁବକ ଯୋନାଧନ ଯାକବ ମେଜର।ସେ ବିବାହ କରି ଏତେ ପିଲାଙ୍କ ବାପା ହୋଇ ନାହାଁନ୍ତି।
ସେ ମହିଳା ମାନଙ୍କୁ ଶୁ-କ୍ରା-ଣୁ ଦାନ କରିଛନ୍ତି।ତାଙ୍କ ଶୁ-କ୍ରା-ଣୁ ର ପାଞ୍ଚ ସହ ପଚାଶ ପିଲା ଜନ୍ମ ହୋଇଛନ୍ତି।କିନ୍ତୁ ଭବିଷ୍ୟତ ରେ ସେ ଆଉ ଶୁ-କ୍ରା-ଣୁ ଦାନ କରିପାରିବେ ନାହିଁ।ଭବିଷ୍ୟତ ରେ ଯଦି ଶୁ-କ୍ରା-ଣୁ ଦାନ କରିବାକୁ ଚେଷ୍ଟା କରିବେ
ତାହେଲେ ତାଙ୍କୁ ମୋଟା ଅଙ୍କର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।୯୦ ଲକ୍ଷ କୋଟି ଟଙ୍କା ଜୋରିମାନା ଦେବାକୁ ପଡିପାରେ।ନେଦରଲ୍ୟାଣ୍ଡ ର କୋର୍ଟ ଏହା ଉପରେ ଵ୍ୟାନ ଲଗାଇଛନ୍ତି।
ଗୋଟିଏ ସଂଗଠନ ଏବଂ ଜଣେ ମା ଶୁ-କ୍ରା-ଣୁ ଦାନ କରିଥିବା ଯୋନାଧନ ଯାକବ ମେଜର ଙ୍କ ବିରୁଦ୍ଧରେ କୋର୍ଟ ର ଦ୍ୱାରସ୍ଥ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି।ଡଚ ନିୟମ ଅନୁସାରେ ୧୨ ରୁ ଅଧିକ ମହିଳାଙ୍କୁ ସ୍ପର୍ମ ଦେଇ ହେବନାହିଁ।
ଗାଇଡ ଲାଇନ ଅନୁସାରେ ଜଣେ ପୁରୁଷ ସର୍ବାଧିକ ୧୨ ଜଣ ମହିଳାଙ୍କୁ ଶୁ-କ୍ରା-ଣୁ ଦାନ କରିପାରିବେ।କିମ୍ବା ଏହି ସୂତ୍ରରେ ସର୍ବାଧିକ ୨୫ ଜଣ ପିଲାଙ୍କ ବାପା ହୋଇପାରିବେ।
ଜଣେ ପିଲା ତାର ଶତାଧିକ ଭାଇ ଭଉଣୀ ଥିବା ଜାଣିବା ପରେ ସେ ମାନସିକ ଦୁଶ୍ଚିନ୍ତା ରେ ପଡିଯିବ।ଏଥିପାଇଁ ଜଣେ ପୁରୁଷ ସର୍ବାଧିକ ୧୨ ଜଣ ମହିଳାଙ୍କୁ ଶୁ-କ୍ରା-ଣୁ ଦାନ କରିବା ପାଇଁ ଆଇନ ରହିଛି।କିନ୍ତୁ ଯୋନାଧନ ଯାକବ ମେଜର ୫୫୦ ରୁ ଅଧିକ ପିଲାଙ୍କ ବାପା ହୋଇଛନ୍ତି।
୨୦୦୭ ରୁ ସେ ଶୁ-କ୍ରା-ଣୁ ଦାନ କରି ଆସୁଛନ୍ତି।୨୦୧୭ ରେ ଏହା ଉପରେ ଵ୍ୟାନ ଲାଗିଥିଲା।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.