Movie prime

ଏଠି 5T ସଚିବ ବୁଲି ବୁଲି ଓଡ଼ିଶା ଦେଖିବେ ଆଉ ନେତା ମନ୍ତ୍ରୀ ଅର୍ଚ୍ଚନା ର କୋଳ ରେ ଶୋଇବେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ୫ଟି ସଚିବ ଙ୍କ ବୁଲିବାକୁ ନେଇ ଖୁବ ବିବାଦ ଲାଗି ରହିଛି। ଏହାକୁ ନେଇ ଅନେକ ଲୋକମାନେ ଅନେକ କଥା ମଧ୍ୟ କହୁଛନ୍ତି।
ଏବଂ ପାଣ୍ଡିଆନ ଙ୍କ ଗସ୍ତ କୁ ନେ଼ଇ ଏବେ ଚାରିଆଡ଼େ ମଧ୍ଯ ଖୁବ ବିରୋଧ ପ୍ରଦର୍ଶନ ହେଉଥିବା ଦେଖିବାକୁ ମିଳୁଛି। କେତେବେଳେ ଲୋକ ମାନେ ତାଙ୍କ ଉପରକୁ କାଳୀ ମାଡ଼ କରୁଛନ୍ତି ତ ଆଉ କେତେବେଳେ ସେ କଳା ପତାକା ଦେଖାଉଛନ୍ତି।
Special report
କଂଗ୍ରେସ ମଧ୍ୟ ଏହାର କଡ଼ା ବିରୋଧ କରିଛନ୍ତି। ଆଉ ସୌମ୍ୟ ରଂଜନ ଏବେ ପାଣ୍ଡିଆନ ଙ୍କ ବିରୁଦ୍ଧରେ ଯାହା କହିଛନ୍ତି ତାଙ୍କୁ ମଧ୍ୟ କଂଗ୍ରେସ ନେତା ମାନେ ସମର୍ଥନ କରିଛନ୍ତି। ସେମାନେ କହିଛନ୍ତି କି ୫ଟି ସଚିବ କାର୍ଯ୍ୟ ତଦାରଖ କରିବା ଆଡ ରେ ଖୁବ ବ୍ୟୟ ବରାଦ ମଧ୍ଯ କରୁଛନ୍ତି।
କୋଉଠି କ୍ୟାବିନେଟ୍ ର ପଇସା ମଞ୍ଜୁର ଅଛି ତ ଆଉ କେଉଁଠି ନାହିଁ। ସେ ସମ୍ପର୍କରେ କେହି ହେଲେ ମଧ୍ୟ କିଛି ଜାଣି ନାହାନ୍ତି। ସେ ଯେଉଁ ପଇସା ଖର୍ଚ୍ଚ କରୁଛନ୍ତି ସେହି ପଇସା କୁ ଭରଣା କରିବ କିଏ?
ରାସ୍ତା ମରାମତି ହୋଇ ପାରୁନାହିଁ ଡ୍ରେନ ମଧ୍ଯ ମରାମତି ହୋଇ ପାରୁ ନାହିଁ ଯାହା ଦ୍ବାରା ଲୋକ ମାନେ ମରୁଛନ୍ତି ହେଲେ ୫ଟି ସଚିବ ଙ୍କ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି ।। ଏହା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟ ଜନକ କଥା ଅଟେ।
Special report
କଂଗ୍ରେସ ମଧ୍ୟ ଏହା ପ୍ରଶ୍ନ କରିଛି କି ପାଣ୍ଡିଆନ ଯେଉଁ ହେଲିକପ୍ଟର ରେ ବୁଲୁଛନ୍ତି ଆଉ ପ୍ରତ୍ୟେକ ସ୍ଥାନକୁ ଯାଉଛନ୍ତି ସେ ଏଭଳି ଯିବା ପଛରେ ପ୍ରକୃତରେ କିଏ ଏତେ ମାତ୍ରାରେ ଟଙ୍କା ଖର୍ଚ୍ଚ କରା ଯାଉଛି।
ଏବେ ଏହାକୁ ଅଟହାସ୍ୟ କରି କୁହା ଯାଇଛି କି ସଚିବ ଦେଖୁଛନ୍ତି ଓଡ଼ିଶାକୁ ଓ ନେତା ଦେଖୁଛନ୍ତି ଅର୍ଚ୍ଚନା ଙ୍କୁ। ଏଭଳି ୫ଟି ସଚିବ ଙ୍କ ପାଇଁ ପ୍ରତ୍ୟେକ ଅଞ୍ଚଳର ଲୋକ ମାନେ ପ୍ରଶ୍ନ କରୁଛନ୍ତି।
ଯେତେବେଳେ ଏନେଇ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଗୁମର ଖୋଲିଛନ୍ତି ସେବେ ଠାରୁ ବିବାଦ ମଧ୍ୟ ଲାଗି ରହିଛି। ତେବେ ଆପଣ ଏହା ଦେଖିବା ପରେ ଆପଣଙ୍କ ଏଥିପ୍ରତି ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.