Movie prime
ଚାଲିଗଲେ କୋଟିପତି ଝାଡୁଦାର ଭୋଗ କରିପାରିଲେନି ଲକ୍ଷ ଲକ୍ଷ ଟଙ୍କା ଦେଖନ୍ତୁ ଏମିତି ହେଲା ଦେ-ହାନ୍ତ
 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ଅନେକ ପ୍ରକାରର ଘଟଣା ଜାଣି ପାରୁଥିବେ । ଆଉ ଏହି ସୋସିଆଲ ମିଡ଼ିଆ ହିଁ ଲୋକମାନଙ୍କ ପାଖରେ ଅନେକ ଜିନିଷ ପହଞ୍ଚାଇ ଦେଇଥାଏ । ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଜଣେ ସ୍ଵିପରଙ୍କର ଦେହାନ୍ତ ହୋଇଛି ।
ଆଉ ଏହି ଭିଡିଓ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ସତ ଅଟେ ।ଆଉ ଏହି ଘଟଣା ହେଉଛି ଜଣେ ସ୍ଵିପର ବ୍ୟାଙ୍କରେ ଲକ୍ଷ ଲକ୍ଷ ଟଙ୍କା ରଖିଛନ୍ତି । ଆଉ ଟଙ୍କା ରଖି ସେ ଏହାକୁ ଉପଭୋଗ କରିପାରିଲେ ନାହିଁ । ଆଉ ତାଙ୍କର ଦେହାନ୍ତ ହୋଇଗଲା । ଆଉ ଏବେ ଏହି ପଇସା କିଏ ନେବ । ଏହି ସ୍ୱିପର ଜଣକ ଏକ ହସ୍ପିଟାଲରେ କାମ କରୁଥିଲେ ।
ଆଉ ଏହି ବ୍ୟକ୍ତି ଜଣକ ପ୍ରୟାଗରାଜର କୋଟିପତି ବ୍ୟକ୍ତି ଅଟନ୍ତି । ଆଉ ସେ ହେଉଛନ୍ତି କୋଟିପତି ସ୍ଵିପର୍ । ଗତ ଶନିବାର ଦିନ କୋଟିପତି ସ୍ୱିପର୍ ଧୀରଜଙ୍କର ମୃ-ତ୍ୟୁ ଘଟିଛି ।ଆଉ ସେ ବ୍ୟାଙ୍କରେ ଛାଡ଼ି ଯାଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଆଉ ତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଏହି ଘଟଣା ସମସ୍ତଙ୍କ ମନରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ।
​​​​​​
ଆଉ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ସେ ୧୦ ବର୍ଷରୁ ଅଧିକ ଦିନର ଦରମା ରଖିଥିଲେ । ଆଉ ଏହି ଟଙ୍କା ଏବେ ଲକ୍ଷ ଲକ୍ଷ ହୋଇଛି । ଆଉ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଘଟଣା ପରେ ସେ କୋଟିପତି ବୋଲି ଜଣାପଡିଥିଲା ।ସେ ତାଙ୍କ ଆକାଉଣ୍ଟରେ ୭୦ ଲକ୍ଷ ଟଙ୍କା ଛାଡ଼ି ଯାଇଛନ୍ତି । ଆଉ ତାଙ୍କର ଘର ଆଉ ଟଙ୍କା ଅଛି । କିନ୍ତୁ ସେ ଏହାକୁ ଉପଭୋଗ କରିପାରିଲେ ନାହିଁ ।