Movie prime

ଭୋଟର ସହ ଆଧାର କାର୍ଡ ଲିଙ୍କ ହୋଇଛି କି ନାହିଁ ଦେଖନ୍ତୁ ଏମିତି ସମ୍ପୂର୍ଣ ସହଜ ଉପାୟରେ

 
Special Report
ଆପଣମାନେ ଜାଣିଥିବେ କିଛି ଦିନ ତଳେ ରାଜ୍ୟ ଇଲେକ୍ସନ କମିଶନ ତରଫ ରୁ ବଡ଼ ଘୋଷଣା କରାଯାଇଥିଲା। ତାହା ହେଉଛି ଯେଉଁ ମାନଙ୍କର ବୟସ ୧୮ ବର୍ଷ ହୋଇ ସାରିଛି ଓ ସେମାନଙ୍କ ପାଖରେ ଭୋଟର କାର୍ଡ ଅଛି ତାହେଲେ ସେମାନଙ୍କୁ ନିଜର ଭୋଟର କାର୍ଡ ସହିତ ନିଜର ଆଧାର କାର୍ଡ କୁ ଲିଙ୍କ କରିବାକୁ ପଡ଼ିବ।ଯାହାକି ଆମ ରାଜ୍ୟରେ ୪୫ ପ୍ରତିଶତ ଲୋକମାନେ ଭୋଟର କାର୍ଡ ସହିତ ନିଜର ଆଧାର କାର୍ଡ କୁ ଲିଙ୍କ୍ କରି ସାରିଛନ୍ତି।
କ୍ରୋମ୍ ଆପ ଓପନ୍ କରିବେ।ଏହାପରେ ଏନ୍ ଭି ଏସ ପି ଲେଖିବା ପରେ ସର୍ଚ୍ଚ କରିବେ।ଏହାପରେ ଲିଙ୍କ ଉପରେ କ୍ଲିକ୍ ପାରିବେ।ଏହାପରେ ଅନଲାଇନ୍ ଆପ୍ଲିକେସନ ଷ୍ଟାଟସ୍ ର ପେଜ ଆସିବ। ଏହାପରେ ଷ୍ଟେଟ୍ ର ନାମ ଲେଖିବେ ଲେଖିବେ।ଏହାପରେ ଆପଣ ଯେତେବେଳେ ଭୋଟର କାର୍ଡ ସହିତ ନିଜର ଆଧାର କାର୍ଡ କୁ ଲିଙ୍କ୍ କରିଥିବେ ସେତେବେଳେ ଏକ କୋର୍ଡ ଆସିଥିବ ତାହାକୁ ସେଠାରେ ଲେଖିବେ।ଏହାପରେ କ୍ଲିକ୍ କରିବେ।
ଏହାପରେ ଆପଣଙ୍କର ପ୍ରଥମ ନାମ,ଦ୍ଵିତୀୟ ନାମ, ଷ୍ଟେଟ୍ ନାମ ଏହିପରି ସବୁ ଆସିଯିବ।ଏହାପରେ ସବୁ ଚେକ୍ କରିବା ପରେ ଆପଣ ସବିମିଟ୍ ମାରିବେ। ଯଦି ଆପଣ ମାନେ ଆଧାର କାର୍ଡ ର ନମ୍ବର ଠିକ୍ ଦେଇଥିବେ ତାହେଲେ ସବିମିଟ୍ କରିବେ ନହେଲେ ଭୁଲ୍ ହୋଇଯାଇପାରେ। ତେଣୁ ଧ୍ୟାନ ଦେଇ କରିବେ।ଏହିଭଳି ଭଲରେ ନିଜ ମୋବାଇଲ୍ ମାଧ୍ୟମରେ ନିଜର ଭୋଟର କାର୍ଡ ସହିତ ନିଜର ଆଧାର କାର୍ଡ କୁ ଲିଙ୍କ୍ କରିଛନ୍ତି ବୋଲି ଜାଣି ପାରିବେ।
ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଯେଉଁମାନେ ଭୋଟର କାର୍ଡ ସହିତ ନିଜର ଆଧାର କାର୍ଡ କୁ ଲିଙ୍କ୍ କରିଛନ୍ତି ଯଦି ଜାଣିବାକୁ ଚାହୁଁଛନ୍ତି ଏଭଳି ଉପାୟ ରେ ଆପଣ ମାନେ ଜାଣି ପାରିବେ।କାରଣ ଅନେକ ଲୋକମାନେ ଭୋଟର କାର୍ଡ ସହିତ ନିଜର ଆଧାର କାର୍ଡ କୁ ଲିଙ୍କ୍ ହୋଇଛି କି ନାହିଁ ଜାଣି ପାରୁ ନାହାଁନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.