Movie prime

ହେ ଭଗବାନ, ମେଡିକାଲ ବେଡ ରେ ମରଣ ସହ ସଙ୍ଘର୍ଷ କରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ, ଆପଣ ଦେଖିଲେ ବି ଲୁହ ଝରି ପଡ଼ିବ

 
Special report
ଜଣେ ପ୍ରସିଦ୍ଧ ଅଭିନେତ୍ରୀ ବିଦେଶ ରୁ ଫେରିବା ପରେ ଅସୁସ୍ଥ ହୋଇ ଶେଷରେ ହସ୍ପିଟାଲ୍ ରେ ଭର୍ତି ହୋଇଛନ୍ତି।ସବୁବେଳେ ହସ ହସ ବଦନ ମୁହଁ ନେଇ ବୁଲୁଥିବା ଅଭିନେତ୍ରୀ ଙ୍କୁ ସତରେ କେମିତି କାହାର ଖରାପ ନଜର ଲାଗି ଯାଇଛି।
ନିଜର ଫ୍ୟାସନ ରେ ସମସ୍ତଙ୍କ ହୋସ ଉଡ଼ାଇ ଦେଉଥିବା ଅଭିନେତ୍ରୀ ରୋଗରେ ପଡି ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି ବୋଲି ଜଣାପଡିଛି।ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବହୁତ ଖରାପ ହୋଇଯାଇଛି।
ସେଥିପାଇଁ ତାଙ୍କୁ ହସ୍ପିଟାଲ୍ ରେ ଭର୍ତି ହେବାକୁ ପଡ଼ିଛି।ତେବେ ଏହି ଅଭିନେତ୍ରୀ ଜଣଙ୍କ ବିଦେଶ ରୁ ଫେରି ଆସିଛନ୍ତି।ନିକଟରେ ଅଭିନେତ୍ରୀ ଜଣଙ୍କ ବିଦେଶ କୁ ବୁଲିବାକୁ ଯାଇଥିଲେ।
ତେବେ ସେ ବିଦେଶ କୁ ସୁଟିଂ ପାଇଁ ଯାଇଥିଲେ କି ବୁଲିବାକୁ ଯାଇଥିଲେ ତାହା କେହି ଜାଣି ନାହାଁନ୍ତି।ମାତ୍ର ସେଠାରୁ ଫେରିବା ପରେ ସେ ବହୁତ ଅସୁସ୍ଥ ହୋଇ ପଡିଛନ୍ତି।
ଅଭିନେତ୍ରୀ ଜଣଙ୍କ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ହସ୍ପିଟାଲ୍ ବେଡ୍ ରେ ନିଜର ଏକ ଭିଡିଓ ବନାଇ ପୋଷ୍ଟ କରିଥିଲେ।
ଭିଡିଓ ରେ ସେ ବହୁତ ଅସୁସ୍ଥ ଅଛନ୍ତି ବୋଲି ସମସ୍ତଙ୍କୁ ଜଣାଇଛନ୍ତି।ସେ ତାଙ୍କର ବେମାର ସମ୍ପର୍କ ରେ ତାଙ୍କର ଜଣେ ବନ୍ଧୁଙ୍କ ସହିତ ଆଲୋଚନା କରିଥିଲେ।ସେହି ସମୟରେ ଡାକ୍ତର ତାଙ୍କୁ କଥା ହେବାକୁ ମନା କରିଛନ୍ତି।
ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଉର୍ଫି ଜାବେଦ।ଆପଣମାନେ ଉର୍ଫି ଜାବେଦ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ଏଭଳି ଡ୍ରେସ୍ ପିନ୍ଧି ଥାନ୍ତି ଅନେକ ଲୋକ ମାନେ ତାଙ୍କୁ କଟୁ କଥା କହିଥାନ୍ତି।
ବର୍ତ୍ତମାନ ସେ ମେଡିକାଲ୍ ରେ ପଡି ଥିବାରୁ ଅଲଗା ଦେଖା ଯାଉଛନ୍ତି।ତାଙ୍କର ଆଖି ଚାରି ପଟେ କଳା ଦାଗ ପଡି ଯାଇଛି। ପ୍ରଶଂସକ ମାନେ ବହୁତ ମନ ଦୁଃଖ ମଧ୍ୟ କରିଛନ୍ତି।
ବିନା ମେକ୍ ଅପ ଓ ଅସୁସ୍ଥ କାରଣରୁ ସେ ସମ୍ପୂର୍ଣ ଅଲଗା ଦେଖା ଯାଉଛନ୍ତି ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।