Movie prime

ଛି ଛି ଅଜା ହେଇ ନାତୁଣୀ ସହ ବହୁ ବାର କରୁଥିଲା ଦୁଷ୍କର୍ମ, ଆଉ ଆଇ ବି କରୁଥିଲା ଭିଡିଓ ହେଲେ ଦିନେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଖବର ଶୁଣାଇବାକୁ ଯାଇଛୁ ଯାହାକୁ ଶୁଣିବା ମାତ୍ରେ ହିଁ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ବର୍ତ୍ତମାନ୍ ଏଭଳି ହିଁ କିଛି ଘଟଣା ଘଟିଛି।
ଅଜା ନାତୁଣୀ କୁ କରିଛି ଦୁ-ଷ୍କ-ର୍ମ। ଏବଂ ଏହି ସମୟରେ ମୋବାଇଲ ରେ ଭିଡିଓ କରିଛି ଆଇ। ନାତୁଣୀ ର ମାଆ ମରିଯିବା ପରେ ସପ୍ତମ ରେ ପଢ଼ୁଥିବା ନାତୁଣୀ ମାମୁଁ ଘରେ ରହୁଥିଲେ।
ତାପରେ ସଲେଇବେଡା ପଞ୍ଚାୟତ ର ଥିବା କନ୍ୟାଶ୍ରମ ରେ ସପ୍ତମ ଶ୍ରେଣୀ ରେ ପାଠ ପଢୁଥିଲେ ନାତୁଣୀ। ଏବଂ ସେହି ସ୍କୁଲ ରେ ହିଁ ଶିକ୍ଷକ ଥିଲେ ଅଜା। ଅଜା ଙ୍କ ନାମ ମଧ୍ଯ ହେଉଛି ରାମଚନ୍ଦ୍ର ସୋଏ।
ଅଜା ନାତୁଣୀ କୁ ଦେଖି ସାରିବା ପରେ ତାଙ୍କୁ ନାତୁଣୀ ପଶନ୍ଦ ଆସି ଯାଇଥିଲେ। ଏହାପରେ ଅଜା ଯାଇ ପହଞ୍ଚି ଥିଲେ ନାତୁଣୀ ର ମାମୁଁ ଘରେ। ଅଜା ମଧ୍ୟ ମାମୁଁ କୁ କହିଲା କି ତାର ଝିଅ ନାହିଁ ବୋଲି ସେଥିପାଇଁ ତାଙ୍କ ଭାଣିଜି କୁ ନେଇ ଝିଅ କରି ରଖିବେ ବୋଲି ମଧ୍ୟ କହିଥିଲେ।
ଏହାପରେ ନାତୁଣୀ ଜଣକୁ ତାଙ୍କ ଘରକୁ ନେଇ ଯାଇଥିଲେ ଶିକ୍ଷକ ଥିବା ଏହି ଅଜା। ନିଜ ଘରକୁ ନେଇ ନାତୁଣୀ କୁ ମଧ୍ଯ ଦୁ-ଷ୍କ-ର୍ମ କରିଛି ଅଜା।ଅଜା ନାତୁଣୀ ଙ୍କ ସହ ବିତାଇଥିବା ସମସ୍ତ ଅନ୍ତରଙ୍ଗ ମୁହୂର୍ତ୍ତ
 ଏବେ ଗୋଟେ ମୋବାଇଲ ରୁ ଅନ୍ୟ ମୋବାଇଲ୍ କୁ ଘୁରି ବୁଲୁଛି। ଏବଂ ତାହା ଖୁବ୍ ଭାଇରାଲ୍ ହେବାରେ ମଧ୍ଯ ଲାଗିଛି। ଆଉ ଏହା ମଧ୍ଯ ସୁଚନା ମିଳିଛି କି ସେହି ଭିଡିଓ ଟି ମଧ୍ୟ କରିଛି ଆଇ।
ଆଇ ଏହି ଭିଡିଓ କରି ସାରିବା ପରେ ଅଜା ନିକଟକୁ ପଠାଇବା ବଦଳରେ ପଠାଇ ଦେଇଥିଲା , ଗ୍ରାମର WhatsApp ଗ୍ରୁପ୍ ରେ। ଏହାପରେ ଗ୍ରାମରେ ଥିବା ସମସ୍ତ ଲୋକ ମାନେ ମଧ୍ୟ ଏହି ଘଟଣା ସମ୍ପର୍କରେ ଜାଣି ଗଲେ।
ଅଜା ନାତୁଣୀର ସମାଜରେ ଥିବା ସମସ୍ତ ମାନ ଓ ଇଜ୍ଜତ କୁ ସାରି ଦେଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନାରେ।