Movie prime

ଅଜଣା କଲ୍ ଉଠାଉଛନ୍ତି କି ? ସାବଧାନ ନହେଲେ ପଡ଼ିବେ ଭୟଙ୍କର ବିପଦରେ ଦେଖନ୍ତୁ କେଉଁ ନମ୍ବର୍ ଉଠାଇବେ ନାହିଁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଅଜଣା କଲ୍ ରିଶିଭ କରୁଥିଲେ ହୋଇ ଯାଆନ୍ତୁ ସାବଧାନ। ହୋଇ ପାରନ୍ତି ଅନେକ ଅସୁବିଧାର ସମ୍ମୁଖୀନ। ଅଜଣା କଲ ରିସିଭ୍ କରୁ କରୁ ଚାଲି ଯାଇପାରେ ଆପଣଙ୍କ ଧନ।
ଆପଣ ମାନେ ଜାଣିଥିବେ କି ପଢା ଠାରୁ ଆରମ୍ଭ କରି ଚାକିରୀ ପର୍ଯ୍ୟନ୍ତ ସବୁଠାରେ ଏବେ ମୋବାଇଲ୍ ର କରାମତି। ସବୁକ୍ଷେତ୍ରରେ ମୋବାଇଲ୍ ନମ୍ବର୍ ପ୍ରଥମେ ଦିଆ ଯାଇଥାଏ।
ମୋବାଇଲ୍ ଏବେ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି। ଟଙ୍କା ନେବା ଆଣିବା ହେଉ କି ବ୍ୟାଙ୍କ ରେ ଟଙ୍କା ଯମା ରଖିବା ହେଉ ସବୁ ଏବେ ମୋବାଇଲ୍ ରେ ହେଉଛି।
ମାତ୍ର ଏବେ ମୋବାଇଲ୍ କୁ ନେଇ ସାବଧାନତା ଅବଲମ୍ବନ କରିବାର ସମୟ ଆସି ଯାଇଛି। ଟିକିଏ ଅସାବଧାନତା ଆପଣଙ୍କୁ ମଧ୍ଯ ବିପଦରେ ପକାଇ ପାରେ। ଟିକିଏ ମାତ୍ର ଭୁଲ ପାଇଁ ଆପଣଙ୍କ ସାରା ଜିବନର ମଧ୍ୟ ସଞ୍ଚିତ ଧନ ସରି ଯାଇ ପାରେ।
ଆପଣ ଯଦି ଟିକିଏ ସତର୍କ ହେବେ ନାହିଁ ତେବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଶୁନ୍ୟ ହୋଇ ଯାଇ ପାରେ। ହଁ ଦର୍ଶକ ବନ୍ଧୁ ଅଜଣା ନମ୍ୱର ରୁ କଲ୍ ଆସୁଥିଲେ ଆପଣ ମାନେ ଏବେ ସାବଧାନ ହୋଇ ଯାଆନ୍ତୁ।
ସେହି କଲ୍ କୁ ରିଶିଭ କରିବା ଆଗରୁ ସେଥିପାଇଁ ସହେ ଥର ମଧ୍ଯ ଚିନ୍ତା କରନ୍ତୁ। କାରଣ ଅଜଣା ନମ୍ୱର୍ ଦ୍ବାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଲିଙ୍କ୍ ଥିବା ନମ୍ୱର ଦ୍ବାରା ସବୁ ଟଙ୍କା ଖାଲି ହୋଇ ଯାଇ ପାରେ।
କେବଳ ସେତିକି ନୁହେଁ ଆଜ୍ଞା ଆପଣଙ୍କ ଗୋପନୀୟ ତଥ୍ୟ କୁ ମଧ୍ୟ କେହି ଜଣେ ଖୁବ ସହଜରେ ଚୋରୀ କରି ନେ଼ଇ ଯାଇ ପାରେ। ଆପଣ ଲୁଚାଇବାକୁ ଚାହୁଁଥିବା ଫୋଟୋ ଭିଡିଓ ମଧ୍ୟ ଭାଇରାଲ୍ ହୋଇପାରେ।
ତେଣୁ ଆପଣ ମାନେ ଏହି ଅଜଣା ନମ୍ୱର ପ୍ରତି ଖୁବ ସଚେତନତା ଅବଲମ୍ବନ କରନ୍ତୁ। ତେବେ ଯଦି ଆପଣ ମାନେ ନିଜେ ଯଦି ସାବଧାନ ରହିବେ ଓ ସଚେତନ ମଧ୍ଯ ରହିବେ ତେବେ କୌଣସି ଅସୁବିଧା ହେବ ନାହିଁ।