Movie prime

ଅଙ୍ଗନବାଡ଼ି ରେ ଆସିଲା Supervisor ନିଯୁକ୍ତି ନିଜ ନିଜ ଜିଲ୍ଲାରେ ମିଳିବ ବଡ ନିଯୁକ୍ତି ବିସ୍ତୃତରେ ଜାଣନ୍ତୁ କଣ ରହିଛି ପୁରା Update

 
Anganabadi
ଆଜି କାଲି ଯୁବପିଢି ମାନଙ୍କ ପାଇଁ ଚାକିରୀ ପାଇବାରେ ବହୁତ ସମସ୍ୟା ଦେଖାଯାଉଛି । ସମସ୍ତଙ୍କର ଚାକିରୀ ପ୍ରତି ଆଗ୍ରହ ଥିବାବେଳେ କିଛି ଯୁବପିଢି ଚାକିରୀ ପାଇବାରେ ସାମର୍ଥ୍ୟ ହେଇପରୁନାହାନ୍ତି । ବହୁତ୍ ଚେଷ୍ଟା କରି ମଧ୍ୟ ଚାକିରୀ ଖଣ୍ଡେ ମିଳିପାରୁନଥିବାରୁ ଯୁବପିଢି ମାନଙ୍କଠାରେ ବହୁତ୍ ସମସ୍ୟା ଦେଖିବାକୁ ମିଳୁଛି। 
କିନ୍ତୁ ଏବେ ଯୁବପିଢି ମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ବର୍ତ୍ତମାନ ଅଙ୍ଗୱାଡ଼ି ସୁପରଭାଇଜର ନିଯୁକ୍ତି ପାଇଁ ଏକ ନୂଆଁ ଅପଡେଟ ଆସିଛି । ଏହା ଆପଣଙ୍କର ସବୁ ଡିଷ୍ଟିକ ୱାଇଜ୍ ଆସିବ ଏବଂ ସବୁ ଡିଷ୍ଟିକ ଆପଣଙ୍କର ଅଲଗା ଅଲଗା ଭାକାନ୍ସି ଆସିବ ।
ଧରାଯାଉ ବାଲେଶ୍ୱର ଜିଲ୍ଲା ରେ 50 ଟି, ମୟୂରଭଞ୍ଜ ଜିଲ୍ଲା ରେ 40 ଟି ଏହିଭଳି ଭାବରେ ।ଏହା କେତେବେଳେ ଆସିବ, ପ୍ରଥମେ କଣ ହେଉଛିନା ସବୁ ଜିଲ୍ଲା କୁ ଗୋମେଣ୍ଟ କଣ କରୁଛନ୍ତି ନା ସେମାନେ ପଚାରୁଛନ୍ତି ଆପଣଙ୍କ ଜିଲ୍ଲାରେ ଯୋଉ ଅଙ୍ଗନୱାଡ଼ି ସେଣ୍ଟର୍ ଅଛି, ସେଥିରେ ଆପଣଙ୍କର କେତୋଟି ସୁପରଭାଇଜର୍ ପୋଷ୍ଟ ଅଛି । 
ଏବଂ ସେହି ଅନୁସାରେ ସବୁ ଜିଲ୍ଲା ରୁ ସାଂସନ ହୋଇସାରିଲା ପରେ ତାପରେ ଭେକ୍ୟାନସି ଟି ଆସିଯିବ। ବର୍ତ୍ତମାନ ସମୟରେ ଆମ ହାତରେ ଯୋଉ ନୋଟିଫିକେସନ ଟି ଲାଗିଛି ଏହା ଆପଣଙ୍କର ହେଉଛି ଜଗତସିଂପୁର ।
ଆପଣମାନେ ଦେଖି ପାରୁଥିବେ ଏଠି ନୋଟିଫିକେସନ ନମ୍ୱର ମଧ୍ଯ ଅଛି ଏବଂ ତାରିଖ ମଧ୍ଯ ଅଛି ୩୦.୦୬.୨୦୨୨ । ଡବ୍ଲୁ ଏଣ୍ଡ ସିଡି ମାନେ ଓମେନ୍ ଚାଇଲ୍ଡ କ୍ୟାର ଡିପାମେଣ୍ଟ ତରଫରୁ ଆସିଛି । ଆଇ. ସି. ଡ଼ି. ଏସ୍ ମାନେ ଅଙ୍ଗୱାଡ଼ି ସୁପରଭାଇଜର୍ ପଦବୀ ପାଇଁ ଆସିଛି । ଦେଖିପରୁଥିବେ ଏଥିରେ ଡିପାଟମେଣ୍ଟ ଏବଂ ଲେଟର ନମ୍ବର ମଧ୍ଯ ଅଛି । 
ଏବଂ ଏଥିରେ ଯେଉଁ ଅଫିସଆଲ୍ ଜିଲ୍ଲା ଯେଉଁ ରହୁଛନ୍ତି ସୋସିଆଲ ୱାଲଫିୟାର ଅଫିସର ତାଙ୍କ ଦସ୍ତଖତ ମଧ୍ଯ ଅଛି । ଆପଣଙ୍କୁ ନୋଟିଫିକେସନ ଟି ପ୍ରଭିଡ କରି ଦେବି ଆପଣମାନେ ନିଜେ ପଢ଼ି ପାରିବେ ।ଏଠି ସୁପରଭାଇଜର କେବଳ ଝିଅ ମାନେ ହିଁ ଆବେଦନ କରି ପାରିବେ ।
ପୁଅ ମାନଙ୍କ ପାଇଁ ସୁପରଭାଇସର୍ ଭେକ୍ୟାନସି ଆସିବ ନାହି। ଏଥିରେ ଆପଣଙ୍କର ୭୫ ଟି ଷ୍ଟ୍ରେଙ୍ଗଥ୍ ଅଛି । ଇନ ପୋଜିସନ୍ ହେଉଚି ୬୫ ଟି, ରେଗୁଲାର ୨୨ ଟି, କନଟ୍ରାକ୍ଚୁଆଲ ୧୪ ଟି । ଜଗତସଂହପୁର ପାଇଁ ୬୦ ରୁ ୬୫ ଟି ଭାକାନ୍ସୀ ଆସିବ । 
ମିନିମମ୍ ଯଦି ସବୁ ଜିଲ୍ଲା ରୁ କ୍ୟାଲକୁଲେସନ କରୁଛନ୍ତି, ସବୁ ଜିଲ୍ଲା ରୁ ୩୦ ଲେଖାଏଁ ବି ଯଦି ଯାଏ ଆପଣଙ୍କର ୧୦୦୦ ପାଖାପାଖି ୮୦୦,୯୦୦ ଭାକ୍ୟାନ୍ସି ରହୁଛି । ସେଥିପାଇଁ ଆପଣମାନେ ଏହି ନୋଟିଫିକେସନ୍ ଟିକୁ ଭଲ ଭାବରେ ପଢ଼ି ଦିଅନ୍ତୁ ।
ଆପଣମାନେ ଏଠି ଆସିମଧ୍ୟ ଏହି ଜୋବ୍ ବିଷୟ ରେ କମ୍ପ୍ଲିଟ ଡାଟା ପାଇଯିବେ । ବର୍ତ୍ତମାନ ଚାଲନ୍ତୁ ଜାଣିବା କେଉଁମାନେ ଏଥିରେ ଆବେଦନ କରି ପାରିବେ । ଟୋଟାଲ ଏଥିରେ ୫୦୦ ରୁ ଉର୍ଦ୍ଧ୍ବ ପଦବୀ ରହୁଛି । ଏହା ଅନଲାଇନ ରେ ଆବେଦନ କରିପାରିବେ । 
+୨ ପାସ୍ ପିଲା ଏଥିରେ ଆବେଦନ କରିପାରିବେ । ରିଟିନ ଏକ୍ସାମ୍ ହେବ । ବୟସ ୨୧ ରୁ ୩୮ ବର୍ଷ ମଧ୍ୟରେ ହେଇଥିଲେ ଆବେଦନ କରିପାରିବେ । ସାଲାରି ୧୫୫୦୦ ଟଙ୍କା ରହିବ । ସିଲାବସ୍ ରେ ଜିକେ ୨୦ ମର୍କ , ଗଣିତ ୫୦ ମାର୍କ, ରିଜାଇନିଗ୍ ଏଭିଲିଟ ୨୦ ମାର୍କ, ଇଂରାଜୀ ୧୦ ମାର୍କ । ଟୋଟାଲ ୧୦୦ ମାର୍କ ।