Movie prime

ତୋ ସ୍ତ୍ରୀ Trupti କୁ ଆଗ ଭୁଲ ମାଗ ଜଣେ ଭଲ ଶାଶୁ ଜଣେ ଭଲ ମା ହେଇ ଦେଖେଇଲେ Aparajita Mohanty

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏହି ଖବର ସବୁ ଆପଣମାନଙ୍କୁ ଅନେକ କିଛି ଜିନିଷ ଜଣାଇବାରେ ସାହାଯ୍ୟ କରିଥାଏ ।
ଆଉ ଏହିସବୁ ଘଟଣା ଆପଣମାନେ ଜାଣିବା ନିହାତି ଦରକାର । ଆଉ ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଲୋକମାନେ ଅନେକ ଖବର ବିଷୟରେ ଜାଣି ପାରୁଥିବେ । ଆଉ ଏବେ ତ ସୋସିଆଲ ମିଡିଆରେ ଓଲିଉଡକୁ ନେଇ ଅନେକ ଘଟଣା ବା ଖବର ଆସୁଛି। 
ଆଉ ଆପଣମାନେ ତ ସମସ୍ତେ ଓଲିଉଡ ଜଗତର ସୁପରଷ୍ଟାର ବାବୁଶାନ୍ ଆଉ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିଥିବେ । ଏହି ଦୁଇ ସିନେ କଳାକାରଙ୍କ ମଧ୍ୟରେ ପ୍ରେମ ସଂପର୍କ ଅଛି । ଆଉ ଏହି ଖବର ଏବେ ସାରା ରାଜ୍ୟରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏବେ ଏହି ଘଟଣାକୁ ନେଇ ଆଉ ଏକ ଖବର ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଏହି ଖବରଟି ହେଉଛି, ବାବୁଶାନ୍ ଘରକୁ ଆସିବା ପାଇଁ ସୂଚନା ମିଳିଛି । ଆଉ ତାଙ୍କର ମାଙ୍କର ଭାବନା ହେଉଛି, ବା ସେ କହୁଛନ୍ତି । ବାବୁଶାନ୍ ତୁ ମୋ ପୁଅ ଆଉ ତୁ ଭୁଲ କରିଲେ ବି ମୋ ପୁଅ ଆଉ ଠିକ୍ କରିଲେ ବି ତତେ ଆପଣେଇ ନେବି । ଆଉ ତୁ ଯଦି କ୍ଷମା ମାଗୁଛୁ ତୋ ସ୍ତ୍ରୀକୁ ମାଗେ । ଆଉ ମୁଁ ତ ତତେ କ୍ଷମା କରିଦେବି । ଆଉ ତୁ ତୋ ସ୍ତ୍ରୀକୁ କ୍ଷମା ମାଗେ ।
ଆଉ ତୋ ସ୍ତ୍ରୀ ତତେ କ୍ଷମା କରିଲେ ହିଁ ଭଲରେ ତତ୍ ସଂସାର ଚାଲିବ । ଆଉ ସେ ଝିଅ ବା ମୋ ବୋହୂ ବହୁତ କଷ୍ଟ ସହିଲାନି । ଆଉ ଏତେ କଷ୍ଟ ସେ ସହିପାରିବନି ।
ଆଉ ତୁ ତାକୁ କ୍ଷମା ମାଗେ ଆଉ ତତେ ସେ କ୍ଷମା କରିବ କି ନାହିଁ ସେ ଜାଣିଛି । ଆଉ ତୁ ପୁଣି ତୋର ପରିବାରକୁ ଫେରିଆ । ଆଉ ସେ ଝିଅ ଗୋଟେ ଛୋଟ ଛୁଆ ସହ ବହୁତ କଷ୍ଟରେ ରହୁଛି । ଆଉ ତୁ ତା ପାଖକୁ ଫେରିଆ । ଆଉ ପୁଣି ତୋ ସ୍ତ୍ରୀ ଆଉ ଆଉ ପୁଅ ସହ ସଂସାର ଗଢ଼।