Movie prime

Archana naag ଏବଂ Akhaya parija ଙ୍କ ମୁହଁରେ ଗୋଟିଏ କଥା ଦୋଷୀ ହେଉଛି ଗଣ ମାଧ୍ୟମ ଦେଖନ୍ତୁ ଦୁହିଁଙ୍କ ପ୍ରତିକ୍ରିୟା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଘଟଣା ବିଷୟରେ ତ ଜାଣିଥିବେ । ଏବେ ସବୁଆଡେ ଅର୍ଥାତ୍ ପୁରା ରାଜ୍ୟରେ ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗର ହିଁ ଚର୍ଚ୍ଚା ହେଉଛି ।
ଏହି ଲେଡୀ ଜଣଙ୍କ ତାଙ୍କ ରୂପ ଯୌବନର ସ୍ବାଦ ଅନେକ ନେତା ମନ୍ତ୍ରୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ଅନେକ ଧନୀ ଶ୍ରେଣୀର ଲୋକଙ୍କୁ ଫସାଇ ତାଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟ କରିଛନ୍ତି ।
ଆଉ ଏବେ ସେ ଜେଲରେ ଅଛନ୍ତି । ତାଙ୍କ ନାଁରେ ଯେଉଁ ମାମଲା ରୁଜ୍ଜୁ ହୋଇଛି ତାହା ଏବେ ଇଡି ସମ୍ଭାଳୁଛି ।
ଇଡି ହାତରେ ଏବେ ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗକୁ ନେଇ ଅନେକ ଖବର ଆସୁଛି । ଏହି ମହିଳା ଜଣଙ୍କ ନାଁରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି ।
ଆଉ ଏହି ଚତୁରୀ ସୁନ୍ଦରୀ ଅର୍ଚ୍ଚନା ପ୍ରଥମେ ଯେତେବେଳେ କୋର୍ଟକୁ ଯାଇଥିଲେ । ସେତେବେଳେ ମିଡ଼ିଆ ତାଙ୍କୁ ଘେରି ଯାଇଥିଲା । ଆଉ ଅନେକ ପ୍ରଶ୍ନ ପଚାରିଥିଲା ।
ଆଉ ସେହି ସମୟରେ ଲେଡୀ ବ୍ଲାକମେଲର ମିଡ଼ିଆଙ୍କୁ କହିଥିଲେ ମିଛରେ ତାଙ୍କୁ ବଦନାମ୍ କରନାହିଁ । ଯଦି ସଠିକ୍ ପ୍ରମାଣ ଅଛି ତାହେଲେ ସେହି ଖବର ପ୍ରଚାର କର । ଠିକ୍ ସେହିଭଳି ଫିଲ୍ମ୍ ପ୍ରଯୋଜକ ମଧ୍ୟ ମିଡ଼ିଆ ଉପରେ ଏମିତି ବର୍ଷିଛନ୍ତି ।
ସେ ମଧ୍ୟ ଦୋଷ ଦେଇ ଦେଉଛନ୍ତି ମିଡ଼ିଆବାଲାଙ୍କୁ । ଅର୍ଚ୍ଚନା ନାଗ ଏବଂ ଅକ୍ଷୟ ପରିଜା ମିଡ଼ିଆଙ୍କୁ ଦୋଷ ଦେଉଛନ୍ତି । ଆଉ କହିଛନ୍ତି କି ମିଛ ପ୍ରଚାର କରୁଛ ଆଉ ସଠିକ୍ ପ୍ରମାଣ ଆସିଲେ ଯାଇ ଖବର ପ୍ରଚାର କରନ୍ତୁ ।
ସେମାନେ କହୁଛନ୍ତି ପ୍ରମାଣ ରଖ ସତ କୁହ । ସେମାନେ ସବୁ ଜିନିଷ ପାଇଁ ଗଣମାଧ୍ୟମକୁ ଦାୟୀ କରୁଛନ୍ତି । କିଛି ରିପୋର୍ଟର ଭଲ ପ୍ରଚାର କରିବା ବଦଳରେ ଆଉ କିଛି ନ୍ୟୁଜ୍ ପ୍ରତିନିଧି ମିଛ ପ୍ରଚାର କରୁଛନ୍ତି । ଅର୍ଚ୍ଚନା ନାଗ ଏବଂ ଅକ୍ଷୟ ପରିଜା ସମାନ କଥା କହିଥିଲେ ।
କିନ୍ତୁ ତାଙ୍କ ଶବ୍ଦ ଅଲଗା ଥିଲା । ଏବେ ଇଡି ଅକ୍ଷୟ ପରିଜାଙ୍କୁ ଜେରା କରି ଚାଲିଛି । ଅକ୍ଷୟ ପରିଜାଙ୍କୁ ଏବେ ଅର୍ଚ୍ଚନା ମାମଲାରେ ଇଡି ଅନେକ ପ୍ରଶ୍ନ କରୁଛି ।
ତେବେ କଣ ରହିଥିଲା ଅକ୍ଷୟ ପରିଜା ଏବଂ ଶ୍ରଦ୍ଧାଞ୍ଜଳି ଭିତରେ । ଆଉ କାହିଁକି ତାଙ୍କୁ ବ୍ଲାକମେଲ କରୁଥିଲେ ଅର୍ଚ୍ଚନା । ଫିଲ୍ମ୍ ପ୍ରଯୋଜକ ଅକ୍ଷୟ ପରିଜା କଣ ଶ୍ରଦ୍ଧାଞ୍ଜଳି ସହ ସମ୍ପର୍କ ରଖିଥିଲେ ।
ଆଉ ଯେଉଁଥିପାଇଁ ତାଙ୍କୁ ହୋଟେଲକୁ ଡାକିଥିଲେ ଟଙ୍କା ଦେବାକୁ ଅର୍ଚ୍ଚନା । ଏହିସବୁ ପ୍ରଶ୍ନର ଉତ୍ତର ଏବେ ଇଡି ଖୋଜିବାରେ ଲାଗିଛି । ସେଥିପାଇଁ ଜେରା କରୁଛି । ଅକ୍ଷୟ ପରିଜାଙ୍କ ଠାରୁ ଅନେକ ତଥ୍ୟ ଇଡିକୁ ମିଳିବ । ଦେଖାଯାଉ ଏହି ଘଟଣା ଏବେ କେଉଁ ମୋଡ଼ ନେଉଛି ।