Movie prime

ଅର୍ଚ୍ଚନା ନାଗ ମାମଲାରେ କଣ କହିଲେ ମନ୍ତ୍ରୀ ଦେଖନ୍ତୁ

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଅର୍ଚ୍ଚନା ନାଗକୁ ନେଇ ଆସୁଥିବା ଅନେକ ଖବର ବିଷୟରେ ଆପଣମାନେ ତ ଜାଣିଥିବେ ।
ଏହି ଖବରକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ଅର୍ଚ୍ଚନା ନାଗ ଏଭଳି ଜଣେ ମହିଳା ଯିଏ ନିଜର ସୁନ୍ଦରତା ବଳରେ ଅନେକ ନେତା ମନ୍ତ୍ରୀ , ପ୍ରତିଷ୍ଠିତ ବ୍ୟକ୍ତି, ଧନୀ ବ୍ୟକ୍ତିଙ୍କୁ ଫସାଇ ତାଙ୍କ ସହ ଶା-ରୀ-ରି-କ ସଂପର୍କ ରଖୁଥିଲେ ।
ଆଉ ଏହି ସମ୍ପର୍କ ରଖିବାର ଭିଡିଓ ବନାଇ ଏହାକୁ ନେଇ ତାଙ୍କମାନଙ୍କୁ ବ୍ଲାକମେଲ କରି ତାଙ୍କ ଠାରୁ ଅନେକ ଟଙ୍କା ଲୁଟ କରୁଥିଲେ । ଏହି ପଇସାରେ ସେ ରାଜ ଉଆସ ଭଳି ଏକ ଘର ନିର୍ମାଣ କରିଥିଲେ । ସେହି ଘରେ ସେ ଏଭଳି ସବୁ ସମ୍ପର୍କ ରଖୁଥିଲେ ।
ଅର୍ଚ୍ଚନା ନାଗଙ୍କ ସହିତ ଅନେକ ନେତା ମନ୍ତ୍ରୀ ସମସ୍ତଙ୍କର ସମ୍ପର୍କ ଥିଲା । ଏହି ଅର୍ଚ୍ଚନା ନାଗଙ୍କ ଖବର ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଅର୍ଚ୍ଚନା ନାଗଙ୍କ ମାମଲାରେ ପୋଲିସ ତଦନ୍ତ ଚାଲିଛି । ଅନେକ ନେତା, ମନ୍ତ୍ରୀ ପ୍ରଶାସନ ମଧ୍ୟ ଏଥିରେ ସାମିଲ ଅଛନ୍ତି ।
ଅର୍ଚ୍ଚନା ନାଗଙ୍କ ମାମଲାରେ ପୁରା ରାଜ୍ୟ ଆଜି ସରଗରମରେ ଅଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଘେରିବାକୁ ପ୍ରୟାଶ କରିଥିଲେ ବିରୋଧୀ ଦଳ । ସେପଟେ ମନ୍ତ୍ରୀଙ୍କ ଘର ଆଗରେ ଘେରାଉ କରିଛି ପୋଲିସ ।
ମୁଖ୍ୟ ଗୃହମନ୍ତ୍ରୀ ତୁଷାରକାନ୍ତଙ୍କୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି । ତାଙ୍କ ନିରବତାକୁ ନେଇ ଅନେକ ପ୍ରଶ୍ନ ଆସୁଛି ।
ଅର୍ଚ୍ଚନା ନାଗଙ୍କ ସେ-କ୍ସ କାମରେ ଅନେକ ନେତା ମନ୍ତ୍ରୀଙ୍କ ନାଁ ଆସୁଛି । ଆଉ ଏହାକୁ ନେଇ ଏବେ ରାଜନୀତିକ ମାମଲା ସରଗରମ ଅଛି । ରାଜ୍ୟର ଅନେକ ନେତା ମନ୍ତ୍ରୀଙ୍କ ନାଁ ଏବେ ସାମ୍ନାକୁ ଆସୁଛି ।
ଏହି ଘଟଣାକୁ ନେଇ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ ମଧ୍ୟ କରିଥିଲେ । ଆଉ ଏହାସହ ଗୃହମନ୍ତ୍ରୀ ତୁଷାରକାନ୍ତଙ୍କ ଘରକୁ ମଧ୍ୟ ଘେରାଉ କରିଥିଲେ ଛାତ୍ର କଂଗ୍ରେସ ।
ଏହି ନେତାଙ୍କ ନାଁ ଆସୁଛି କିନ୍ତୁ ପୋଲିସ କୌଣସି ପ୍ରକାରର ଆକ୍ସନ ନେଉନାହିଁ । ଏହି ମାମଲାକୁ ନେଇ ପୋଲିସ ସେତେ ଗୁରୁତର ଭାବରେ ତଦନ୍ତ କରୁନାହିଁ । ଏବେ ଏହି ଘଟଣାକୁ ନେଇ ସବୁଆଡ଼େ ଚାଞ୍ଚଲ୍ୟ ଦେଖାଦେଇଛି ।
ଏହି ମାମଲା ଏବଂ ଅଭିଯୋଗକୁ ନେଇ ମଧ୍ୟ ମନ୍ତ୍ରୀ ତୁଷାରକାନ୍ତ କିଛି ପ୍ରତିକ୍ରିୟା ଦେଉନାହାନ୍ତି । ଦେଖାଯାଉ ଏହି ଘଟଣା ଏବେ କେଉଁ ମୋଡ଼ ନେଉଛି ।