Movie prime

ଅର୍ଚ୍ଚନା ଲଢ଼ିବେ ନିଜେ ନିଜ କେସ, ଦେବେ ଆଇନ ପରୀକ୍ଷା ତାପରେ ସବୁ ଙ୍କୁ ଗୋଟେ ଗୋଟେ କରି ଦେଖି ନେବେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଭିଡିଓ ପାଇପାରିବେ ।
ଆପଣମାନେ ସମସ୍ତେ ତ ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଖବର ଜାଣିଥିବେ । ଏହି ଲେଡୀ ଜଣକ ନିଜର ସୌନ୍ଦର୍ଯ୍ୟ ବଳରେ ଅନେକ ନେତା ମନ୍ତ୍ରୀ , ବଡ ବଡ ଲୋକ ଏବଂ ସମସ୍ତଙ୍କୁ ଫସାଇ ତାଙ୍କ ସହ ସମ୍ପର୍କ ରଖିଥାନ୍ତି । 
ଏହାପରେ ତାଙ୍କୁ ବ୍ଲାକମେଲ କରି ତାଙ୍କ ଠାରୁ ଅନେକ ଟଙ୍କା ଲୁଟ କରିଥାନ୍ତି । ଏହି ଲେଡୀ ଜଣକ ତାଙ୍କ ଠାରୁ ଟଙ୍କା ଲୁଟ କରି କୋଟିପତି ହୋଇ ଯାଇଛନ୍ତି । ଏହି ସୁନ୍ଦରୀ ଚତୁରୀ ଅର୍ଚ୍ଚନା ନାଗ ଏବେ ଜେଲରେ ଅଛନ୍ତି ।
ତାଙ୍କ ମାମଲାକୁ ଇଡି ତଦନ୍ତ କରୁଛି । ଇଡି ହାତରେ ଏବେ ଅନେକ ପ୍ରକାରର କଥା ଲାଗିଛି । ଏହି ଲେଡୀ ଚତୁରୀ ଅର୍ଚ୍ଚନା ନାଗ ଲ ବା ଆଇନ୍ ପାଠ ପଢୁଛନ୍ତି । ଏବେ ସେ କ୍ୟାପିଟାଲ ଲ କେଲଜର ଚତୁର୍ଥ ବର୍ଷର ଛାତ୍ରୀ ଅଟନ୍ତି ।  
ଏହି ଯୁବତୀ ଜଣକ ଏବେ ଆଇନ୍ ପାଠପଢ଼ାର ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି । ଏହି ଲେଡୀ ଜଣକ ଜେଲରେ ଥିବା ସମୟରେ ଆଇନ୍ ପାଠପଢ଼ାର ସପ୍ତମ ସେମିଷ୍ଟର ପରୀକ୍ଷା ଦେବାକୁ ଫର୍ମ ପୂରଣ କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ ।
ଆଉ ସେ ଫର୍ମ ପୂରଣ କରି ସାରିଲେଣି । ଏହି ବ୍ଲାକମେଲର ଅର୍ଚ୍ଚନା ନାଗ ଏବେ ଦେବେ ଲ ପରୀକ୍ଷା । ଏହି ଲେଡୀ ଜଣକ ଜେଲରେ ଅଛନ୍ତି । ଆଉ ଏହି ପରୀକ୍ଷା ସେ ଜେଲରେ ଦେବେ କି କଲେଜରେ ଦେବେ ସେକଥା ଜଣା ପଡ଼ିନାହିଁ ।
ଏହି ଲ ପରୀକ୍ଷା ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ । ଆଉ ଏହା ଫେବୃଆରୀ ୬ ତାରିଖରେ ଏହା ସରିବ । ଏବେ ଅର୍ଚ୍ଚନା ନାଗ ଦେବେ ଆଇନ୍ ପରୀକ୍ଷାର ସପ୍ତମ ସେମିଷ୍ଟର ପରୀକ୍ଷା ।
ଏହି ଲେଡୀ ବ୍ଲାକମେଲର ଜଣକ ଚତୁର୍ଥ ବର୍ଷର କ୍ୟାପିଟାଲ ଆଇନ୍ କଲେଜର ଛାତ୍ରୀ ଅଟନ୍ତି । ମୋଟ ୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
ଏହି ଭିତରେ ଯାଉଛନ୍ତି ଅର୍ଚ୍ଚନା ନାଗ ଜଣେ । ଏହି ଭିଡିଓରେ ଅର୍ଚ୍ଚନା ନାଗଙ୍କୁ ନେଇ ଅନେକ କଥା କୁହାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।