Movie prime

ଲୋକଙ୍କ ଟଙ୍କାରେ ଆୟସ କରୁଥିଲେ ଅର୍ପିତା ସବୁବେଳେ ଯାଉଥିଲେ ହୁକା ବାର ଦେଖନ୍ତୁ Exclusive Visual

 
Arpita mukharjee
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ ।
ଆଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଆଉ ସୋସିଆଲ ମିଡ଼ିଆ ପାଇଁ ଆମେ ଅନେକ ପ୍ରକାରର ଘଟଣା ବିଷୟରେ ଜାଣିପାରୁଛେ । ଆଉ ଏହି ଘଟଣା ସବୁ ଜାଣିବା ଦ୍ବାରା ଆମେ ଦେଶ ବିଦେଶ ବିଷୟରେ ଅନେକ ଘଟଣା ଜାଣିପାରୁଛେ । 
ଆଉ ଏବେ ସୋସିଆଲ ମିଡିଆରେ ଓଡ଼ିଆ ଆଉ ବେଙ୍ଗୋଲି ଫିଲ୍ମରେ ଅଭିନୟ କରୁଥିବା ଅର୍ପିତା ମୁଖାର୍ଜୀଙ୍କୁ ନେଇ ଗୋଟିଏ ଖବର ଭାଇରାଲ ହେଉଛି । ଆଉ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଉପରେ ଲାଗିଛି ସାଙ୍ଘାତିକ ଅଭିଯୋଗ ।
ତାଙ୍କ ମନ୍ଦ କାରଣକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ପଶ୍ଚିମ ବଙ୍ଗ ଶିକ୍ଷକ ନିଯୁକ୍ତି ସ୍କାମକୁ ନେଇ ଏବେ ସେ ଚର୍ଚ୍ଚାରେ ଅଛନ୍ତି।  
ତାଙ୍କୁ ଇଡି ଗିରଫ କରିଛି । ଆଉ ତାଙ୍କର ଅନେକ ବ୍ୟକ୍ତିଗତ କଥା ମଧ୍ୟ ଖୋଲୁଛି ଗୁମର । ତେବେ ଏବେ ବଡ଼ ପ୍ରଶ୍ନ କି ଅର୍ପିତା ମୁଖାର୍ଜୀଙ୍କ ଘରକୁ କେମିତି ଆସିଲା ୨୦ କୋଟି ଟଙ୍କାର କ୍ୟାସ ?
ଶିକ୍ଷକ ନିଯୁକ୍ତି ସ୍କାମରେ ଆଡେ ଅର୍ଥକୁ ଅର୍ପିତାଙ୍କ ଘରେ ରଖା ଯାଇଥିଲା କି ? ଅନେକ ଥର ଅର୍ପିତାଙ୍କୁ ଟିଏମସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । ୨୦୨୦ ମସିହାରେ ସେ ଦୁର୍ଗାପୂଜା ଆୟୋଜନର ବ୍ରାଣ୍ଡ ଆମ୍ବାସଟର ମଧ୍ୟ ଥିଲେ । 
ତାଙ୍କ ଘରୁ ଏତେ କ୍ୟାସ୍ ମିଳିବା ମମତା ଦିଦି ଆଉ ଟିଏମସି ପାଇଁ ଅଡ଼ୁଆ ସୃଷ୍ଟି କରିଛି । ଅର୍ପିତା ୨୦୦୮ ରୁ ୨୦୧୪ ପର୍ଯ୍ୟନ୍ତ ଫିଲ୍ମରେ ଅଭିନୟ କରିଥିଲେ । ସେ ୬ଟି ଓଡ଼ିଆ ଫିଲ୍ମରେ ଅଭିନୟ କରିଥିଲେ । ସେ ମଡେଲିଙ୍ଗ ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ସେ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ ।
କୌଣସି ରାଜନୈତିକ ଦଳ ସହ ତାଙ୍କର ସଂପର୍କ ନଥିବା ସେ କହିଛନ୍ତି ଇଡିରେ । ଇଡି ଏବେ ତାଙ୍କ ଘରୁ ବାହାରିଥିବା ୨୦ କୋଟି ଟଙ୍କା କେଉଁଠୁ ଆସିଲା ଏହାର କାରଣ ବାହାର କରିବ ।u