Movie prime

ଅର୍ପିତା ମୁଖାର୍ଜୀ ଙ୍କ ସହ ଓଡ଼ିଆ ଲିଙ୍କ ଦେଖନ୍ତୁ Gungun ଙ୍କ ସହ ଫଟୋ ହେଉଛି Viral

 
Viral news

କରୋନା ପରବର୍ତ୍ତୀ ସମୟରେ ଓଲିଉଡ଼ ଟେ ଫିଲ୍ମ୍ ହେଉନଥିଲା।ଓଡ଼ିଆ ଚଳଚ୍ଚିତ୍ର ଜଗତ ଛୋଟିଆ ଜଗତ ଟିଏ।କେତେଜଣ ଅଭିନେତା ଆଉ ଅଭିନେତ୍ରୀ ହାତ ଗଣତି ପଇସା କୁ ନେଇ ପ୍ରଯୋଜକ ମାନେ ଏଠାରେ ଚଳଚ୍ଚିତ୍ର କରି ପଇସା ଆଦାୟ କରିବା

ପାଇଁ ସ୍ବପ୍ନ ଦେଖିବା ବହୁତ କଷ୍ଟକର ହୋଇଥାଏ।ତାହାରି ଭିତରେ ଏତେ ବିବାଦ ଆସିବାକୁ ଲାଗୁଛି। ପାରିବାରିକ ବିବାଦ ଆସୁଛି।

ବର୍ତ୍ତମାନ ଅଭିନେତା ବାବୁଶାନ୍ ଙ୍କୁ ନେଇ ବିବାଦ ଲାଗି ରହିଛି ସେହିପରି ପୂର୍ବରୁ ଅଭିନେତା ଅନୁଭବ ମହାନ୍ତି ଙ୍କୁ ନେଇ ମଧ୍ୟ ବିବାଦ ଦେଖା ଦେଇଥିଲା
।ତାହାରି ଭିତରେ ବାହାରୁ ଆମଦାନୀ କରାଯାଇଥିବା ଅଭିନେତ୍ରୀ ମାନଙ୍କୁ ନେଇ ବିଭିନ୍ନ ସମୟରେ ବିବାଦ ଦେଖା ଦେଉଛି।ଓଡ଼ିଶାରେ କଣ ଅଭିନେତ୍ରୀ ମାନେ ନାହାନ୍ତି।ଓଡ଼ିଶାରେ କଣ ଅଭିନୟ କରିବା ପାଇଁ ଅଭିନେତା କି ଅଭିନେତ୍ରୀ ମାନେ ନାହାନ୍ତି।
ବିଭିନ୍ନ ସମୟରେ ପଶ୍ଚିମବଙ୍ଗର ଉପରେ ସାଇଥ ଇଣ୍ଡଷ୍ଟ୍ରି ଉପରେ କାହିଁକି ନିର୍ଭର କରାଯାଉଛି।ବାହାରୁ ଆମଦାନୀ କରାଯାଇଥିବା ଏହି ଅଭିନେତ୍ରୀ ମାନଙ୍କୁ ନେଇ ବିଭିନ୍ନ ସମୟରେ ଓଲିଉଡ଼ ମଧ୍ୟ ନିନ୍ଦନୀୟ ହେଉଛି।
ବିବାଦ ଭିତରେ ସମସ୍ତେ ଫସୁଛନ୍ତି।ଓଡ଼ିଶାରେ ଅନେକ ଗୁଡ଼ିଏ ଅଭିନେତ୍ରୀ ବହୁତ ଭଲ ଅଛନ୍ତି। ବହୁତ ସୁନ୍ଦର ଅଭିନୟ କରିଥାନ୍ତି।ଅର୍ପିତା ମୁଖାର୍ଜୀଙ୍କ ସହ ଗୁଙ୍ଗୁନ୍ ମହାନ୍ତିର ସନ୍ଦେହଜନକ ଲିଙ୍କ୍।ବର୍ତ୍ତମାନ ଜଣାପଡୁଛି।
ଯଦି କିଛି କରି ନାହାନ୍ତି ତାହେଲେ ଯେଉଁଠି ତାଙ୍କ ନାମ ଉଠୁଛି ସେଠାକୁ ସିଧାସଳଖ ଯାଇ ପ୍ରତିବାଦ କରିବା ଉଚିତ।ପ୍ରତିବାଦ ଯଦି ନ କରିବେ ତାହେଲେ ନିଜେ ସେଇଟା ସ୍ବୀକାର କରିବାକୁ ପଡ଼ିବ ଯେ ଦୋଷୀ।
ବର୍ତ୍ତମାନ ଏଥିରେ ଅନେକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି।ଅର୍ପିତା ଙ୍କ ଟଙ୍କା ବାହାରିବାକୁ ନେଇ ସନ୍ଦେହ ରେ ଅନେକ ଆସୁଛନ୍ତି। ଗୁନ୍ ଗୁନ୍ ତାଙ୍କର ଭଲ ବାନ୍ଧବୀ ହୋଇ ପାରନ୍ତି।ନହେଲେ ଗୁନ୍ ଗୁନ୍ ତାଙ୍କ ଦ୍ଵାରା କିଛି ଲାଭ ପାଇଥିବେ।