Movie prime

ଅଭିନେତ୍ରୀ ଙ୍କ ଘରୁ ମିଳିଲା ୨୦ କୋଟି ଯିଏ ଦେଖୁଛି ସେ ହେଉଛି ଆଶ୍ଚର୍ୟ୍ଯ ଦେଖନ୍ତୁ ଏହି ରିପୋର୍ଟ

 
Viral news
ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢ଼ାଉ କରିଥିଲା ଇଡି । ଚଢ଼ାଉ ବେଳେ ନଗଦ ୨୦ କୋଟି ଟଙ୍କା ଜବତ କରାଯାଇଛି । ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ପଶ୍ଚିମବଙ୍ଗର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପରେଶ ଅଧିକାରୀ, ବିଧାୟକ ମାନିକ ଭଟ୍ଟାଚାର୍ଯ୍ୟଙ୍କ ଅଫିସ ଓ ବାସଭବନର ମଧ୍ୟ ରେଡ୍ କରାଯାଇଛି ।
ଏବେ ପ୍ରଶ୍ନ ଉଠୁଛି ଅର୍ପିତା ମୁଖାର୍ଜୀ କିଏ? ବେଙ୍ଗଲୀ ଫ୍ଲିମ୍ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ହେଉଛନ୍ତି ଅର୍ପିତା ମୁଖାର୍ଜୀ । ତେବେ ଅଧିକାଂଶ ଫ୍ଲୀମ ରେ ତାଙ୍କୁ ସାଇଡ ହିରୋଇନ୍ ଭାବେ ଦେଖିବାକୁ ମିଳୁଛି। ସୁପରଷ୍ଟାର ପ୍ରସେନଜିତଙ୍କ ସହ ମଧ୍ୟ କାମ କରିଛନ୍ତି । ଏବଂ ଓଡ଼ିଆ ସିନେମା ରେ ସେ ମଧ୍ୟ ରୋଲ କରିଛନ୍ତି। 'ତୋର ମୋର ଯୋଡ଼ି ସୁନ୍ଦର', 'ମୁ କଣ ଏତେ ଖରାପ' ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। 
ଅନେକ ତାମିଲ ଫ୍ଲୀମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି। ନକଟଲା ଉଦୟନ୍ ସଂଘ ନାମକ କମିଟିର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି ପାର୍ଥ ଚାଟାର୍ଜୀ । ପଶ୍ଚିମବଙ୍ଗ ରେ ବଡ଼ ଦୁର୍ଗାପୂଜା କମିଟି ମଧ୍ୟରୁ ଏହା ଅନ୍ୟତମ। ୨୦୧୯ ଓ ୨୦୨୦ ଏହି କମିଟି ପାଇଁ ପ୍ରମସନ୍ କରିଥିଲେ ଅର୍ପିତା ମୁଖାର୍ଜୀ।
ପାର୍ଥ ଚାଟାର୍ଜୀ ଅର୍ପିତାଙ୍କ ଘରକୁ ବାରମ୍ବାର ଯାଉଥିବାର ମଧ୍ୟ ସୂଚନା ମିଳିଛି। ତେବେ ସେଇଥି ପାଇଁ ବୋଧ ହୁଏ ଅର୍ପିତା ମୁଖାର୍ଜୀ ଙ୍କ ଘରେ ଇଡି ରେଡ କରିଥିଲେ। ତାଙ୍କ ଘରୁ ଯେଉଁ ସୂଚନା ମିଳୁଛି ୨୦ କୋଟି ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ୍ ସମୟରେ ଏହି ଅର୍ପିତା ମୁଖାର୍ଜୀ ଙ୍କୁ ନେଇ ଚର୍ଚ୍ଚା ।