Movie prime

କିଶୋର ଭାଇନାଙ୍କ ପରେ ଏବେ BMC ର ମିଠା ଦୋକାନ ରେ ଟାର୍ଗେଟ ଦେଖନ୍ତୁ ପୁଣି.....

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆଜିକାଲି ହୋଟେଲ ମାନଙ୍କରେ ସବୁ ଖାଦ୍ୟରେ ରଙ୍ଗ ଆଉ ତେଲ ଅଧିକ ପରିମାଣରେ ମିଶାଉଥିବାରୁ ଲୋକ ମାନଙ୍କର ଦେହ ଅସୁସ୍ଥ ହେଉଛି। ହୋଟେଲରେ ଲୋକେ ମାନଙ୍କୁ ବାସି ଖାଦ୍ୟ ଦେବା ବି ଠିକ୍ ନୁହେଁ। କାରଣ ଲୋକ ମାନେ ଏହି ରଙ୍ଗ ମିଶା ଓ ବାସି ଖାଦ୍ୟକୁ ଖାଇ ଅନେକ ରୋଗରେ ପଡ଼ିତ ହେବାର ସମ୍ଭାବନା ମଧ୍ୟ ରହିଛି। ଆଉ ଏବେ ଆଗକୁ ପୂଜା ଆସୁଥିବାରୁ ଲୋକ ମାନେ ସବୁ ଦୋକାନରୁ ପ୍ରାୟ ସମସ୍ତ ଘରକୁ ମିଠା କିଣିକି ନେଇଥାନ୍ତି। 
ଯାହାଫଳରେ ଦୋକାନୀ ମାନେ ଚାଲାଖ ହେଇ ବାସି ମିଠା ଆଉ ରଙ୍ଗ ମିଶାଇଦେଇ ଲୋକ ମାନଙ୍କୁ ଠକି ଦେଇଥାନ୍ତି। ଏବେ ସୋସିଆଲ ମିଡିଆରେ ଏହି ଘଟଣାଟି ଭାଇରାଲ୍ ହେବାକୁ ଲାଗିଛି। ଆଗକୁ ପୂଜା ଆସୁଥିବାରୁ BMC ଫୁଡ୍ ସ୍କ୍ୱାଡ ଟିମ ସବୁ ମିଠା ଦୋକାନ ବୁଲି ବୁଲି କୋଉ ଥିରେ ରଙ୍ଗ ମିଶିଚି କି ନାଇ ଯାଞ୍ଚ କରୁଛି। କଟକ ସହରର ବିଭିନ୍ନ ମିଠା ଦୋକାନରେ ଛକା ମାରିଥିଲା କଟକ ମହାନଗର ନିଗମର BMC ଫୁଡ୍ ସ୍କ୍ୱାଡ। 
ଆଗକୁ ପୂଜା ଆସୁଥିବାରୁ ଏହି ସମୟରେ ଅଧିକ ମାତ୍ରାରେ ମିଠା ବିକ୍ରୀ ହୋଇଥାଏ। ଆଉ ମିଠା ଦୋକାନୀ ମାନେ ଏହି ସମୟରେ ଅଧିକ ଚାଲାଖ ହେଇ ବାସି ମିଠା ଆଉ ରଙ୍ଗ ମିଶା ମିଠା ଗ୍ରାହକ ମାନଙ୍କୁ ଦେଇଥାନ୍ତି। ମିଠା ଦୋକାନୀ ମାନେ ସକାଳେ ତିଆରି କରିଥିବା ମିଠାକୁ ରଖିଦେଇ ଗ୍ରାହକ ମାନଙ୍କୁ ରାତିରେ ବିକ୍ରି କରିଥାଆନ୍ତି। ଯାହା ଫଳରେ ଲୋମାନେ ଘୋର ଅସୁବଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ BMC ଫୁଡ୍ ସ୍କ୍ୱାଡ ଟିମ୍ ବୁଲି ବୁଲି ସବୁ ଦୋକାନ ଯାଞ୍ଚ କରୁଛି। 
ଦୋକାନୀ ମାନେ କେଉଁ ମାନର ମିଠା ବିକ୍ରି କରୁଛନ୍ତି, ତାହା ଜାଣିବା ପାଇଁ ଆଜି ଯାଞ୍ଚ କରିଛି BMC ଫୁଡ୍ ସ୍କ୍ୱାଡ ଟିମ। ଯାଞ୍ଚ କରିବା ସମୟରେ ବାସି ମିଠା ଆଉ ରଙ୍ଗ ମିଶା ମିଠା ପାଇଛନ୍ତି BMC ଫୁଡ୍ ସ୍କ୍ୱାଡ ଟିମ। ମିଠାର ମାନ ଯାଞ୍ଚ କରିବା ପରେ BMC ଫୁଡ୍ ସ୍କ୍ୱାଡ ଟିମ କିଛି ଦୋକାନକୁ ସିଲ୍ କରିଦେଇଛନ୍ତି। ଆଉ ଏହା ସହ ଆଉ କିଛି ଦୋକାନୀଙ୍କୁ ତାଗିତ କରିଛନ୍ତି BMC ଫୁଡ୍ ସ୍କ୍ୱାଡ ଟିମ।