Movie prime

ଶେଷରେ ମୁଁହିଁ ଖୋଲିଲେ Babushan Mohanty - ମୁଁ ଆଉ Prakruti Mishra ଙ୍କ ସହ ଆଉ କାମ କରିବି ନାହିଁ

 
Babushan
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ ।
ଆଉ ଏବେ ସୋସିଆଲ ମିଡିଆରେ ଓଲିଉଡ ଷ୍ଟାର ବାବୁଶାନ୍ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପ୍ରେମ କାହାଣୀ ବିଷୟରେ ଆପଣମାନେ ସମସ୍ତେ ଶୁଣିଥିବେ । ଆଉ ଏହି ଘଟଣା ଏବେ ସବୁ ଆଡେ ସବୁ ରାଜ୍ୟରେ ଚର୍ଚ୍ଚା ହେଉଛି ।
ଆଉ ଏହି ଘଟଣାକୁ ନେଇ ଏବେ ଏବେ ଅନେକ ପ୍ରକାରର ନୂଆ ନୂଆ ମୋଡ଼ ଆସୁଛି । ବିଭିନ୍ନ ପ୍ରକାରର ଅର୍ଥାତ୍ ଏହି ଘଟଣା ସଂପର୍କରେ ବାବୁଶାନ୍ ଆଉ ପ୍ରକୃତି, ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ଆଉ ଅନେକ ରାଜନେତା ମଧ୍ୟ ମତ ଦେଇଛନ୍ତି । ଆଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ ସୃଷ୍ଟି କରିଛି । 
ଆଉ ଏବେ ଏବେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ବାବୁଶାନ୍ ମହାନ୍ତି କ୍ୟାମେରା ସାମ୍ନାରେ କିଛି କଥା ବା ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି, ମୁଁ ଚେନ୍ନାଇ ଉତ୍କଳ ସମାଜ ପାଇଁ ଆସିଥିଲି । ଆଉ ସେଠାକୁ ପ୍ରକୃତି ମିଶ୍ରଙ୍କୁ ବି ଡକା ଯାଇଥିଲା । ଆଉ ସେ ବି ଆସିଥିଲେ । ଆଉ ମୋର ନୂଆ ଫିଲ୍ମ୍ ବିଷୟରେ ମୁଁ ସେଠାରେ କହିବାକୁ ଯାଇଥିଲି ।
ଆଉ ଘରେ ଏମିତି ପ୍ରୋବଲେମ୍ ଚାଲିଛି ବୋଲି ମୁଁ ଜାଣିନି । 
ଆଉ ଏହି ଘଟଣା ଏତେ ବଡ ରୂପ ନେଇଛି ସେହି ବିଷୟରେ ବି ମୁଁ ଜାଣିନି । ଆଉ ମୁଁ ପ୍ରକୃତି ମିଶ୍ରଙ୍କ ସହିତ ଆଉ ଫିଲ୍ମ କରିବି ନାହିଁ । ଯଦି ସରକାର ପଡେ ଆଉ ଫିଲ୍ମ୍ ବି କରିବି ନାହିଁ । ଆଉ ଏମିତି ସବୁ ଘଟଣା ଫ୍ୟାମିଲିରେ ହେଉଛି ମୁଁ ଜାଣିନି । ଆଉ ସେଥିପାଇଁ ମୁଁ ଏହି ନିଷ୍ପତ୍ତି ନେଇଛି ।