Movie prime

ମତେ ବାହା ହେଲେ ମୋର୍ 2କୋଟି ର ଘର ସହ ସବୁ କିଛି ଦେବି

 
Special report
ନମସ୍କାର ଆପଣଙ୍କୁ। ବନ୍ଧୁଗଣ ବନ୍ଧୁଗଣ ଆମ ଭାରତ ଭିତରେ ଏମିତି କିଛି ଘଟଣା ଘଟୁଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆମ ଦେଶକୁ ନରେନ୍ଦ୍ର ମୋଦୀ ଶାସନ କରୁଛନ୍ତି।
ଆପଣ ମାନେ ଇନଷ୍ଟା ରିଲସ ଏବଂ ୟୁଟ୍ୟୁଵ ସଟ ଭିଡିଓ ସବୁ ଦେଖୁଥିବେ କ୍ରାଇମ୍ ଭିଡିଓ ଗୁଡ଼ିକ ଦେଖିବାକୁ ପାଉଥିବେ। କାରଣ ଏବେ କା ପରିସ୍ଥିତିରେ ଏହି ଭିଡିଓ ଗୁଡ଼ିକ ଅଧିକ ମାତ୍ରାରେ ଭାଇରାଲ ହେଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଆପଣମାନେ ଏକ ଭିଡିଓରେ ଦେଖିପାରୁଥିବେ। 
ଯାହାକି ଭିଡିଓ ଟି ହେଉଛି, ଜଣେ ପୋଲିସ ଅଫିସର କହୁଛନ୍ତି ଯିଏ ମୋ ଝିଅକୁ ବାହା ହେବ ତାକୁ ପୋଲିସ ଚାକିରୀ ଦେବି। ଏମିତି ବହୁତ ସାରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଆଉ ଜଣେ ଡାକ୍ତର କହିଛନ୍ତି ତାଙ୍କ ଝିଅକୁ ତାଙ୍କ ସ୍ବାମୀ ଛା-ଡ-ପ-ତ୍ର ଦେଇ ସାରିଛନ୍ତି ତାଙ୍କୁ ଯିଏ ବିବାହ କରିବ ତାଙ୍କୁ ୨ କୋଟିର ଘର ଦେବେ, କ୍ଲିନିକ ଦେବେ ଏବଂ ୨୫ ଲକ୍ଷ ଟଙ୍କା ମଧ୍ୟ ଦେବେ। ଆପଣ ମାନେ ଦେଖି ପାରୁଥିବେ କେମିତି ଗୋଟେ ଝିଅଟିଏ କିଛି କହୁଥିବାର। 
ତେବେ ଝିଅ ଛୋଟ ଶିଶୁଟିକୁ ଧରି କହୁଛି କଣା, କୁଜା, କେମ୍ପା, ଛୋଟା ଯିଏ ବି ହେଲେ ମୁଁ ତାକୁ ବିବାହ କରିବି ଆଉ ମୋର ସବୁ ସମ୍ପତ୍ତି ତାକୁ ଦେବି। ବନ୍ଧୁଗଣ ଏହିଭଳି ଭିଡିଓ ଦେଖି ସମସ୍ତେ କମେଣ୍ଟରେ ନିଜ ନମ୍ବର ଦେଇ ଦେଉଛନ୍ତି ଏଇଟା ହେଉଛି ସବୁଠାରୁ ବଡ଼ ବକାମି।
ଏମିତି ଭିଡିଓ ବନେଇ ଲୋକ ମାନଙ୍କୁ ଠକି ବାରେ ଲାଗିଛନ୍ତି। ଯୋଉ ମାନେ ଏହି ଭିଡ଼ିଓରେ ସବୁ ଅଛନ୍ତି ସେମାନେ ମଧ୍ୟ ଜାଣି ନାହାନ୍ତି ତାଙ୍କ ଫେସକୁ ବ୍ୟବହାର କରି ଏମିତି ବଡ ଠକାମୀ ଯୋଜନା ଚାଲିଛି। 
ଏଇ ଠକ ଗୁଡ଼ିକ ଏମିତି ଗାଁ ଜାଗା ଗୁଡ଼ିକୁ ପଳଉଛନ୍ତି ଯୋଉ ଗାଁ ମାନଙ୍କରେ କେହି ଜାଣି ନାହାଁନ୍ତି ଏହି ଠକାମୀ ବିଷୟରେ ସେମାନଙ୍କୁ ୫୦୦,୧୦୦୦ ରେ ଦେଇ ନିଜ ଫୋନରେ ସୁଟିଂ କରନ୍ତି ରେଲ୍ସ କରି କି ସୋସିଆଲ ମିଡିଆରେ ଏହି ଭିଡିଓକୁ ଭାଇରାଲ କରନ୍ତି।
ଇଣ୍ଡିଆରେ ଏହିଭଳି ଠକାମୀ ବହୁମାତ୍ରାରେ ମାତି ଚାଲିଛି। ଆପଣ ମାନେ ଯଦି ଏହି ଭଳିଆ ଭିଡିଓ ଦେଖୁଛନ୍ତି ତ ଏହିଭଳିଆ ଠକାମୀରୁ ନିଜକୁ ବାଞ୍ଚନ୍ତୁ ନହଲେ ଆପଣ ମାନେ ବି ଏହି ଠକାମୀର ଶୀକାର ହେଇପାରନ୍ତି।