Movie prime

ବାହାଘର ପରେ ସତ ଧରିଲେ ପତ୍ନୀ ସ୍ଵାମୀ ହେଇ ଯିଏ ହାତ ଧରିଥିଲେ ସିଏ ବାହାରିଲେ ଛକା ଆଉ ତା ପରେ

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ସମାଜରେ ଅନେକ ପ୍ରକାରର ଘଟଣା ଘଟି ଚାଲୁଛି । ଆଜିକା ଦୁନିଆରେ କେତେବେଳେ କାହା ସହିତ କଣ ଯେ ଘଟଣା ଘଟୁଛି ସେକଥା କିଏ ଜାଣିଛି । ପୁରୁଷ ମହିଳା ହୋଇ ରାତିରେ ବୁଲୁଛି ।
ପୁରୁଷ ଜଣକ ବିବାହ କରି ମଧ୍ୟ କିନ୍ନର ଭଳି ଆଚରଣ କରୁଛନ୍ତି । ଏହିକଥା ଆପଣଙ୍କୁ ହୁଏତ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ ଏହା ନିରାଟ ସତ୍ୟ କଥା ।
ଆଉ ଏହି ସତ୍ୟ ଘଟଣାକୁ ନେଇ ଏଭଳି କିଛି କହିଛନ୍ତି ସେହି କିନ୍ନର ବା ପୁରୁଷଙ୍କର ସ୍ତ୍ରୀ । ତାଙ୍କ ସ୍ତ୍ରୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ବାମୀଙ୍କ ବିରୋଧରେ ।
ସେହି ମହିଳା ଜଣକ କହିଛନ୍ତି ତାଙ୍କ ସ୍ଵାମୀ ତ ଦିନରେ ପୁରୁଷ ହୋଇ ବୁଲନ୍ତି । କିନ୍ତୁ ରାତିରେ ସେ କିନ୍ନର ହୋଇଯାଆନ୍ତି । ଦୀର୍ଘ ୪ ବର୍ଷ ହେଲା ସେ ବିବାହ କରିଥିଲେ ।
ଆଉ ସେହି ପୁରୁଷ ମିଛ କହି ତାଙ୍କୁ ବିବାହ କରିବାକୁ ଯାଇଥିଲେ । ପୁଅ ଇଞ୍ଜିନିୟର ବୋଲି କହି ବାହାଘର କରିଥିଲେ ।
ଆଉ ଏହାପରେ ସେ ବିକମ୍ ଷ୍ଟୁଡେଣ୍ଟ୍ ହୋଇ ତାଙ୍କୁ ବିବାହ କରିଥିଲେ ଅନେକ ସ୍ବପ୍ନ ବି ଦେଖିଥିଲେ । ତାପରେ ବିବାହ ପରେ ସେମାନେ ସୁରଟରେ ରହିଲେ । ଆଉ ସୁରଟରେ ରହିବା ପରେ ସ୍ତ୍ରୀ ଜଣକ ସ୍ଵାମୀ ବିଷୟରେ ସବୁ କଥା ଜାଣି ପାରିଥିଲେ ।
ଏହାପରେ ସ୍ତ୍ରୀ ଜଣକ ତାଙ୍କ ଶାଶୁଘରକୁ ଆସି ଏହିସବୁ ବିଷୟରେ କହିଥିଲେ । ଆଉ ପ୍ରମାଣ ମଧ୍ୟ ଦେଖାଇଥିଲେ କିନ୍ତୁ ତାଙ୍କ ଶାଶୁଘରଲୋକେ ବିଶ୍ବାସ କରିନଥିଲେ । ସେହି ମହିଳାଙ୍କ ସ୍ଵାମୀ ଜଣକ ବେଶ୍ୟା ବୃତ୍ତି କରନ୍ତି ।
ଆଉ ଏହାସହ ସେ ଦିନରେ ପୁରୁଷ ଭଳି ପୋଷାକ ପିନ୍ଧି ପୁରୁଷ ହୋଇ ବୁଲନ୍ତି କିନ୍ତୁ ରାତି ହେଲେ ତାଙ୍କ ସ୍ଵାମୀ ଝିଅ ଭଳି ପୋଷାକ ପିନ୍ଧି ହୋଟେଲ ଯାଆନ୍ତି ଆଉ ଫଟୋ ଉଠାନ୍ତି ।
ଆଉ ଏହାସହ ସେ ସେ-କ୍ସ ମଧ୍ୟ କରନ୍ତି ।କିନ୍ନର ଭଳି ଆଚରଣ କରନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାରେ । 
ସ୍ତ୍ରୀ ଜଣକ ସ୍ବାମୀ ବିରୋଧରେ ଏହିସବୁ କଥା କହିବା ପରେ ସ୍ବାମୀ ଜଣକ ତାଙ୍କୁ ଚୁପ୍ କରି ଦେଇଥିଲେ । କିନ୍ତୁ ଯେତେବେଳେ ଗୋଟେ ସ୍ତ୍ରୀର କଥା ଆସେ ସେତେବେଳେ ସେ କହିଥିଲେ କି କିଛି ମୁହୂର୍ତ୍ତ ପାଇଁ ତାଙ୍କ ସ୍ବାମୀଙ୍କ ସହିତ ତାଙ୍କର ସମ୍ପର୍କ ଥିଲା ।
ଏହାପରେ ସେ ଗର୍ଭବତୀ ହୋଇଥିଲେ । ଆଉ ଏବେ ତାଙ୍କର ଏକ ସନ୍ତାନ ମଧ୍ୟ ଅଛି । ଏବେ ସ୍ତ୍ରୀ ଜଣକ ନ୍ୟାୟ ମାଗୁଛନ୍ତି ।
ତାଙ୍କ ସ୍ଵାମୀ ନାଁରେ ସେ ଏତଲା ଦେଇଛନ୍ତି । ତାଙ୍କ ସ୍ବାମୀଙ୍କ ପାଇଁ ସେ ଯେତେସବୁ କଷ୍ଟ ସହିଛନ୍ତି ସେ ସେହିସବୁ ପାଇଁ ନ୍ୟାୟ ଦାବି କରିଛନ୍ତି । ମିଛ କହି ଗୋଟେ ଝିଅର ଜୀବନ ନଷ୍ଟ କରିବା ସତରେ ବହୁତ ଖରାପ ଅଟେ ।